ଗୋରୁ ବୋଝେଇ ପିକ୍ଅପ୍ ଜବତ କଲେ ଗ୍ରାମବାସୀ
ମୋରଡ଼ା,୧୫ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ଝିଙ୍କିରିଆ ଗ୍ରାମବାସୀଙ୍କ ଦ୍ୱାରା ଏକ ଗୋରୁ ଗାଡ଼ି ଜବତ ହୋଇଛି। ସୂଚନାନୁଯାୟୀ, ଶୁକ୍ରବାର ଭୋର୍ ସମୟରେ ବୈଶିଙ୍ଗା-ଝିଙ୍କିରିଆ ରାସ୍ତା ଦେଇ ଏକ ବେଆଇନ ଗୋରୁ ବୋଝେଇ ପିକ୍ଅପ୍(ଓଡି-୦୧ଏଡି-୪୬୭୨)...
ସଙ୍ଘ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ସରପଞ୍ଚ ନିଲମ୍ବିତ
ମୋରଡା,୧୨।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ସରପଞ୍ଚ ସଙ୍ଘରୁ ଦୁଇଜଣ ସରପଞ୍ଚ ନିଲମ୍ବିତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବିଭିନ୍ନ ଦାବିକୁ ନେଇ ସୋମବାର ନବୀନ ନିବାସ ଘେରାଉ ପାଇଁ ରାଜ୍ୟ ସରପଞ୍ଚ ମହାସଂଘ...
ଦୁଆରଶୁଣୀ ଘାଟିରେ ୨ ବସ୍ ମଝିରେ ପଶିଲା ପିକ୍ଅପ୍
ବାରିପଦା,୧୦ା୩(ନିଳାଦ୍ରୀ ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଦୁଆରଶୁଣୀ ଘାଟିରେ ଦୁଇ ଯାତ୍ରୀବାହୀ ବସ୍ ଓ ପିକଅପ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କେହି ଆହତ ହୋଇ ନ ଥିବା ବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନାଯୋଗ୍ୟ,...
ହୃଦଘାତରେ ଚାଲିଗଲା ପିଇଓଙ୍କ ଜୀବନ: ଆଖି ଦାନ କଲେ ପରିବାର
ମୋରଡ଼ା,୭।୩(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡ଼ା ଥାନା ଅନ୍ତର୍ଗତ ଚିତ୍ରଡା ଫାଣ୍ଡି ଅଧୀନ ହଳଦୀପାଳ ଗ୍ରାମରେ ଜଣେ ପିଇଓଙ୍କ ଅକାଳ ବିୟୋଗ ଘଟିଛି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ମୃତକ ଜଣକ ହେଲେ ହଳଦୀପାଳ ଗ୍ରାମର ଅଜୟ...
ଦୁଆରଶୁଣୀ ଘାଟିରେ ବସ୍-ଟ୍ରକ୍ ଦୁର୍ଘଟଣା
ବାରିପଦା,୭।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ୪୯ନଂ ଜାତୀୟ ରାଜପଥ ବାଙ୍ଗରିପୋଷି ଦୁଆରଶୁଣୀ ଘାଟିରେ ଯାତ୍ରୀବାହି ବସ ଓ ଟ୍ରକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କେହି ଆହତ ହୋଇ ନ ଥିବା ବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନାଯୋଗ୍ୟ,...
ଗାଁକୁ ରାସ୍ତା ନାହିଁ ତ ନେତାଙ୍କୁୁ ଭୋଟ ନାହିଁ
ବାରିପଦା,୭ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଦେଶ ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ଗଁାକୁ ଭଲ ରାସ୍ତା ନାହିଁ ା ମାଳ ମାଳ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ମୌଳିକ ସୁବିଧା ମିଳି ପାରୁନାହିଁ। ଜିଲାରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୩ ମନ୍ତ୍ରୀ...
୧୪ ପ୍ରକଳ୍ପ ପାଇଁ ସୋରଡ଼ା ବ୍ଲକକୁ ପ୍ରଥମଥର ଆସିଲା ୪୧ ଲକ୍ଷ ୬୦ ହଜାର ଟଙ୍କା
ସୋରଡ଼ା,୬ା୩(ଲମ୍ବୋଦର ପାଣିଗ୍ରାହୀ): ଆଦିବାସୀ ବହୁଳ ସୋରଡ଼ା ବ୍ଲକ୍କୁ ୨୦୨୩ /୨୪ ଆର୍ଥିକ ବର୍ଷରେ ୧୪ଟି ପ୍ରକଳ୍ପ ପାଇଁ ୪୧ ଲକ୍ଷ ୬୦ ହଜାର ଓ ପାତ୍ରପୁର ବ୍ଲକକୁ ୧୪ଟି ପ୍ରକଳ୍ପ ପାଇଁ ୪୮ ଲକ୍ଷ ଟଙ୍କା ପରିଷଦ ଗଠନ ହେବା...
ମୋରଡ଼ା ପଞ୍ଚାୟତ ସମିତି ଅଧିବେଶନରେ ତୁମ୍ବିତୋଫାନ
ମୋରଡ଼ା,୬ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ ଚିତ୍ରଡ଼ାସ୍ଥିତ ବ୍ଲକ କାର୍ଯ୍ୟାଳୟର କନ୍ଫରେନ୍ସ ହଲ୍ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଧିବେଶନରେ ବ୍ଲକ ଅଧ୍ୟକ୍ଷ ପୀତନାଥ ସୋରେନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ...
ଅଧା କର୍ମଚାରୀଙ୍କ ଉପରେ ସବୁ ଦାୟିତ୍ୱ
ଖୁଣ୍ଟା,୬।୩(ଦେବରଞ୍ଜନ ବେହେରା): ଲୋକଙ୍କୁ ତ୍ୱରିତ ସେବା ଯୋଗାଇ ଦେବାକୁ ନେଇ ସରକାର ବିଭିନ୍ନ ପଦ ପଦବୀ ସୃଷ୍ଟି କରିବା ସହିତ ଅଧିକାରୀ ନିଯୁକ୍ତି କରୁଛନ୍ତି। ମାତ୍ର ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକରେ ଏବେ ଏହାର ଓଲଟା ପ୍ରତିଫଳନ ଦେଖିବାକୁ...
ହକ୍ ପାଇଁ ଆଦିବାସୀଙ୍କ ମେଳି
ମୋରଡ଼ା,୩ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର ମାକୁନ୍ଦ ଗ୍ରାମର ଜାହିରା ପୀଠ ନିକଟରେ ଶତାଧିକ ଆଦିବାସୀ ସମ୍ପ୍ରଦାୟର ଲୋକେ ମେଳି ବାନ୍ଧିଥିବାର ଦେଖିବାକୁ ମିଳିଛି। ଉକ୍ତ ମେଳିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କଂଗ୍ରେସ...
ପିଆର୍ଏମ୍ ମେଡିକାଲରେ ଯୋଡ଼ି ହେଲା ୬୫୦ ଶଯ୍ୟା
ବାରିପଦା,୩।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ରଙ୍ଗାମାଟିଆ ପରିସରରେ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲର ଶୁଭ ଉଦ୍ଘାଟନ କରାଯାଇଛି। ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍ଘାଟନ...
ରାତିରେ ବୁଲୁଛି ଭାଲୁ
ଖୁଣ୍ଟା,୩।୩ (ଦେବରଞ୍ଜନ ବେହେରା): ମୟୂରଭଞ୍ଜ ଜିଲା ଉଦଳା ରେଞ୍ଜ୍ ଖୁଣ୍ଟା ଅଞ୍ଚଳରେ ଗତ କିଛିଦିନ ଧରି ଭାଲୁ ଆତଙ୍କ ଦେଖାଦେଇଛି। ଏହାକୁ ନେଇ ସାନଖୁଣ୍ଟା ପଞ୍ଚାୟତବାସୀ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଏକ ସପ୍ତାହ ପୂର୍ବେ ରାତି ପ୍ରାୟ ୯ଟା...
Archives
