କୋରାପୁଟ

ଗୁହାରି ଶୁଣିଲାନି ପ୍ରଶାସନ: ଶ୍ରମଦାନ କରି ଗ୍ରାମବାସୀ ଗାଁରେ ପହଞ୍ଚାଇଲେ ଝରଣା ପାଣି

କୋରାପୁଟ,୨୨ା୩(ସ୍ବ.ପ୍ର.): ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ବହୁ ସମୟରେ ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି ଆସୁଥିଲେ। ହେଲେ କେହି ତାଙ୍କ କଥାକୁ ଗୁରୁତ୍ୱ ନ ଦେବାରୁ ଗାଁଠାରୁ ଦୁଇ କିମି ଦୂର ପର୍ଯ୍ୟନ୍ତ...

ଚାଷୀଙ୍କୁ ଦେଖି ଦୌଡ଼ିଲେ କୁନ୍ଦୁରା ଲାମ୍ପସ କର୍ମଚାରୀ

ଜୟପୁର, ୨୧ା୩(ନି.ପ୍ର.):କୋରାପୁଟ ଜିଲା କୁନ୍ଦୁରା ଲାମ୍ପରେ ଜାଲ ଦସ୍ତଖତ କରି ଚାଷୀଙ୍କ ବହୁ ପରିମାଣର ଟଙ୍କା ଲୁଟ୍‌ ହୋଇଛି। ଏହା ଜାଣିବା ପରେ ଚାଷୀ ଚିନ୍ତାରେ ପଡିଛନ୍ତି। ଏ ସମ୍ପର୍କରେ ଜାଣିବାକୁ ଚାଷୀମାନେ କୁନ୍ଦୁରା ଲାମ୍ପସକୁ ଯିବାରୁ ଚାଷୀଙ୍କୁ ଦେଖି...

ଆମେରିକା ଜାଣିଲା କୋରାପୁଟ ଦେଓମାଳିର ଔଷଧୀୟ ଗଛ ଉପାଦେୟତା

କୋରାପୁଟ, ୨୧ା୩(ସ୍ବ.ପ୍ର.):ଆମେରିକା ଜାଣିଲା କୋରାପୁଟ ଦେଓମାଳିର ଔଷଧୀୟ ଗଛର ଉପାଦେୟତା ା ଏନେଇ ସେଠାରେ ଇଣ୍ଟର ନ୍ୟାଶସନାଲ ଭିଜିଟର୍ସ ଲିଡରଶିପ ଟ୍ରେନିଂ ପୋଗ୍ରାମ (ଆଇଭିଏଲ ଟିପି) କାର୍ଯ୍ୟକ୍ରମରେ ଯୋଗଦେଇ କୋରାପୁଟର ଗବେଷକ ହରି ପାଙ୍ଗି ସମସ୍ତ ସୂଚନା ଦେଇଥିଲେ। ଜଳବାୟୁ...

ପ୍ରାଥମିକ ବିଦ୍ୟାଳୟରେ ୨୧୫ ଶିକ୍ଷକ ପଦ ଖାଲି

ନନ୍ଦପୁର,୨୦ା୩ (ଡିଏନଏ): ନନ୍ଦପୁର ବ୍ଲକ ସମେତ ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ଥିବା ୪ବ୍ଲକ ନନ୍ଦପୁର ପଟ୍ଟାଙ୍ଗି, ସେମିଳିଗୁଡା ଓ କୋରାପୁଟ ବ୍ଲକଗୁଡିକରେ ଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗର ୪୭୧ ପ୍ରାଥମିକ ବିଦ୍ୟାଳୟରେ ୨୧୫ ଶିକ୍ଷକ ପଦବୀ ଖାଲି ପଡିଛି।...

ଓଡ଼ିଶା ସରକାରଙ୍କ ନିର୍ମାଣ କାର୍ଯ୍ୟରେ କାମ କରୁଛନ୍ତି ଆନ୍ଧ୍ର ଶ୍ରମିକ

ପଟ୍ଟାଙ୍ଗି, ୨୦।୩(ଡି.ଏନ୍‌.ଏ.): ସୀମାନ୍ତ ଗ୍ରାମଗୁଡିକରେ ପଡୋଶୀ ଆନ୍ଧ୍ର ପ୍ରଦେଶ ଅନୁପ୍ରବେଶ କରି ନିଜର ଉପସ୍ଥିତ ଜାହିର କରୁଥିବା ବେଳେ ଓଡିଶା ସରକାର ସୀମାନ୍ତ ଗ୍ରାମଗୁଡିକରେ କିପରି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିବ ତାହାର ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା...

୨ ବ୍ଲକରେ ୭ ପରିବାର ବେଘର

ପଟ୍ଟାଙ୍ଗି/ଜୟପୁର,୨୦ା୩ (ଡି.ଏନ.ଏ./ ନି.ପ୍ର.): ପଶ୍ଚିମା ଘୂର୍ଣ୍ଣିଝଡ଼ ପ୍ରଭାବ କୋରାପୁଟ ଜିଲାରେ ପରିଲିକ୍ଷିତ ହୋଇଛି। ଏଥିଯୋଗୁ ଗତ ୪ଦିନ ଧରି ପାଗ ମେଘୁଆ ରହି ବିଭିନ୍ନ ସ୍ଥାନରେ ପ୍ରବଳ ପବନ ଘଡ ଘଡି ସହ ବର୍ଷା ହୋଇଛି । ବର୍ଷା ଓ...

କୋରାପୁଟରେ ଝଡ଼ ଉଜାଡ଼ିଲା ପରିବା ଚାଷ

କୋରାପୁଟ,୨୦ା୩(ସ୍ବ.ପ୍ର.): ତିନିଦିନ ଧରି ସମଗ୍ର ରାଜ୍ୟରେ ଅଦିନିଆ ପଶ୍ଚିମା ଝଡ଼ ବର୍ଷା ଜାରି ରହିଛି। କୋରାପୁଟ ଜିଲାରେ ମଧ୍ୟ ୩ ଦିନଧରି ଲାଗି ରହିଛି ଏହି ଅଦିନିଆ ଝଡବର୍ଷା । ଏହାକୁ ନେଇ ଜିଲାରେ ପନିପରିବା ଚାଷ କରୁଥିବା ଚାଷୀ...

ଝଡ଼ବର୍ଷାରେ ଭାଙ୍ଗିଲା ଅନେକ ଘର, ଉଡ଼ିଲା ଛପର

ପଟାଙ୍ଗି,୧୯ା୩(ଡି.ଏନ୍‌.ଏ.): ପଶ୍ଚିମା ଝଡ଼ ପ୍ରଭାବ କୋରାପୁଟ ଜିଲାରେ ପରିଲିକ୍ଷିତ ହୋଇଛି। ଗତ ୪ ଦିନ ଧରି ପାଗ ମେଘୁଆ ରହୁଥିବା ସହ ବିଭିନ୍ନ ସ୍ଥାନରେ ପ୍ରବଳ ପବନ ଘଡ଼ଘଡ଼ି ସହ ବର୍ଷା ହୋଇଛି। ବର୍ଷା ଓ ପବନ ପ୍ରଭାବରେ ଜିଲାର...

ପଶ୍ଚିମାଝଡ଼ ପ୍ରଭାବ: ୪ ଘରର ଉଡ଼ିଗଲା ଛପର

ପଟ୍ଟାଙ୍ଗି,୧୯।୩(ଡି.ଏନ୍‌.ଏ.): ପଶ୍ଚିମାଝଡ଼ ପ୍ରଭାବ କୋରାପୁଟ ଜିଲାରେ ଅନୁଭୂତ ହୋଇଛି। ଗତ ୪ଦିନ ଧରି ପାଗ ମେଘୁଆ ରହୁଥିବା ସହ ବିଭିନ୍ନ ସ୍ଥାନରେ ପବନ, ଘଡ଼ଘଡ଼ି ସହ ବର୍ଷା ହୋଇଛି। ବର୍ଷା ଓ ପବନ ପ୍ରଭାବରେ ଜିଲାର ଅନେକ ସ୍ଥାନରେ ଘର...

ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ହୋଟେଲ, ରେଷ୍ଟୁରାଣ୍ଟ, ସ୍କୁଲରେ ଦିଆଯାଉ

କୋରାପୁଟ,୧୮।୩(ସ୍ବ.ପ୍ର.): ଚଳିତ ବର୍ଷ ଆନ୍ତର୍ଜାତୀକ ମାଣ୍ଡିଆ ବର୍ଷ ପାଳନ ନେଇ ରାଜ୍ୟ ମିଲେଟ ମିଶନ ପକ୍ଷରୁ କୋରାପୁଟ ଜିଲା ପ୍ରଶାସନର ସହଯୋଗରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ନେଇ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ସ୍ଥାନୀୟ ସଦ୍‌ଭାବନା ସମ୍ମିଳନୀ କକ୍ଷରେ...

ମାଟ୍ରିକ ପରୀକ୍ଷା ବେଳେ ଛାତ୍ରଙ୍କ ମୃତ୍ୟୁ

ଦାମନଯୋଡ଼ି, ୧୭ା୩(ଡି.ଏନ.ଏ.):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ବେଳେ ଦାମନଯୋଡି ନାଲ୍‌କୋ ଟାଉନଶିପ ସରସ୍ବତୀ ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ରରେ ଜଣେ ଛାତ୍ରଙ୍କ ଆକସ୍ମିକ ଭାବେ ମୃତ୍ୟୁ ଘଟିଛି। ତାଙ୍କ ନାମ କୁନା ପୂଜାରୀ।...

ଆରମ୍ଭ ହେଲା ମୋବାଇଲ ଟାୱାର କାମ

ସେମିଳିଗୁଡ଼ା/ସୁନାବେଡା, ୧୬ା୩(ସ୍ବ.ପ୍ର.): ସେମିଳିଗୁଡ଼ା ବ୍ଲକ କାଣ୍ଟି ପଞ୍ଚାୟତ ଅଞ୍ଚଳରେ ମୋବାଇଲ ଟାଓ୍ବାର ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ କାମ ଆରମ୍ଭ ହୋଇଛି। ଉପର କାଣ୍ଟି ଗାଁରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri