ବୋରିଗୁମ୍ମା ସିରିଜ ଦୁର୍ଘଟଣା: ୩ ମୃତ୍ୟୁ , ୧୦ ଆହତ
ବୋରିଗୁମ୍ମା,୨୬।୧: କୋଟପାଡରୁ ବୋରିଗୁମ୍ମା ଯାଇଥିବା ୬୩ ଜାତୀୟ ରାଜପଥ ବିଜାପୁର ଗାଁରେ ଅପରାହ୍ନାରେ ଦୁର୍ଘଟଣା ଘଟିଛି। ଛତିଶଗଡ଼ ନମ୍ବର ଥିବା ଏକ ସ୍କର୍ପିଓ, ଯାତ୍ରୀବାହୀ ଅଟୋ ଓ ୨ଟି ବାଇକ୍ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨...