ମାଲକାନଗିରି

ବଡ଼ଝିଅ ଦେଲେ ମୁଖାଗ୍ନି

ମାଲକାନଗିରି,୯।୨ (ଡି.ଏନ୍‌.ଏ.): ପୁଅ ପରି ମଧ୍ୟ ଜଣେ ଝିଅ ସବୁ କିଛି ଦାୟିତ୍ୱ ସୂଚାରୁରୂପେ ତୁଲାଇପାରେ। ଉଡାଜାହାଜରେ ଆକାଶରେ ଉଡିବାଠାରୁ ଆରମ୍ଭ କରି ପାଣିରେ ପହଁରିବା ପର୍ଯ୍ୟନ୍ତ ସବୁ ଅସମ୍ଭବକୁ ସମ୍ଭବ କରିପାରେ ଝିଅ। ଏପରି ଏକ ନଜିର ସୋମବାର...

ପୁଅ ନୁହେଁ, ବଡ଼ଝିଅ ଦେଲେ ମୁଖାଗ୍ନି

ମାଲକାନଗିରି,୮ା୨: ପୁଅ ପରି ମଧ୍ୟ ଝିଅ ସବୁ କିଛି ଦାୟିତ୍ୱ ତୁଲାଇପାରେ। ଉଡାଜାହାଜରେ ଆକାଶରେ ଉଡିବାଠାରୁ ଆରମ୍ଭ କରି ପାଣିରେ ପହଁରିବା ପର୍ଯ୍ୟନ୍ତ ସବୁ ଅସମ୍ଭବକୁ ସମ୍ଭବ କରିପାରେ ଝିଅ। ଏପରି ଏକ ନଜିର ସୋମବାର ମାଲକାନଗିରି ଜିଲାରେ ଦେଖିବାକୁ...

ସହାୟତା ଅର୍ଥରୁ ନେଉଥିଲେ ଲାଞ୍ଚ: ପାରାଓ୍ବାଚର ବହିଷ୍କୃତ, ବନପାଳ ନିଲମ୍ବିତ

ମାଲକାନଗିରି,୪ା୨: ଭାଲୁ ଆକ୍ରମଣ ସହାୟତା ପ୍ରଦାନରେ ଲାଞ୍ଚ କାରବାର ହେଉଥିବା ଜାଣି ଚୁପ୍‌ ରହିବା ଅଭିଯୋଗରେ ମାଲକାନଗିରି ଜିଲା ଖଇରପୁଟ ବ୍ଲକ୍‌ କୁଡୁମୁଲୁଗୁମ୍ମା ବନପାଳ ରାଜେନ୍ଦ୍ର ଶବର କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ସେହିପରି ଲାଞ୍ଚ ନେବା ଅଭିଯୋଗରେ ପାରାଓ୍ବାଚର ଅନନ୍ତରାମ...

ଭୟରେ ଗାଁ ଛାଡ଼ିଲେ ୮୫ ପରିବାର

ଚିତ୍ରକୋଣ୍ଡା, ୪।୨(ଡି.ଏନ୍‌.ଏ.): ମାଲକଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଦୁଇଟି ପଞ୍ଚାୟତ ଯୋଡ଼ାମ୍ବ ଓ ପଣଷପୁଟ ପଞ୍ଚାୟତର ୧୨ଟି ଗ୍ରାମର ୮୫ ପରିବାର ମାଓବାଦୀ ଭୟରେ ଏବଂ କାମଧନ୍ଦା ଅଭାବରୁ ଭିଟାମାଟି ଛାଡିଛନ୍ତି। ଗତ ଦୁଇ ଦିନ ହେଲା ସେମାନେ...

ମାଓବାଦୀ ଭୟରେ ଭିଟାମାଟି ଛାଡ଼ିଲେ ୮୫ରୁ ଊର୍ଦ୍ଧ୍ୱ ଲୋକ

ଚିତ୍ରକୋଣ୍ଡା,୪।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଦୁଇଟି ପଞ୍ଚାୟତ ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବାରଗୋଟି ଗ୍ରାମ ଖଜୁରୀଗୁଡ଼ା, ବିହନଗୁଡ଼ି,ଖାଲପଦର,ତାରାବେଢା,ମାଟିଖାଲ,ଲାଡିଗୁଡ଼ା,ବେଜିଙ୍ଗ,ତାଲପଦର,ପଳାସପଦର,ଡାଳିଆମ୍ବ, ମୁତାମ୍ବ, ଗମେଲପୁଟ,ଦୋରାଗୁଡ଼ା ମାଓବାଦୀ ଭୟ ଏବଂ କାମଧନ୍ଦା ଅଭାବରୁ ଭିଟାମାଟି ଛାଡ଼ିଛନ୍ତି ୮୫ରୁ ଊର୍ଦ୍ଧ୍ୱ ଲୋକ। ଖବର...

ଜଡ଼ାଫଳ ଖାଇ ୮ ଅଙ୍ଗନଓ୍ବାଡ଼ି ଶିଶୁ ଅସୁସ୍ଥ

ମାଲକାନଗିରି,୩ା୨: ମାଲକାନଗିରି ସଦର ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ ମୁନୁସକୋଣ୍ଡା ଗ୍ରାମରେ ବୁଧବାର ଏକ ଅଙ୍ଗନଓ୍ବାଡି କେନ୍ଦ୍ରରେ ୮ ଶିଶୁ ଜଙ୍ଗଲୀ ଜଡ଼ାଫଳ ଖାଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା...

ମଦ୍ୟପ ସ୍ବାମୀ ଘଟାଇଲା ଏଭଳି କାଣ୍ଡ…

କାଲିମେଳା/ଏମ୍‌ଭି-୭୯,୧ା୨: ମାଲକାନଗିରି ଜିଲା କାଲିମେଳା ବ୍ଲକ ଏମ୍‌ଭି-୭୯ ଥାନା ଅନ୍ତର୍ଗତ ଏମ୍‌ଭି-୭୨ ଗ୍ରାମର ବିମଲ ମିସ୍ତ୍ରି ତାଙ୍କର ସ୍ତ୍ରୀ ଦୁଲାଲଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ପୋଲିସ ବିମଲଙ୍କୁ ଗିରଫ କରିଛି। ସୂଚନା ଯୋଗ୍ୟ, ବିମଲ ଅଧିକାଂଶ ସମୟ ମଦ୍ୟପାନ...

ଗୁଳି ବିନିମୟ ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

ମାଲକାନଗିରି,୩୧ା୧: ଦୀର୍ଘଦିନ ପରେ ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ମାଡ଼କାପଦର ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଥିବା ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଓ ବନ୍ଧୁକ...

ମହଙ୍ଗା ପଡ଼ିଲା ନକଲି ଜାତିଗତ ପ୍ରମାଣପତ୍ର :୨୫ ବର୍ଷ ଚାକିରି କରିବା ପରେ ମହିଳା କିରାଣି ବହିଷ୍କୃତ

ମାଲକାନଗିରି,୩୧।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଜାଲ ପ୍ରମାଣପତ୍ର ଜରିଆରେ ଦୀର୍ଘ ୨୫ ବର୍ଷ ଚାକିରି କରିବା ପରେ ଜଣେ ବରିଷ୍ଠ ମହିଳା କିରାଣି ଚାକିରିରୁ ବହିଷ୍କୃତ ହେବା ଚର୍ଚ୍ଚାର ବିଷୟ ହୋଇଛି। କଳାହାଣ୍ଡିର ଲକ୍ଷ୍ମୀପ୍ରିୟା ବେହେରା ୧୯୯୬ରେ ମାଲକାନଗିରି ଜିଲାରେ କିରାଣି...

ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ମାଓବାଦୀ ନିହତ

ମାଲକାନଗିରି,୩୧।୧(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନା ମାଡ଼କାପଦର ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ମାଡ଼କାପଦର ଜଙ୍ଗଲ ମଧ୍ୟରେ ମାଓବାଦୀମାନଙ୍କର...

ସାଥୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଯବାନ

ମାଲକାନଗିରି,୨୯ା୧: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବସ୍ତର ଜିଲା ସେଡବା ସିଆର୍‌ପିଏଫ୍‌ କ୍ୟାମ୍ପରେ ୨୪୧ ବାଟାଲିୟନର ଜଣେ ଯବାନ ଅନ୍ୟ ଦୁଇ ଯବାନଙ୍କୁ ଗୁଳିକରି ନିଜକୁ ଗୁଳି କରିଥିବା ଜଣାପଡିଛି। ଏଥିରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୨...

ମାଓବାଦୀରୁ ପୋଲିସ ସାଜିଥିବା ବ୍ୟକ୍ତିଙ୍କୁ ହତ୍ୟା

ମାଲକାନଗିରି,୨୯ା୧: ମାଲକାନଗିରି ଜିଲା ସୀମନ୍ତ ଛତିଶଗଡ଼ ବିଜାପୁର ଜିଲା ଜଘଲା ଥାନା ଅନ୍ତର୍ଗତ କୋତ୍ରାପାଲ ଗ୍ରାମରେ ମାଓବାଦୀମାନେ ଜଣେ ଆତ୍ମସମର୍ପଣ କରିଥିବା ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି। ସେ ହେଲେ କନଷ୍ଟେବଳ ମଲ୍ଲେଶ। ମଲ୍ଲେଶ ମାଓବାଦୀ ସଙ୍ଗଠନରେ କମାଣ୍ଡର ଭାବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri