ମୟୂରଭଞ୍ଜ

ମଧ୍ୟାହ୍ନଭୋଜନ ସମୟରେ ବିଦ୍ୟାଳୟ ଛାତରୁ ଖସିଲା ପ୍ଲାଷ୍ଟର: ଛାତ୍ର ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ମୋରଡ଼ା,୩ା୪(ସ୍ମାରକ ମାଜୀ): ମଧ୍ୟାହ୍ନଭୋଜନ ଖାଉଥିବା ସମୟରେ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ପଡ଼ିବାରୁ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ସାନମୁଣ୍ଢାବଣି ପଞ୍ଚାୟତର ସରାଶୋଳ ଗ୍ରାମର ଗାଲୁସାହି...

ପୁରୁଣାଙ୍କୁ ଭରସା କଲା ଭାଜପା

ବାରିପଦା,୩ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲାରେ ଥିବା ୯ ବିଧାନସଭା ଆସନ ମଧ୍ୟରୁ ମଙ୍ଗଳବାର ୫ଟିରେ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ପୁରୁଣା ପ୍ରାର୍ଥୀଙ୍କ ଉପରେ ଭରସା କରି ଦଳ ପୁନର୍ବାର ସେମାନଙ୍କୁ ଟିକେଟ ଦେଇଛି। ବଡ଼ସାହି ନିର୍ବାଚନ ମଣ୍ଡଳୀରୁ ସନାତନ...

ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ପିଆଜ ବୋଝେଇ ଟ୍ରକ୍‌

ବାରିପଦ,୧ା୪: ମୟୂରଭଞ୍ଜ ଜିଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ସୋମବାର ଏକ ପିଆଜ ବୋଝେଇ ଟ୍ରକ୍‌ରେ ନିଆଁ ଲାଗି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଯାଇଛି। ଟ୍ରକ୍‌ଟି ନାସିକ୍‌ରୁ ପିଆଜ ବୋଝେଇ କରି କୋଲକାତା ଅଭିମୁଖେ ଯାଉଥିଲା।...

୮ଜଣଙ୍କୁ ହୋଇଥିଲା ନିର୍ଦ୍ଦେଶ: ୭ ବନ୍ଧୁକ ଦେଲେ ଜିମା

ବୈଶିଙ୍ଗା,୩୧ା୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ପୋଲିସ ସାଧାରଣ ନିର୍ବାଚନରେ ଆଇନ ଶୃଙ୍ଖଳା କଡ଼ାକଡ଼ି କରିବା ଲକ୍ଷ୍ୟରେ ତନାଘନା ଆରମ୍ଭ କରିଦେଇଛି। ଥାନା ଅଞ୍ଚଳରେ ଲାଇସେନ୍ସ ପ୍ରାପ୍ତ ୮ ଜଣ ବନ୍ଧୁକଧାରୀଙ୍କୁ ନିର୍ବାଚନ ପ୍ରକ୍ରିୟା ଶେଷହେବା ପର୍ଯ୍ୟନ୍ତ ପୋଲିସ ନିକଟରେ...

୧୮୬ରୁ ଅଧିକ ମୃତଦେହ ଦାହ ସଂସ୍କାର କଲେଣି ସାନଦାଦା

ମୋରଡ଼ା,୩୧ା୩(ସ୍ମାରକ ମାଜୀ)ସଂସାରରେ ଜୀବନ ଯାତ୍ରା ସରିବା ପରେ ମୁକ୍ତି ଯାତ୍ରା ଅନିବାର୍ଯ୍ୟ। ତେବେ ଏହି ମୁକ୍ତି ଯାତ୍ରାର ବାହକ ହୁଅନ୍ତି ନିଜ ରକ୍ତ ସମ୍ପର୍କୀୟ ଓ଼ ଆତ୍ମୀୟ ସ୍ବଜନ। ତେବେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଜାତି, ଧର୍ମ, ବର୍ଣ୍ଣ,...

ଶିମିଳିପାଳରେ କରୁଥିଲେ ଶିକାର, ଧରିଲା ବନବିଭାଗ, ୯ ଗିରଫ

ବାରିପଦା,୩୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଜେନାବିଲ ରେଞ୍ଜରୁ ୯ ଶିକାରୀକୁ ବନକର୍ମଚାରୀ ଗିରଫ କରିଛନ୍ତି । ତାଙ୍କଠାରୁ ୯ଟି ଦେଶୀ ବନ୍ଧୁକ ସହ ୩୦ କେଜି ସମ୍ବର ମାଂସ ଜବତ କରାଯାଇଛି।...

ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ିଗଲା ଅଟୋ

ବୈଶିଙ୍ଗା,୩୦ା୩(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ରୁପ୍‌ସା-ବୈଶିଙ୍ଗା ରାସ୍ତାର ବଙ୍ଗାଳିଡାହି ଛକ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ଅଟୋ ଭାରସାମ୍ୟ ହରାଇ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ିଯାଇଛି। ପିଞ୍ଛାବଣିଆ ହୋଲି ମେଳାରୁ ୪ ଜଣ ଯାତ୍ରୀଙ୍କୁ ନେଇ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି ସୋରେନଙ୍କୁ ଟିକେଟ୍‌ ଦେଇଛି। ଅଞ୍ଜନି ଏଥର ଓଡ଼ିଶାର ମୟୂରଭଞ୍ଜ ସିଟ୍‌ରୁ ନିର୍ବାଚନ ଲଢିବେ।...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ ବନ୍ଦ କରିଛନ୍ତି। ସୂଚନାନୁଯାୟୀ, ପୂର୍ତ୍ତବିଭାଗ ଅଧୀନରେ ହାଣ୍ଡିଭଙ୍ଗାଠାରୁ କୁଜିଡ଼ିହି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ...

ସୁଦାମ-ନବଚରଣ ଲଢ଼େଇ

ବାରିପଦା,୨୮ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଭାଜପା ଓ ବିଜେଡି ପକ୍ଷରୁ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଜିଲାରେ ନିର୍ବାଚନୀ ଉଷ୍ମତା ଜୋର ଧରିଛି। ଦୁଇ ପ୍ରମୁଖ ଦଳର ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ତୃତୀୟ ଦଳ ବାଜିମାତ୍‌ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ରାଷ୍ଟ୍ରପତି...

ଅଫିମ ବେପାରୀଙ୍କ ପାଇଁ ଅକଳରେ ଆଦିବାସୀ

ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷର ପସରା ମେଲିଛି। ଏକର ଏକର ଜମିରେ ଅଫିମ ଚାଷ କରି ମାଲେମାଲେ ହେଉଥିବା ଚାଷୀ ଓ ନିଶା ବେପାରୀଙ୍କ ଟେର୍‌ ପାଉନି ପୋଲିସ କିମ୍ବା ଅବକାରୀ ବିଭାଗ।...

ମାଂସ ପାଇଁ ୩ଦିନ ପଡ଼ିରହିଲା ମୃତଦେହ

ବାରିପଦା,୧୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଗାଁର ସମସ୍ତଙ୍କ ଭୋଜି ଭାତରେ ସାମିଲ ହେଉଥିଲେ। ହେଲେ ଜାତିଭାଇଙ୍କୁ ନିଜ ବାହାଘର ଭୋଜି ଦେଲେନି। ଏନେଇ ଗାଁ ଲୋକଙ୍କ ସହ ଲାଗି ରହିଥିଲା ତିକ୍ତତା। ଜାତିପ୍ରଥା ଓ ପରମ୍ପରା ଉଲ୍ଲଂଘନ କରିଥିବା ସମ୍ପୃକ୍ତ ଯୁବକଙ୍କ ମା’ଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri