Advertisement

ମୟୂରଭଞ୍ଜ

କୃଷ୍ଣଚନ୍ଦ୍ରଙ୍କୁ ମିଳିଲା ମନ୍ତ୍ରୀପଦ, କର୍ମୀ ମହଲରେ ଉତ୍ସାହକୃଷ୍ଣଚନ୍ଦ୍ରଙ୍କୁ ମିଳିଲା ମନ୍ତ୍ରୀପଦ, କର୍ମୀ ମହଲରେ ଉତ୍ସାହ

କୃଷ୍ଣଚନ୍ଦ୍ରଙ୍କୁ ମିଳିଲା ମନ୍ତ୍ରୀପଦ, କର୍ମୀ ମହଲରେ ଉତ୍ସାହ

ମୋରଡ଼ା,୧୨ା୬(ସ୍ମାରକ ମାଜୀ): ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ସଂଖ୍ୟା ଗରିଷ୍ଠତା ହାସଲ କରି ଏକାକୀ ସରକାର ଗଠନ କରିଛି। ଏହି ପରିପ୍ରେକ୍ଷୀରେ ବୁଧବାର ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ…

10 months ago
ଭାଜପାକୁ ସର୍ବାଧିକ ପୋଷ୍ଟାଲ ଭୋଟଭାଜପାକୁ ସର୍ବାଧିକ ପୋଷ୍ଟାଲ ଭୋଟ

ଭାଜପାକୁ ସର୍ବାଧିକ ପୋଷ୍ଟାଲ ଭୋଟ

ବାରିପଦା,୯ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲାରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ଭାଜପାକୁ ଅଧିକ ପୋଷ୍ଟାଲ ଭୋଟ ମିଳିଛି। ସର୍ବାଧିକ ଭୋଟ ବ୍ୟବଧାନରେ ବିଧାୟକ ଓ ଲୋକସଭା ଏମ୍‌ପି…

10 months ago
କ’ଣ ହେବ ମିଶନ ଶକ୍ତି ମହିଳାଙ୍କ ଭାଗ୍ୟକ’ଣ ହେବ ମିଶନ ଶକ୍ତି ମହିଳାଙ୍କ ଭାଗ୍ୟ

କ’ଣ ହେବ ମିଶନ ଶକ୍ତି ମହିଳାଙ୍କ ଭାଗ୍ୟ

ବାରିପଦା,୭ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ବହୁମତ ପାଇ ନୂଆ ସରକାର ଗଠନ କରିବାକୁ ପ୍ରସ୍ତୁତି ଜାରି ରଖିଛି। ନୂଆ ସରକାରରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶାସନକୁ…

10 months ago
ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ: ହାରିଗଲେ ସ୍ତ୍ରୀ,ସ୍ବାମୀରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ: ହାରିଗଲେ ସ୍ତ୍ରୀ,ସ୍ବାମୀ

ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ: ହାରିଗଲେ ସ୍ତ୍ରୀ,ସ୍ବାମୀ

ବାରିପଦା, ୫ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଏମ୍‌ପି ଆସନ ସମେତ ସମସ୍ତ ୯ଟି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀଙ୍କୁ ହରାଇ…

10 months ago
ରାଷ୍ଟ୍ରପତିଙ୍କ ସମ୍ମାନ ରହିଲାରାଷ୍ଟ୍ରପତିଙ୍କ ସମ୍ମାନ ରହିଲା

ରାଷ୍ଟ୍ରପତିଙ୍କ ସମ୍ମାନ ରହିଲା

ବାରିପଦା, ୫ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲାରେ ଭାଜପାକୁ ବିପୁଳ ଜନସମର୍ଥନ ମିଳିଛି। ଜିଲାର ୯ ବିଧାନସଭା ଓ ଲୋକସଭା ଆସନ ସମେତ…

10 months ago
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ପୂର୍ବତନ ନିର୍ବାହୀ ଯନ୍ତ୍ରୀଙ୍କୁ ୨ବର୍ଷ ଜେଲଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ପୂର୍ବତନ ନିର୍ବାହୀ ଯନ୍ତ୍ରୀଙ୍କୁ ୨ବର୍ଷ ଜେଲ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ପୂର୍ବତନ ନିର୍ବାହୀ ଯନ୍ତ୍ରୀଙ୍କୁ ୨ବର୍ଷ ଜେଲ

ବାରିପଦା,୩।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): କଟକ ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟରେ ସୋମବାର ଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ବିଚାରପତି…

10 months ago
ନବୀନଙ୍କ ସ୍ବାସ୍ଥ୍ୟହାନିରେ ଷଡ଼ଯନ୍ତ୍ର, ଯାଞ୍ଚ ହେବ: ମୋଦିନବୀନଙ୍କ ସ୍ବାସ୍ଥ୍ୟହାନିରେ ଷଡ଼ଯନ୍ତ୍ର, ଯାଞ୍ଚ ହେବ: ମୋଦି

ନବୀନଙ୍କ ସ୍ବାସ୍ଥ୍ୟହାନିରେ ଷଡ଼ଯନ୍ତ୍ର, ଯାଞ୍ଚ ହେବ: ମୋଦି

ବାରିପଦା/ ବାଲେଶ୍ୱର/ କେନ୍ଦ୍ରାପଡ଼ା, ୩୦ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ/ମାନସ ବିଶ୍ୱାଳ/ ଜଗନ୍ନାଥ ଧଳ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଏହା ପଛରେ ଷଡ଼ଯନ୍ତ୍ର ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

10 months ago
କାଣିମହୁଲି, ଚିତ୍ରଡ଼ାରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଶକ୍ତି ପ୍ରଦର୍ଶନକାଣିମହୁଲି, ଚିତ୍ରଡ଼ାରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଶକ୍ତି ପ୍ରଦର୍ଶନ

କାଣିମହୁଲି, ଚିତ୍ରଡ଼ାରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଶକ୍ତି ପ୍ରଦର୍ଶନ

ମୋରଡ଼ା,୨୯ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଦଳ ନିଜର ଶକ୍ତି ପ୍ରଦର୍ଶନ କରିଛି। ଏହି ପରିପ୍ରେକ୍ଷୀରେ ଆଜି ଉକ୍ତ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶୁଳିଆପଦା…

10 months ago
ବିଭିନ୍ନ ଲୋକାଭିମୁଖୀ ଯୋଜନା ନେଇ ବିଜେଡିର ଜୋର୍‌ଦାର ପ୍ରଚାରବିଭିନ୍ନ ଲୋକାଭିମୁଖୀ ଯୋଜନା ନେଇ ବିଜେଡିର ଜୋର୍‌ଦାର ପ୍ରଚାର

ବିଭିନ୍ନ ଲୋକାଭିମୁଖୀ ଯୋଜନା ନେଇ ବିଜେଡିର ଜୋର୍‌ଦାର ପ୍ରଚାର

ମୋରଡ଼ା,୨୯ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ବୁଧବାର ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିଛି। ଏହି ପରିପ୍ରେକ୍ଷୀରେ ଆଜି ଉକ୍ତ ନିର୍ବାଚନମଣ୍ଡଳୀ ମୋରଡ଼ା ବ୍ଲକ ଅଧୀନ…

10 months ago
ନବୀନଙ୍କ ସ୍ବାସ୍ଥ୍ୟ ନେଇ ମୋଦିଙ୍କ ବଡ଼ ଖୁଲାସା, କହିଲେ ହୋଇଛି ବଡ଼ ଷଡଯନ୍ତ୍ର!ନବୀନଙ୍କ ସ୍ବାସ୍ଥ୍ୟ ନେଇ ମୋଦିଙ୍କ ବଡ଼ ଖୁଲାସା, କହିଲେ ହୋଇଛି ବଡ଼ ଷଡଯନ୍ତ୍ର!

ନବୀନଙ୍କ ସ୍ବାସ୍ଥ୍ୟ ନେଇ ମୋଦିଙ୍କ ବଡ଼ ଖୁଲାସା, କହିଲେ ହୋଇଛି ବଡ଼ ଷଡଯନ୍ତ୍ର!

ବାରିପଦା,୨୯।୫: ମୟୂରଭଞ୍ଜର ବାରିପଦାରେ ପହଞ୍ଚି ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ବଡ଼ ଖୁଲାସା କରିଛନ୍ତି।…

10 months ago