ମୟୂରଭଞ୍ଜ

ରକ୍ଷଣାବେକ୍ଷଣ ଖୋଜୁଛି କୀଚକେଶ୍ୱର ମନ୍ଦିର, ରାଜପ୍ରାସାଦ

ବାରିପଦା,୨୨।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ)କଳା ଓ ସଂସ୍କୃତିର ମୟୂରଭଞ୍ଜ ଜିଲା ବିଶ୍ୱ ଦରବାରରେ ପରିଚିତ। ଜୈବ ବିବିଧତା ଓ କଳାକୃତିକୁ ନେଇ ଜିଲାବାସୀ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। ମାତ୍ର ହଜାର ହଜାର ବର୍ଷ ପୂର୍ବେ କଳା ମୁଗୁନି...

୨ ଟ୍ରକ୍‌ ମଧ୍ୟରେ ଚାପିହେଲା କାର୍‌

ବାଙ୍ଗିରିପୋଷି, ୨୨ା୧୦(ସଞ୍ଜୟ କୁମାର ଅଗ୍ରୱାଲା)ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣୀ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ଟ୍ରକ୍‌ ମଧ୍ୟରେ ଏକ କାର୍‌ ଚାପିହୋଇଯିବାରୁ କାର୍‌ରେ ଥିବା ୨...

ନାବାଳିକାଙ୍କୁ ଘରକୁ ଆଣି ଶାରୀରିକ ସମ୍ପର୍କ ରଖୁଥିଲେ ଏଏସ୍‌ଆଇ, ଜଣା ପଡ଼ିବା ପରେ…

ରାଇରଙ୍ଗପୁର,୧୮।୧୦(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ଯାମଦା ଥାନାର ଏଏସଆଇ ଆନନ୍ଦ ମାଝି ଜଣେ ନାବାଳିକାଙ୍କୁ ନିର୍ଯାତନା ଦେଇ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁପରେ ଏଏସଆଇ ମାଝି ଜଣେ ନାବାଳିକାଙ୍କୁ ଘରକୁ...

ବିଧାୟକଙ୍କ ପାଖରେ ମୋରଡା ବ୍ଲକର ହିସାବ ନାହିଁ

ମୋରଡ଼ା,୧୭।୧୦(ସ୍ମାରକ ମାଜୀ): ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଗ୍ରାମାଞ୍ଚଳର ବିକାଶ ପ୍ରକ୍ରିୟା ଆଗକୁ ହେବାକୁ ଥିବା ବେଳେ ଆଜି ମୟୁରଭଞ୍ଜ ଜିଲାରେ ଏହାର ଶୁଭାରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀରେ ମୋରଡ଼ା ବ୍ଲକ ଅଧୀନ ପାଟପୁରସ୍ଥିତ...

ପିଉସୀ ଘରେ ସ୍ତ୍ରୀ ମୁଣ୍ଡକୁ ଶାବଳରେ ଛେଚିଦେଲେ ସ୍ବାମୀ 

ମୋରଡା,୧୭।୧୦(ସ୍ମାରକ ମାଜୀ):  ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ସମାଇଡ଼ିହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ବାମୀ ସ୍ତ୍ରୀକୁ ଏକ ଶାବଳରେ ଛେଚି ନିର୍ମମ ଭାବେ ହତ୍ୟା କରିବା ଅଞ୍ଚଳରେ ଆଲୋଡନ ସୃଷ୍ଟି...

୧୮ରୁ ଶିମିଳିପାଳରେ ବାଘଗଣନା

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଆସନ୍ତା ୧୮ ତାରିଖରୁ ମହାବଳ ବାଘଗଣନା ଆରମ୍ଭ ହେବ। ଏହା ୭ଦିନ ଧରି ଚାଲିବ। ଏନେଇ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ...

ଚୋରା କାଠ ଚାଲାଣ, ପିକ୍‌ଅପ୍‌ ଜବତ

ମୋରଡ଼ା,୧୫ା୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ତଥା ବେତନଟୀ ରେଞ୍ଜର ବଡ଼ାମପୁର ଫରେଷ୍ଟ ଅଧୀନ ବଡ଼ାମପୁର – ଏକତାଳି ରାସ୍ତାରେ ଭୈରଙ୍ଗୀ ଗ୍ରାମ ନିକଟରୁ ଏକ କାଠଗଣ୍ଡି ଭର୍ତ୍ତି ପିକ୍‌ଅପ୍‌କୁ ଜବତ କରିଛି ବେତନଟୀ ବନବିଭାଗ। ଓଡି-୦୧- ଏକେ...

ଚୋରି କଲା ବେଳେ ଦେଖିଦେଲେ ଲୋକେ

ଠାକୁରମୁଣ୍ଡ, ୧୫।୧୦(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଜରକ ଗ୍ରାମରେ ଶନିବାର ରାତିରେ ଜଣେ ଚୋରକୁ ଲୋକେ ବାନ୍ଧି ଦେଇଛନ୍ତି। ଏକ ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି କରୁଥିବା ସମୟରେ ଜଣେ ଚୋରକୁ ଲୋକେ ଧରି ବିଦ୍ୟୁତ ଖୁଣ୍ଟରେ...

ଦେଶର ଶ୍ରେଷ୍ଠ ସ୍କୁଲ ତାଲିକାରେ ରାଣୀଭୋଳ ଓଏଭି

ବାରିପଦା,୧୫ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ସ୍କୁଲ ତାଲିକାରେ ମୟୂରଭଞ୍ଜ ଜିଲା ରାଣୀଭୋଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ୯ମ ସ୍ଥାନ ଅଧିକାର କରିଛି। ରାଜ୍ୟର ଏକମାତ୍ର ଓଏଭି ଗୁଣାତ୍ମକ ଶିକ୍ଷାଦାନ ଏବଂ ବିଦ୍ୟାଳୟସ୍ତରୀୟ ସହ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କ ଉତ୍ତମ ପ୍ରଦର୍ଶନକୁ...

ଖୋଲିଲା ଶିମିଳିପାଳ

ବାରିପଦା, ୧୫ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ଶନିବାରଠାରୁ ଖୋଲାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବାରିପଦାର ପିଠାବଟା ଓ ଯଶିପୁର କାଳିଆଣି ତନଖି ଫାଟକରେ ପର୍ଯ୍ୟଟକଙ୍କୁ ଆଦିବାସୀ ନୃତ୍ୟଗୀତରେ ସ୍ବାଗତ...

ମାନବାଧିକାର କମିଶନରେ ପହଞ୍ଚିଲା ମାମଲା

ଉଦଳା,୧୩ା୧୦(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଭାଲୁହୁରୁଡ଼ା ଗ୍ରାମରେ ଗେଣ୍ଡୁ ଚାରା ଚୋରି ପାଇଁ ଜଣେ ନାବାଳିକାଙ୍କୁ ସମ୍ପର୍କୀୟ ବଡ଼ ମା’ ହତ୍ୟା କରିବା ପରେ ରଶିରେ ବାନ୍ଧି ଝୁଲାଇଦେବା ଘଟଣା ମାନବାଧିକାର କମିଶନଙ୍କ ନିକଟରେ...

ଗଛରେ ବାନ୍ଧି ୨ ଯୁବକଙ୍କୁ ମାଡ଼

ମୋରଡ଼ା,୧୧।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଧଡ଼ାସାହି ପଞ୍ଚାୟତର ସାହାରଯୋଡ଼ି ଗାଁରେ ଛେଳି ଚୋରି ଅଭିଯୋଗରେ ୨ ଯୁବକଙ୍କୁ ଗ୍ରାମବାସୀ ଗଛରେ ବାନ୍ଧି ନିସ୍ତୁକ ମାଡ଼ମାରିବା ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ସେମାନଙ୍କୁ ଉଦ୍ଧାର କରି ଥାନାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri