ମୟୂରଭଞ୍ଜ

ପ୍ରକୃତି ସୁନ୍ଦରୀ ଶିମିଳିପାଳ

ସବୁଜ ସୁନ୍ଦର ବନାନୀରେ ଆଚ୍ଛାଦିତ ପ୍ରକୃତି ସୁନ୍ଦରୀ ଶିମିଳିପାଳ। ଏହା କେବଳ ନୈସର୍ଗିକ ସୌନ୍ଦର୍ଯ୍ୟର ଗନ୍ତାଘର ନୁହେଁ ବରଂ ଅସନ୍ତୁଳିତ ପରିବେଶକୁ ସନ୍ତୁଳିତ କରେ। ଆଦିବାସୀ ପରିବାରର ଜୀବନ କଳସକୁ ପୂର୍ଣ୍ଣକରେ। ପ୍ରକୃତିର ଅପରୂପ ଶୋଭାରାଜି ବହନ କରିଥିବା ପ୍ରକୃତିରାଣୀ...

ରେଳ ଧାରଣା ଉପରେ ପଡ଼ିଲା ବିଶାଳକାୟ ଗଛ, ଚାପି ହୋଇ ମହିଳା ଗୁରୁତର

ବାରିପଦା,୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବେତନଟୀ ରେଳ ଷ୍ଟେଶନରେ ଗୁରୁବାର ଏକ ବଡ଼ ବିପଦ ଟଳି ଯାଇଛି। ଟ୍ରେନ୍‌ଟି ଉକ୍ତ ଷ୍ଟେଶନ ଅତିକ୍ରମ କରିବାର ମାତ୍ର ୫ ମିନିଟ୍‌ ପରେ ରେଳ ଧାରଣା ଉପରେ ଏକ ବିଶାଳକାୟ ଶାଳଗଛ ପଡ଼ିଥିଲା। ସୂଚନାନୁଯାୟୀ,...

୩ ଶହୀଦଙ୍କ ଘରୁ ଗଲା ମାଟି

ରାଇରଙ୍ଗପୁର,୬।୯(ମନୋରଞ୍ଜନ ତିରିଆ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ‘ମେରି ମାଟି, ମେରା ଦେଶ’ କାର୍ଯ୍ୟକ୍ରମ ନିମନ୍ତେ ଶହୀଦ୍‌ ଯବାନଙ୍କ ଘରୁ ପବିତ୍ର ମାଟି ସଂଗ୍ରହ କରାଯାଇଛି। ଏହି ମାଟିକୁ ଏକାଠି କରି ଦିଲ୍ଲୀସ୍ଥିତ ‘ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ’ ନିକଟରେ...

ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପରଷିବେ ସୁବାସା, ରାଇମତୀ

ବାରିପଦା/କୁନ୍ଦୁରା ୬।୯, (ନୀଳାଦ୍ରି ବିହାରୀ ଦଣ୍ଡପାଟ/ ସନ୍ତୋଷ ପ୍ରହରାଜ): ନୂଆଦିଲ୍ଲୀ ଭାରତ ମଣ୍ଡପଠାରେ ଆସନ୍ତା ୯ ଏବଂ ୧୦ତାରିଖ ଦୁଇଦିନ ଧରି ଜି୨୦ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ପ୍ରମୁଖ ୨୦ଟି ଦେଶର ରାଷ୍ଟ୍ରମୁଖ୍ୟ ଏବଂ ପ୍ରତିନିଧି ଯୋଗଦେବାର...

ଅନାଲୋଚିତ ଅବସ୍ଥାରେ ସୁବର୍ଣ୍ଣମଞ୍ଜରୀ

ବାରିପଦା, ୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ୧୧୧୫ ଫୁଟର ଜଳପ୍ରପାତର ସନ୍ଧାନ ମିଳିଛି। ଏହା ଦୃଷ୍ଟି ଆଢୁଆଳରେ ରହିଯାଇଥିବା ବେଳେ ମୟୂରଭଞ୍ଜ ମିରର ସଙ୍ଗଠନର ସଦସ୍ୟମାନେ ଏହି ଜଳପ୍ରପାତକୁ ଠାବ କରି ଲୋକଲୋଚନକୁ ଆଣିପାରିଛନ୍ତି। ଶିମିଳିପାଳ...

ଝଲସୁଛି ୪ ପୋଖରୀ

ବାରିପଦା,୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ନୂଆ ରୂପରେ ଝଲସୁଛି ବାରିପଦା ସହରର ୪ ପୋଖରୀ। ବହୁ ପୁରାତନ ଚାପଲ ପୋଖରୀ, ବଡ଼ ପୋଖରୀ, ଜୁବୁଲୀ ପୋଖରୀ ଓ ହେମସାଗର ପୋଖରୀ ଗୁଡ଼ିକର ପୁନରୁଦ୍ଧାର ପାରିପାଶର୍‌ବିକ ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ...

ଈଶାଣପୁର ଗାଁକୁ ରାସ୍ତା ବନ୍ଦ

ବୈଶିଙ୍ଗା,୫ା୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଉପକଣ୍ଠ ଯୁଗପୁରା ରେଳ ଷ୍ଟେଶନଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଈଶାଣପୁର ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ରେଲଓ୍ବେ ପକ୍ଷରୁ ବନ୍ଦ କରି ଦିଆଯାଇଛି। ଫଳରେ ବିକଳ୍ପ ବ୍ୟବସ୍ଥା ନ ଥିବାରୁ...

ନାବାଳିକାଙ୍କୁ ବଳାତ୍କାର

ବାରିପଦା,୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଶାମାଖୁଣ୍ଟା ବ୍ଲକ୍‌ ଗୋବିନ୍ଦପୁର ଅଞ୍ଚଳର ବୁଧିରାମ ସିଂ(୨୭)। ଏ...

୫-ଟି ସଚିବଙ୍କୁ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ରାଇରଙ୍ଗପୁର,୩ା୯(ମନୋରଞ୍ଜନ ତିରିଆ): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ କୁଇଲିସୁତା ଗ୍ରାମର ମଙ୍ଗଲ ଆଲଡ଼ାଙ୍କ ବିଧବା ପତ୍ନୀ ସୀତା ଦେଇଙ୍କ ପେନ୍‌ସନ ପାସବୁକ୍‌ରୁ ଟଙ୍କା ହଡ଼ପ ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ବଡ଼ମଣଦା ଗ୍ରାମର ନରେଶଚନ୍ଦ୍ର...

୬ ଦିନ ପରେ ବି ମିଳୁନି ପୁଅର ପତ୍ତା: ଥାନାରେ ପହଞ୍ଚିଲେ ମା’

ରାଇରଙ୍ଗପୁର,୩।୯(ମନୋରଞ୍ଜନ ତିରିଆ): ରାଇରଙ୍ଗପୁର ପୌରପାଳିକା ଅଧୀନ କୁଚେଇବୁଢ଼ୀ ଗ୍ରାମର ପ୍ରଫୁଲ୍ଲ ବନଛରଙ୍କ ପୁଅ କ୍ରୁନ୍ଦନ ବନଛର(୨୫) ୬ ଦିନ ହେଲା ନିଖୋଜ ଅଛନ୍ତି। କ୍ରୁନ୍ଦନ ଅଗଷ୍ଟ ୨୮ରେ ଘରୁ ବାହାରି ଯାଇ ଆଉ ଫେରି ନାହାଁନ୍ତି। ପରିବାର ଲୋକେ ଖୋଜାଖୋଜି...

ବସ୍‌ଷ୍ଟାଣ୍ଡ ପାଇଁ ସ୍ଥାନ ନିରୂପଣ ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ରାଇରଙ୍ଗପୁର/ଯଶୀପୁର,୨ା୯(ମନୋରଞ୍ଜନ ତିରିଆ/ସରୋଜ କୁମାର ମହାନ୍ତ): ମୟୂରଭଞ୍ଜ ଜିଲା ଯଶୀପୁରର ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ବ୍ଲକ୍‌ କାର୍ଯ୍ୟାଳୟ ନିକଟରେ କରାଯିବା ପାଇଁ ସ୍ଥାନ ନିରୂପଣ ନିମନ୍ତେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ଯଶୀପୁର ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ତରଫରୁ ଯଶୀପୁର ତହସିଲଦାର କ୍ରେସେନ୍‌ସିଆ ତିର୍କୀଙ୍କୁ...

ସାଳନ୍ଦୀ ନଦୀରେ ନିଖୋଜ ଥିଲେ ମହିଳା: ମିଳିଲା ମୃତଦେହ

ଠାକୁରମୁଣ୍ଡା,୨।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା ଅନ୍ତର୍ଗତ ଡଙ୍ଗାଡ଼ିହା ଗ୍ରାମ ଦେଇ ଯାଇଥିବା ସାଳନ୍ଦୀ ନଦୀରେ ଶୁକ୍ରବାର ସନ୍ଧ୍ୟାରେ ଭାସିଯାଇ ଜଣେ ମହିଳା ନିଖୋଜ ହୋଇଥିଲେ। ଶନିବାର ସକାଳେ ଅଗ୍ନିଶମ ବିଭାଗ ମହିଳା ଜଣଙ୍କ ମୃତଦେହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri