କୋରାପୁଟ

କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କ ସହ ନୃତ୍ୟ ମହଙ୍ଗା ପଡ଼ିଲା: ନିଲମ୍ବିତ ହେଲେ ନାଲ୍‌କୋ କର୍ମଚାରୀ

ଜୟପୁର,୧୯। ୭(ଡି.ଏନ.ଏ.)-କୋରାପୁଟ ଜିଲାର ଜୟପୁର କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିବା କେତେଜଣ ରୋଗୀ ନିକଟରେ ନୃତ୍ୟ କରିଥିଲେ। ଏହାର ଭିଡିଓ ଭାଇରାଲ ହୋଇଥିଲା। ଏହି ନୃତ୍ୟ କରୁଥିବା ରୋଗୀଙ୍କ ମଧ୍ୟରେ ଦାମନଯୋଡ଼ି ନାଲ୍‌କୋର ଜଣେ କର୍ମଚାରୀ ଥିଲେ। ଭିଡିଓ ଭାଇରାଲ...

କୋରାପୁଟରୁ ପୁଣି ସୁସ୍ଥ ହେଲେ ୯ କରୋନା ଆକ୍ରାନ୍ତ

କୋରାପୁଟ,୧୮ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ପୁଣି ୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ଜିଲାରେ କରୋନା ଯୁଦ୍ଧରେ ବିଜୟୀ ହୋଇଥିବା ସଂଖ୍ୟା ୮୪କୁ ବୃଦ୍ଧି ପାଇଛି ା ଜିଲା ପ୍ରଶାସନର...

ମିଷ୍ଟର ଇଣ୍ଡିଆ ପ୍ରତଯୋଗିତାରେ ଜୟପୁରର ଶ୍ରୀଧର

ଜୟପୁର,୧୮ା୭(ନି.ପ୍ର.): ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ଓଡ଼ିଆ ଝିଅପୁଅଙ୍କ ଅଂଶଗ୍ରହଣ କିଛି କମ୍‌ ନୁହେଁ। ନିକଟରେ ଜିରୋନ ପ୍ରଡକ୍ସନ ହାଉସ ପ୍ରସ୍ତୁତ ମିଷ୍ଟର ଏବଂ ମିସ୍‌ ଇଣ୍ଡିଆ-୨୦୨୦ର ସିଜନ-୨ ପ୍ରତିଯୋଗିତାର ସେମି ଫାଇନାଲକୁ ଉନ୍ନୀତ ହୋଇଥିଲେ କୋରାପୁଟ ଜିଲାର ଦୀପ୍ତିରାଣୀ।...

କରୋନା ଶିଖାଇଲା ପରିଶ୍ରମ

ବୈପାରୀଗୁଡା,୧୮ା୭ (ଡି.ଏନ୍‌.ଏ.): ପରିସ୍ଥିତି ମଣିଷକୁ ବଦଳାଇଦିଏ। ତା’ର ସ୍ବଭାବ ଓ ଆଚରଣରେ ପରିବର୍ତ୍ତନ କରେ। ବର୍ତ୍ତମାନ ମହାମାରୀ ସମୟରେ ଏପରି କିଛି ପରିବର୍ତ୍ତନ ଦେଖାଦେଇଛି କୋରାପୁଟ ଜିଲା ବୈପାରିଗୁଡା ବ୍ଲକର କେତେଜଣ ଭିକ୍ଷାବୃତ୍ତି କରି ଚଳୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ। ସେମାନେ...

ମିସ୍‌ ଇଣ୍ଡିଆ-୨୦୨୦ରେ ଓଡ଼ିଆ ଝିଅଙ୍କୁ ସଫଳତା

ଜୟପୁର,୧୬ା୭ (ନି.ପ୍ର.): ଜାତୀୟ ସ୍ତରରେ ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ପୁଣି ଜଣେ ଓଡ଼ିଆ ଝିଅ। ଜିରୋନ ପ୍ରଡକ୍ସନ ହାଉସ୍‌ ପକ୍ଷରୁ ଆୟୋଜିତ ମିସ୍‌ ଇଣ୍ଡିଆ-୨୦୨୦ ସିଜନ-୨ରେ କୋରାପୁଟ ଜିଲାର ଜୟପୁରର ଦୀପ୍ତିରାଣୀ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ତାଙ୍କର ଏହି ସଫଳତା...

କୋରାପୁଟରେ ଆଜି ୬ ପଜିଟିଭ୍‌ ଚିହ୍ନଟ, ଘରୋଇ ଟିଉସନ ବନ୍ଦ କଲେ ଜିଲାପାଳ

କୋରାପୁଟ,୮ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ବୁଧବାର ପୁଣି ୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି। ସେଥିମଧ୍ୟରୁ ଜଣେ ସଙ୍ଗରୋଧ କେନ୍ଦ୍ରରୁ , ୨ ଜଣ ଘରୋଇ କ୍ୱାରାଣ୍ଟାଇନ୍‌ରୁ ଏବଂ ୩ ଜଣ ସ୍ଥାନୀୟ ଅଞ୍ଚଳରୁ...

ମାନସିକ ବିକାରଗସ୍ତ ଯୁବକଙ୍କ ଉନ୍ମତକାଣ୍ଡ: ଗୁହାଳରେ ଲଗାଇଲେ ନିଆଁ, ୧୦ ଛେଳି ଜୀବନ୍ତ ଦଗ୍ଧ

ବୈପାରିଗୁଡା, ୬।୭(ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ମାନସିକ ବିକାରଗସ୍ତ ଯୁବକ ଶୁକୁରାମ ଖିଲ ରବିବାର ରାତିରେ ନିଜ ଗୁହାଳରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଗୁହାଳରେ ଥିବା...

କୋରାପୁଟରେ ପୁଣି ୫ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୫୭କୁ ବୃଦ୍ଧି

କୋରାପୁଟ,୪ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ପୁଣି ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଜିଲାର ପଟ୍ଟାଙ୍ଗି ବ୍ଲକର କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ...

ପାଡୁଆରେ ଦୁର୍ଘଟଣା: ୪ ନାବାଳକଙ୍କ ଜୀବନଗଲା

କୋରାପୁଟ,୩।୭(ସ୍ବ.ପ୍ର.): କୋରାପୁଟ ଜିଲା ପାଡୁଆରେ ଗୁରବାର ବିଳମ୍ବିତ ରାତିରେ ଏକ ମୋଟରସାଇକେଲ ଦୁର୍ଘଟଣାରେ ୪ ନାବାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସେମାନେ ହେଲେ କୃଷ୍ଣ ହନ୍ତାଳ(୧୪), ଶଶୀକାନ୍ତ ଖିଲ(୧୭), ପଙ୍କଜ ମହାନ୍ତି(୧୪), ଏସ୍‌ ଖରା (୧୪) ମିଳିଥିବା ସୂଚନାନୁଯାୟୀ, ଉକ୍ତ...

କୋରାପୁଟ ଜିଲା କୃଷି ଅଧିକାରୀଙ୍କ ଗାଡ଼ିରୁ ମିଳିଲା ୧୧ ଲକ୍ଷ ଟଙ୍କା

ଜୟପୁର, ୨।୭(ଡି.ଏନ୍‌.ଏ./ନି.ପ୍ର.)- କୋରାପୁଟ ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କ ଗାଡ଼ିରୁ ଗୁରୁବାର ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି। ଏହାପରେ ଜୟପୁର ଭିଜିଲାନ୍ସ ଟିମ୍‌ ତାଙ୍କୁ ଏସ୍‌ପି କାର୍ଯ୍ୟଳୟଠାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।...

କ୍ୱାରାଣ୍ଟାଇନ ସେଣ୍ଟରରେ ମହିଳାଙ୍କ ମୃତ୍ୟୁ

ପଟ୍ଟାଙ୍ଗି,୧।୭(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ଗାଙ୍ଗେଶ୍ୱରୀ କଲେଜ ପରିସରରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ବୁଧବାର ଜଣେ ମହିଳାଙ୍କର ଅଚାନକ ମୃତ୍ୟୁ ଘଟିଛି। ଖବର ପାଇ ସଦର ପଞ୍ଚାୟତ ସରପଞ୍ଚ ଭଗବାନ ଖରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ...

ନଦୀରେ ଭାସିଯାଇ ଭାଉଜ, ଦିଅର ମୃତ

ବୈପାରିଗୁଡା,୧୬ା୬(ଡି.ଏନ.ଏ.)-କୋରାପୁଟ ଜିଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ କଳାପଡ଼ା ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ନଦୀ ପାର ହେଉଥିବା ବେଳେ ଜଣେ ମହିଳା ଓ ଜଣେ ପୁରୁଷ ନଦୀରେ ଭାସିଯିବାରୁ ସେମାନଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri