ମୟୂରଭଞ୍ଜ

ପାଣିଟାଙ୍କିରୁ ବାହାରୁଛି ବାଲି

ବୈଶିଙ୍ଗା,୧୨ା୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଚାଞ୍ଝିପଦା ପଞ୍ଚାୟତର କୁରାଢ଼ିକ ଗ୍ରାମରେ ୨୦୧୯ରୁ ବସୁଧା ଯୋଜନା ମାଧ୍ୟମରେ ନର୍ମିତ ୧ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ପାଣି ଟାଙ୍କି ସହିତ ୨ଟି ବୋରିଂ ଖୋଳା ଯାଇଥିଲା। ହେଲେ ଦୀର୍ଘ...

ମୋରଡ଼ାରେ ହାତୀ ଉପଦ୍ରବ: ଭାଙ୍ଗିଲେ ଏକାଧିକ ଘର, ନଷ୍ଟକଲେ ଧାନଚାଉଳ

ମୋରଡ଼ା,୧୧ା୬(ଡି.ଏନ୍‌.ଏ.): ବର୍ଷ ତମାମ ହାତୀ ଉପଦ୍ରବ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ଲାଗି ରହିଥିବା ବେଳେ ଏହାକୁ ନେଇ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ହାତୀ ଆକ୍ରମଣରେ ଧନଜୀବନ ନଷ୍ଟ ଘଟଣା ମୋରଡ଼ା ବ୍ଲକରେ ଯେମିତି ଏକ ନିତିଦିନିଆ ଘଟଣା ପାଲଟିଛି।...

କରମଣ୍ଡଳ ଟ୍ରେନ ଦୁର୍ଘଟଣା: ଲୁହରେ ଭିଜୁଛି ପୁଟୁକିଶୋଳ ଗ୍ରାମ, ୪ଟି ପରିବାରରେ ଚାଲିଛି ଦଶାହ କ୍ରିୟା

ମୋରଡ଼ା,୧୧।୬(ଡି.ଏନ.ଏ): ଲୁହରେ ଭିଜୁଛି ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଗଡିଆ ପଞ୍ଚାୟତର ପୁଟୁକିଶୋଳ ଗ୍ରାମ । ସାରା ଗାଁରେ ଶୋକାକୁଳ ହୋଇଯାଇଛି। ବାଲେଶ୍ୱର ଜିଲା ବାହନଗା ଷ୍ଟେସନରୁ ମାତ୍ର ଅଳ୍ପ କିଛି ଦୂରରେ ଘଟିଥିବା କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୋଟ...

ନଦୀଘାଟରେ ବେଆଇନ ବାଲି ଚୋରା ଚାଲାଣକୁ ପ୍ରଶାସନ ପକ୍ଷରୁ ଚଢାଉ

ମୋରଡା,୯।୬(ଡି.ଏନ.ଏ): ବେଆଇନ ବାଲି ଚୋରା ଚାଲାଣକୁ ଚଢାଉ କରିଛି ମୋରଡା ପ୍ରଶାସନ। ସୂଚନାଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରୁ ଶୁକ୍ରବାର ସକାଳ ଯାଏଁ ଉକ୍ତ ନଦୀଘାଟରେ ୨ଟି ଟ୍ରାକ୍ଟରରେ ବାଲି ଲୋଡିଂ ହେଉଥିଲା। ତେବେ କୌଣସି ସୂତରୁ ଖବର ପାଇ ମୋରଡ଼ା...

ପାଣି ପାଇଁ ଡହଳବିକଳ: ଧାରଣାରେ ବସିଲେ ଗ୍ରାମବାସୀ

ମୋରଡ଼ା,୯ା୬(ଡି.ଏନ୍‌.ଏ.): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ତାତିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ଏପରିସ୍ଥଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ପାଣି ପାଇଁ ଡହଳବିକଳ ହେଉଛନ୍ତି ଅଞ୍ଚଳବାସୀ। ଏମିତି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲା ମୋରଡ଼ା...

ଭଣଜାଙ୍କୁ ଯୋଜନା ମୁତାବକ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମାମୁ

ଉଦଳା,୭ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଦେବକୁଣ୍ଡ ପର୍ଯ୍ୟଟନସ୍ଥଳୀ ଜଳପ୍ରପାତରେ ବୁଡ଼ି ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳର ଡାକ୍ତରୀ ଛାତ୍ର ଲିପେନ ସାହୁଙ୍କ ମୃତ୍ୟୁ ଘଟଣା ବୁଧବାର ଭିନ୍ନ ମୋଡ଼ ନେଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର...

ବଡ଼ସାହିରେ ମୋରମ ଚାଲାଣ

ବାରିପଦା ଅଫିସ/ବଡ଼ସାହି, ୭।୬(ଡି.ଏନ.ଏ.):  ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ଅଧୀନ ଦେଉଳିଆ ଗ୍ରାମ ଶ୍ମଶାନରୁ ବେଆଇନ ମୋରମ ଉତ୍ତୋଳନ ପରେ ଚୋରାଚାଲାଣ ଚାଲିଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଚଞ୍ଚକତା ପୂର୍ବକ ଜଙ୍ଗଲ କିସମର ଜମିକୁ କାମ ବାହାନାରେ...

ହାତୀ ଆକ୍ରମଣରେ ମହିଳା ମୃତ

ବାରିପଦା ଅଫିସ,୬।୬: ପୁଣି ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲାର ବଡସାହି ଥାନା ଅଧୀନ ଗଜଡିହିରେ। ମଙ୍ଗଳବାର ସକାଳେ ଗଜଡିହି ସଂରକ୍ଷିତ ଜଙ୍ଗଲରେ ମହିଳା ଜଣକ ମହୁଲ ଫୁଲ ସଂଗ୍ରହ ପାଇଁ...

ଆରଡିସିଙ୍କ ନିର୍ଦ୍ଦେଶ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ବାରିପଦା ଅଫିସ,୬ା୬: ମୟୂରଭଞ୍ଜ ଜିଲା ବେତନଟୀ ତହସିଲରେ ସିଲିଂ ଉଦବୃତ୍ତ ଜମିର ବ୍ୟାପକ ଦୁର୍ନୀତି ଘଟଣାରେ ୮ ମାସ ହେଲା ତଦନ୍ତ ସରୁନାହିଁ। ଆରଡିସିଙ୍କ ତଦନ୍ତ ନିର୍ଦ୍ଦେଶ ପରେ ବି ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ। ଏ...

ହାତୀ କ୍ଷତିଗ୍ରସ୍ତ ପରିବାରକୁ ମିଳୁନି ସରକାରୀ ସହାୟତା

ମୋରଡ଼ା,୪ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ରାସଗୋବିନ୍ଦପୁର ଏବଂ ବେତନଟୀ ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ବହୁ ଧନଜୀବନ ନଷ୍ଟ ହେଉଛି। କିନ୍ତୁ ହାତୀ ଆକ୍ରମଣରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ମିଳୁନାହିଁ, ଯାହା...

ଟ୍ରେନ୍‌ ଦୁର୍ଘଟଣା: ନିଜ ଲୋକଙ୍କୁ ଝୁରୁଛନ୍ତି ପରିବାର ଲୋକେ

ମୋରଡ଼ା,୩ା୬(ଡି.ଏନ୍‌.ଏ.): ଆଖିରୁ ଲୁହ ଶୁଖୁନି। ମା’, ବାପା, ସ୍ତ୍ରୀ ଓ ପରିବାର ଲୋକେ ନିଜ ଲୋକଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ପରିବାର ପୋଷଣ ପାଇଁ କାମ କରିବାକୁ ଚେନ୍ନାଇ ଯାଉଥିଲେ। କିନ୍ତୁ ସବୁ ଅଟକି ଯାଇଥିଲା ଶୁକ୍ରବାର ସନ୍ଧ୍ୟାରେ।...

ଚାକିରି ଆଶାରେ ଯାଇଥିଲେ, ଶବ ହୋଇ ଫେରିଲେ

ମୋରଡ଼ା,୩ା୬(ଡି.ଏନ୍‌.ଏ.): ଇଣ୍ଟରଭ୍ୟୁ ପାଇଁ ଯାଇଥିଲେ ଦୁଇ ଭାଇ। ଆଶା ଥିଲା ଚାକିରି କରି ଭଲରେ ଭଲରେ ପରିବାର ପୋଷଣ କରି ମା-ବାପାଙ୍କ ନାଁ ରଖିବେ। କିନ୍ତୁ ଆଶା ଆଶାରେ ରହିଗଲା। ଦୁଇ ଭାଇଙ୍କ ମଧ୍ୟରୁ ଚାଲିଗଲା ଜଣେ ଭାଇଙ୍କ ଜୀବନ।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri