କୋରାପୁଟ

କୁଆପଥର ମାଡ଼ରେ ଧାନ ଫସଲ ନଷ୍ଟ

ଜୟପୁର,୨୬ା୫(ନି.ପ୍ର.): ଜୟପୁର ତହସିଲର କୁମୁଲିପୁଟ ଓ ରଣ୍ଡାପାଲ୍ଲୀ ପଞ୍ଚାୟତରେ କୁଆପଥର ମାଡ଼ରେ ଧାନ ଫସଲ ନଷ୍ଟ ହୋଇଛି। ବୁଧବାରର କୁଆପଥର ବର୍ଷାରେ ଧନ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ ଭାଙ୍ଗି ପଡିଛନ୍ତି। କୁଆପଥର ମାଡ଼ରେ ଧାନ ଅମଳ ହେଉଥିବା ଧାନ...

ହୁଇଲ ଚେୟାର ଅଚଳ, ରୋଗୀଙ୍କୁ ଟେକିଟେକି ନେଲେ ପରିବାର ଲୋକେ

କୋରାପୁଟ,୨୫ା୫(ସ୍ବ.ପ୍ର.): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଘୋର ଅବ୍ୟବସ୍ଥା। ରୋଗୀମାନଙ୍କୁ ନେବା ଆଣିବା ଉଦ୍ଦେଶ୍ୟରେ ଥିବା ଅଧିକାଂଶ ହୁଇଲ ଚେୟାର ଅଚଳ ହୋଇ ପଡିଥିବାବେଳେ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀଙ୍କୁ ତାଙ୍କ...

କୋରାପୁଟରେ ନୂଆ ଡିଆଇଜି ଭାବେ ଦାୟିତ୍ୱ ନେଲେ ଚରଣ ସିଂ ମିନା

କୋରାପୁଟ,୨୪ା୫(ସ୍ବ.ପ୍ର.): କୋରାପୁଟ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ବୁଧବାର ବରିଷ୍ଠ ଆଇପିଏସ ଚରଣ ସିଂ ମିନା ଦାୟିତ୍ୱ ଗ୍ରହଣ କରିଛନ୍ତି। କୋରାପୁଟସ୍ଥିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କାର୍ଯ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ପୂର୍ବରୁ ଥିବା ଡିଆଇଜି ରାଜେଶ ପଣ୍ଡିତଙ୍କଠାରୁ ଶ୍ରୀ...

କୋରାପୁଟ ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମଡ଼

କୋରାପୁଟ,୨୩।୫(ସ୍ବ.ପ୍ର.): କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କ ଗାଡ଼ିକୁ ମଙ୍ଗଳବାର ଅଣ୍ଡାମାଡ଼ ହୋଇଛି। ତାଙ୍କ ନିର୍ବାଚନମଣ୍ଡଳୀ ଲମତାପୁଟ ବ୍ଲକରେ ନୂତନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଉଦ୍‌ଘାଟନ କରିବା ପାଇଁ ଯାଉଥିବା ସମୟରେ କଂଗ୍ରେସ କର୍ମୀଙ୍କ ଅଣ୍ଡା ମାଡ଼ର ଶିକାର ହୋଇଛନ୍ତି। ବ୍ଲକ...

କାଳବୈଶାଖୀ ଝଡ଼ ବର୍ଷାରେ ହୋଇଛି ବ୍ୟାପକ କ୍ଷତି

କୋରାପୁଟ,୨୧ା୫(ସ୍ବ.ପ୍ର.): କୋରାପୁଟ ସହର ସମେତ ଆଖପାଖ ଅଞ୍ଚଳରେ ଶୁକ୍ରବାର ସଂନ୍ଧ୍ୟାରେ ହୋଇଥିବା କାଳ ବୈଶାଖ ଝଡପବନ ଓ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କୋରାପୁଟ ସହର ସମେତ ଲକ୍ଷ୍ମୀପୁର, ସେମିଳିଗୁଡା ବ୍ଲକରେ ୨୨୫ ମିମି ବର୍ଷା ହୋଇଥିଲା। ଏହିସବୁ ଅଞ୍ଚଳରେ...

ଗାଡ଼ିରେ ‘ପ୍ରେସ୍‌’ ଲେଖି ଗଞ୍ଜେଇ ଚାଲାଣ

ନନ୍ଦପୁର, ୨୦ା୫ (ଡି.ଏନ୍‌.ଏ.): ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ଏବେ ଚାଲାଣକାରୀମାନେ ଏକ ନୂଆ ତରିକା ଆପଣେଇଛନ୍ତି। ଗାଡ଼ିରେ ସେମାନେ ପ୍ରେସ୍‌ ଲେଖି ଗଞ୍ଜେଇ ଚାଲାଣ କରୁଥିବା ନନ୍ଦପୁର ପୋଲିସ ଉପଖଣ୍ଡ ଅଧୀନ ପାଡୁଆ ଥାନା ଅଞ୍ଚଳରେ...

ପୋଖରୀରେ ବୁଡି ଭଉଣୀ ଭାଇ ମୃତ

କୋରାପୁଟ,୧୯।୫(ସ୍ବପ୍ର ): ପୋଖରୀରେ ବୁଡି ଭଉଣୀ ଭାଇ ଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଜିଲା ଲମତାପୁଟ ବ୍ଲକ ପିପଳପୁଟ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜୀନୁ ବଡ଼ନାୟକଙ୍କ ୫ ବର୍ଷର ପୁଅ ଯୋଗେଶ ଏବଂ ୧୦...

୨ କି.ମି. ରାସ୍ତା ମରାମତିକୁ ଲାଗିଲାଣି ୨ବର୍ଷ

ସେମିଳିଗୁଡ଼ା/ସୁନାବେଡ଼ା,୧୯।୫ (ସ୍ବ.ପ୍ର.): ପୂର୍ତ୍ତ ବିଭାଗ ଅଧୀନରେ ଥିବା ସେମିଳିଗୁଡ଼ା-ନନ୍ଦପୁର ରାସ୍ତା ଅବସ୍ଥା ଶୋଚନୀୟ। ସେମିଳିଗୁଡ଼ା ଟ୍ରାଫିକ ଛକରୁ କୋଡ଼ିଗାଁ ଛକ ପର୍ଯ୍ୟନ୍ତ ପ୍ରାୟ ୨କି.ମି. ରାସ୍ତାର ଅବସ୍ଥା ୨ବର୍ଷ ହେବ ଶୋଚନୀୟ ହୋଇପଡ଼ିଛି। ବିପଦସଙ୍କୁଳଭାବେ ଲୋକେ ଯାତାୟାତ କରୁଛନ୍ତି। କେବେ...

ସୁନା ଅଳଙ୍କାର ଫେରାଉନି ବ୍ୟାଙ୍କ

ବୈପାରିଗୁଡ଼ା,୧୯ା୫ (ଡି.ଏନ୍‌.ଏ.): ବ୍ୟାଙ୍କରୁ କମ୍‌ ସୁଧରେ ସ୍ବର୍ଣ୍ଣ ବନ୍ଧକ ଋଣ ନେଇ କୃଷି କାର୍ଯ୍ୟରେ ଲଗାଇଥାନ୍ତି ଚାଷୀ। ମାତ୍ର ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଋଣ ନେଇ ବୈପାରିଗୁଡ଼ା ବ୍ଲକର ଜଣେ ଚାଷୀଙ୍କୁ ହଇରାଣ ହେବାକୁ ପଡୁଛି ା ସେ ଋଣ...

ମାଟ୍ରିକ ପରୀକ୍ଷା ଫଳ: କୋରାପୁଟ ଜିଲାରେ ୯୫.୩୨ ପ୍ରତିଶତ ଛାତ୍ରୀଛାତ୍ର କୃତକାର୍ଯ୍ୟ

କୋରାପୁଟ,୧୮ା୫(ସ୍ବ.ପ୍ର.): ଗୁରୁବାର ପୁର୍ବାହ୍ନରେ ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ କୋରାପୁଟ ଜିଲାର ୯୫.୩୨ ପ୍ରତିଶତ ଛାତ୍ରୀଛାତ୍ର କୃତକାର୍ଯ୍ୟ ହାଇଥିବା ଜଣାପଡିଛି। ଚଳିତ ମାଟ୍ରିକ ପରୀକ୍ଷାରେ ଜିଲାର ସମୁଦାୟ ୨୭୧ଟି ସ୍କୁଲର ୧୬,୪୨୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା...

ମରାମତି ହେଲା ସୋଲାର ପ୍ରକଳ୍ପ

ଦଶମନ୍ତପୁର,୧୮ା୫ (ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତ ଅଧୀନ ବାଟିସିଲଗୁଡ଼ା ଗ୍ରାମରେ ବର୍ତ୍ତମାନ ସୋଲାର ପ୍ରକଳ୍ପ ମରାମତି ହୋଇ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଗାଁର ୭୨ ପରିବାରର ୩୮୬ ଲୋକଙ୍କୁ ବିଶୁଦ୍ଧ ପାନୀୟ...

ଭିଜିଲାନ୍ସ ଜାଲରେ ସିଡିପିଓ, କିରାଣି

କୋରାପୁଟ, ୧୭।୫(ସ୍ବ.ପ୍ର.): କୋରାପୁଟ ଜିଲା ବନ୍ଧୁଗାଁ  ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପରେ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri