ମାଲକାନଗିରି

ପୋଖରୀରେ ବୁଡ଼ି ୨ ଶିଶୁଙ୍କ ଜୀବନ ଗଲା

କୋରୁକୋଣ୍ଡା,୨୪ା୩: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ୍‌ ତାରଲାକୋଟା ପଞ୍ଚାୟତର ସି-କଲୋନୀରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ୨ ଶିଶୁଙ୍କ ଜୀବନ ଯାଇଛି। ସେମାନେ…

3 years ago

ବାହାର ରାଜ୍ୟରୁ ଆସିଲେ ହୋମ୍‌ ଆଇସୋଲେଶନ ବାଧ୍ୟତାମୂଳକ

ମାଲକାନଗିରି,୨୪।୩(ଡି.ଏନ୍‌.ଏ.): ବାହାର ରାଜ୍ୟରୁ ମାଲକାନଗିରି ଜିଲାକୁ ଆସିବା ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ହୋମ୍‌ ଆଇସୋଲେଶନରେ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ନିୟମ ଲାଗୁ କରାଯାଇଛି ା ବାହାର…

4 years ago

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ: ୫ ଯବାନ ଶହୀଦ

ମାଲକାନଗିରି,୨୪ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲାର କନହର ଜଙ୍ଗଲ ରାସ୍ତାରେ ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇଛନ୍ତି। ଫଳରେ ୫ଜଣ ଯବାନ…

4 years ago

ପୁଣି ଓଡ଼ିଶାକୁ ଫେରିଲା ନାଇଟ୍‌ କର୍ଫ୍ୟୁ

ମାଲକାନଗିରି,୨୨।୩(ଡି.ଏନ୍‌.ଏ.): ପୁଣି କରୋନା ଚିନ୍ତା ବଢ଼ାଇ ଦେଇଛି। ଏହାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସ୍ଥାନରେ ନାଇଟ କର୍ଫ୍ୟୁ ଓ ଲକ୍‌ଡାଉନ ଲାଗୁ କରାଯାଉଛି। ନାଇଟ କର୍ଫ୍ୟୁ…

4 years ago

ଏନ୍‌କାଉଣ୍ଟରରେ ୨ ମାଓବାଦୀ ନିହତ

ମାଲକାନଗିରି,୨୧।୩: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲାରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଗୁଡ଼ରା ଜଙ୍ଗଲରେ ଗୁଳି ବିନିମୟ ଘଟିଛି।…

4 years ago

ଯବାନଙ୍କୁ ଅପହରଣ ପରେ ହତ୍ୟା

ମାଲକାନଗିରି, ୨୧ା୩ : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜଣେ ଯବାନଙ୍କୁ ହତ୍ୟା କରିଛନ୍ତି। ମାଓବାଦୀମାନେ ତାଙ୍କୁ ଅପହରଣ ପରେ ଗୁଳିକରି ହତ୍ୟା…

4 years ago

ମାଲକାନଗିରିରେ ବିଏସ୍‌ଏଫ୍‌ ଏଡିଜି

ମାଲକାନଗିରି,୧୯ା୩: ବିଏସ୍‌ଏଫ୍‌ ଏଡିଜି ଡ. ଏସ୍‌.ଏଲ୍‌. ଥାଓସେନ୍‌ ଶୁକ୍ରବାର ମାଲକାନଗିରି ଜିଲା ବଣ୍ଡାଘାଟିର ଅଣ୍ଡ୍ରାହାଲ ଓ ମୁଦୁଲିପଡା ବିଏସ୍‌ଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ। ଏପରି କି ସେ…

4 years ago

ବୈଠକ ବର୍ଜନ କଲେ ମୃତ୍ୟୁଦଣ୍ଡ

ମାଲକାନଗିରି,୧୬।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଲାଲ୍‌ବାହିନୀ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି। ସେମାନେ ବହୁ ସ୍ଥାନରେ ବିଭିନ୍ନ ସମୟରେ ବୈଠକମାନ କରି ନିଜ ଶକ୍ତି ବଢ଼ାଉଛନ୍ତି। ଏଥିରେ…

4 years ago

ପୋଲିସକୁ ମିଳିଲା ଟିଫିନ ବୋମା ସହିତ ୨ ଡେଟୋନେଟର

ମାଲକାନଗିରି,୧୪ା୩: ଦୀର୍ଘ ଦିନର ନୀରବତା ପରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅଞ୍ଚଳରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ କେହି ମୃତାହତ…

4 years ago

ଅସ୍ତ୍ରୋପଚାର ପରେ ଚାଲିଗଲା ଝିଅର ଜୀବନ, ମୃତଦେହ ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ମାଲକାନଗିରି,୧୦।୩(ଡି.ଏନ୍‌.ଏ.): ମାଲକାନଗିରି ସଦର ମହକୁମାସ୍ଥିତ ଭାମ୍ବେ କଲୋନୀରେ ରହୁଥିବା ସହଦେବ ନାଗଙ୍କ ଝିଅ ଏଲିସା ନାଗ (୯) ସ୍ଥନୀୟ ତୁମୁଟିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ୩ୟ ଶ୍ରେଣୀରେ ପାଠ…

4 years ago