ମୟୂରଭଞ୍ଜ

ଗଙ୍ଗାହାର ନଦୀରେ ବନ୍ୟା

କୁଆମରା, ୧୫।୯(ଡି.ଏନ.ଏ.)-କ୍ରମାଗତ ତିନି ଦିନ ଧରି ଲଘୁଚାପଜନିତ ବର୍ଷା ଯୋଗୁ ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଭିନ୍ନ ନଦୀର ବନ୍ୟାଜଳ ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଲୋକଙ୍କ ଚିନ୍ତା ବଢିଯାଇଛି। ତେବେ ତିନି ଦିନରେ ମୋଟ...

ଚିତ୍ରକଳାରେ ସଚେତନତା ବାର୍ତ୍ତା

ବାରିପଦା ଅଫିସ, ୧୦।୯-ଚିତ୍ରକଳାରେ ନିଜର ପାରଦର୍ଶିତା ଦେଖାଇ ଦେଶ ବିଦେଶରେ ସୁନାମ ଅର୍ଜନ କରୁଛନ୍ତି ବାରିପଦାର ଯୁବ ଚିତ୍ରଶିଳ୍ପୀ ମାନସରଞ୍ଜନ ପତି ା କାଳ୍ପନିକ ଚିତ୍ର ପ୍ରସ୍ତୁତ କରିବା ଅପେକ୍ଷା ସମସାମୟିକ ସାମାଜିକ ପରିସ୍ଥିତି ସହିତ ଅସଜଡ଼ା ପରିବେଶର କରାଳ...

ରାସ୍ତାରେ ବୁଲିଲା ହାତୀ

ଚିତ୍ରଡା,୯।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ତଥା ରାସଗୋବିନ୍ଦପୁର ରେଞ୍ଜକୁ ପ୍ରବେଶ କରି ଆତଙ୍କ ଖେଳାଇଛି ଏକ ଝାଡ଼ଖଣ୍ଡୀ ହାତୀ। ରାତି ପ୍ରାୟ ୯ଟାରେ ହାତୀଟି ଚିତ୍ରଡା ଅଞ୍ଚଳର ଗାଁରେ ଏଣେତେଣେ ବୁଲିଥିଲା। ବନ କର୍ମଚାରୀ ଘଉଡାଇବାରେ ବିଫଳ ହେବାରୁ...

ଦୁଇ ରାତି ପୂଜା କରିଥାନ୍ତି ଛଉ କଳାକାର

ବାରିପଦା ଅଫିସ,୮।୯-  ମା’ ଅମ୍ବିକା। ବାରିପଦାର ଅଧିଷ୍ଠାତ୍ରୀ ଦେବୀ। ମା’ ଡାକିଦେଲେ ମିଳିଯାଏ ଅଭୟ, ପୂରଣ ହୁଏ ମନସ୍କାମନା। ଏହି ବିଶ୍ୱାସ ନେଇ ରାଜ୍ୟ ଆଉ ରାଜ୍ୟ ବାହାରୁ ଏଠାକୁ ଛୁଟି ଆସନ୍ତି ଶ୍ରଦ୍ଧାଳୁ। ବହୁ କଥା ଆଉ ଗାଥାର...

ଜାଲରେ ପଡିଲା ବିରଳ ପ୍ରଜାତିର ମାଛ

ସାରସକଣା, ୬।୯(ଡି.ଏନ.ଏ.)  ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଅଞ୍ଚଳରେ ଏକ ବିରଳ ପ୍ରଜାତିର ମାଛ ଜାଲରେ ଧରାପଡିଛି। ଆନ୍ତଃରାଜ୍ୟ ସୀମା ସୁବର୍ଣ୍ଣରେଖା ନଦୀ ଜାମଶୋଳା ଘାଟରେ ସ୍ଥାନୀୟ ମାଛ ଧରାଳୀମାନେ ମାଛ ଧରୁଥିବା ବେଳେ ଏହି ମାଛ ଜାଲରେ ଧରାପଡିଥିଲା। ମତ୍ସ୍ୟଜୀବୀମାନେ...

ପାଣି ପାଇଁ ହଇରାଣ

ବାରିପଦା ଅଫିସ,୬।୯: ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଧୀନ ବାଇଗଣବାଡ଼ିଆ ପଞ୍ଚାୟତର ଭୁଲଗଡ଼ିଆ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଓରେଡା ପକ୍ଷରୁ ଏହି ଗଁାରେ ନିର୍ମାଣ କରାଯାଇଥିବା ସୋଲାର ପାନୀୟ ଜଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି। ଫଳରେ ଗ୍ରାମବାସୀ...

ବେସାହାରାଙ୍କ ଠିକଣା ଫୁଟ୍‌ପାଥ

ବାରିପଦା ଅଫିସ,୫।୯- ସମାଜର ଅବହେଳିତ ଓ ନିଷ୍ପେସିତ ଲୋକଙ୍କୁ ଥଇଥାନ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ସେହିପରି ଅତି ଦୟନୀୟ ଅବସ୍ଥାରେ ଘୁରିବୁଲୁଥିବା ଲୋକଙ୍କ ପାଇଁ ଆଶ୍ରୟସ୍ଥଳୀ ଓ ବୃଦ୍ଧାଶ୍ରମ ରହିଛି। ମାତ୍ର ମୟୂରଭଞ୍ଜ ଜିଲା...

ଚୁଲି ନିଆଁରେ ଜଳିଗଲେ

ବାରିପଦା ଅଫିସ,୪ା୯: କାଠ ଚୁଲିରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ସୁମୀ ବିନ୍ଧାଣୀ ନାମ୍ନୀ ଜଣେ ମହିଳା ଗୁରୁତର ହୋଇଛନ୍ତି । ତାଙ୍କ ଘର ବାରିପଦା ସହର ୨୨ ନମ୍ବର ୱାର୍ଡ ହଦ୍‌ହଦି ସାହିରେ। ନିଆଁ ଲାଗିବା ଜାଣି...

ଘାଟିରେ ବସ୍‌କୁ ପିଟିଲା ଟ୍ରକ୍‌: ୨୨ ଆହତ

ବାଙ୍ଗିରିପୋଷି,୩।୯: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଦ୍ୱାରଶୁଣୀ ଘାଟିରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ବାରିପଦାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ସହ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ୨୨ ଜଣ ଯାତ୍ରୀ ଆହତ...

ବିଦ୍ୟାଭାରତୀଙ୍କୁ ଜେରା ନ କରି ଫେରିଗଲା କ୍ରାଇମବ୍ରାଞ୍ଚ ଟିମ୍‌

ବାରିପଦା ଅଫିସ,୩ା୯: ବହୁଚର୍ଚ୍ଚିତ ଏଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଗୁରୁବାର କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କୁ ତନାଘନା ଜେରା କରିଥିଲା। ପ୍ରାୟ ସାଢ଼େ ୬ ଘଣ୍ଟାରେ ୭୦ ପ୍ରଶ୍ନ ପଚାରିଥିଲା ଟିମ୍‌। ଆଜି ପୁଣି ଥରେ ବିଦ୍ୟାଭାରତୀ କ୍ରାଇମବ୍ରାଞ୍ଚ ଜେରାର...

ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ଜେରା

ବାରିପଦା ଅଫିସ,୨ା୯: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ଗୁରୁବାର ତାଙ୍କ ବାପଘର ମୟୂରଭଞ୍ଜ ଜିଲା କପ୍ତିପଦାର ଗୌଡ଼ଗଁା ଘରେ ଜେରା କରୁଛି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍‌। ସୂଚନାଯୋଗ୍ୟ, ଗତ ଜୁଲାଇ ୧୨ ତାରିଖ ରାତିରେ ସୌମ୍ୟ ଏବଂ...

ଭାଜପା ଛାଡିଥିଲେ ୧୫, ଫେରିଲେ ୫ ଜିଲାପରିଷଦ

ବାରିପଦା ଅଫିସ,୩୦ା୮: ନିକଟରେ ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ମୟୂରଭଞ୍ଜ ଜିଲାର ୧୫ ଜିଲାପରିଷଦ ସଦସ୍ୟ। ସେମାନଙ୍କ ମଧ୍ୟରୁ ରବିବାର ୫ଜଣ ଦଳକୁ ଫେରିଛନ୍ତି। ଜିଲାପରିଷଦଙ୍କ ଘରବାହୁଡ଼ାକୁ ନେଇ ଜିଲାରେ ରାଜନୀତି ସରଗରମ ହୋଇଛି। ଝାଡ଼ଖଣ୍ଡର ପୂର୍ବତନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri