ମୟୂରଭଞ୍ଜ

ମୟୂରଭଞ୍ଜର ଯକ୍ଷ୍ମା ଚାମ୍ପିୟନ ବିନୟ

ଦିନେ ସେ ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ, ଏବେ ଯକ୍ଷ୍ମା ରୋଗୀଙ୍କ ପାଇଁ ପାଲଟିଯାଇଛନ୍ତି ଦେବଦୂତ। ଚିତ୍ର ମାଧ୍ୟମରେ ସେ ସଚେତନତାର ବାର୍ତ୍ତା ଦେବା ସହ ରୋଗୀ ସେବାରେ ନିଜକୁ ସମର୍ପଣ କରିଛନ୍ତି। ଯକ୍ଷ୍ମାକୁ ଜିଣିପାରିଥିବାରୁ ଲୋକେ ତାଙ୍କୁ ଯକ୍ଷ୍ମା...

ସଙ୍ଗୀତଜ୍ଞ ମିହିର ଦାସଙ୍କ ପରଲୋକ

ବାରିପଦା ଅଫିସ,୨୪ା୩: ବିଶିଷ୍ଟ ସଂଗୀତଜ୍ଞ ମିହିର ଦାସ(୭୦)ଙ୍କର ଗୁରୁବାର ମୟୂରଭଞ୍ଜ ଜିଲା ବାରିପଦାର ପୁରୁଣା ହାଟସାହିସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ଏକଧାରାରେ ସୁନାମଧନ୍ୟ ସଂଗୀତଜ୍ଞ, ସଂଯୋଜକ ଭାବେ ପରିଚିତ ଥିଲେ। ଆକାଶବାଣୀ ସହିତ ମଧ୍ୟ ଜଡିତ ଥିଲେ। ପ୍ରାୟ...

ଭଉଣୀଙ୍କୁ ପିଟିପିଟି ମାରିଦେଲେ ଭାଇ-ଭାଉଜ

ବାରିପଦା ଅଫିସ,୨୨।୩: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ପଞ୍ଚାୟତ ବେଗୁନିଆବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ଭଉଣୀଙ୍କୁ ପିଟିପିଟି ମାରି ଦେଇଛନ୍ତି ଭାଇ ଓ ଭାଉଜ । ଖବରପାଇ...

୩ ଶିକ୍ଷକ ନିଲମ୍ବିତ

ବାରିପଦା ଅଫିସ,୨୨।୩: ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ ତ୍ରୁଟି କାରଣରୁ ମୟୂରଭଞ୍ଜ ଜିଲାର ୩ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ପରୀକ୍ଷା ଚାଲୁଥିବା ସମୟରେ ଜିଲା ସହକାରୀ ଶିକ୍ଷା ଅଧିକାରୀ ଅଚାନକ ବାରମାଇଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ସମୟରେ...

ଗର୍ଭବତୀ ସ୍ତ୍ରୀଙ୍କୁ ଗୋଇଠା ମାରି ହତ୍ୟା

ଉଦଳା,୨୨।୩ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଖଣ୍ଡାଚିରା ଗ୍ରାମରେ ପାରିବାରିକ କଳହରୁ ଗର୍ଭବତୀ ସ୍ତ୍ରୀଙ୍କ ପେଟକୁ ଗୋଇଠା ମାରି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ଗୋଲାପୀ ମୁର୍ମୁ। ପୋଲିସ ଅଭିଯୁକ୍ତ ସ୍ବାମୀ...

ଜିଲାବ୍ୟାପୀ ହରତାଳ ଆଜି

ବାରିପଦା ଅଫିସ, ୨୦।୩: କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ କୁଡୁମୀ ସେନା ପକ୍ଷରୁ ମଙ୍ଗଳବାର ମୟୂରଭଞ୍ଜ ଜିଲାରେ ୬ଘଣ୍ଟିଆ ହରତାଳ ଓ ବନ୍ଦ ଡାକରା ଦିଆଯାଇଛି। ଏନେଇ କୁଡୁମୀ ସେନାର ରାଜ୍ୟ ସଭାପତି ଜୟୀମୁନି ମହାନ୍ତଙ୍କ ନେତୃତ୍ୱରେ...

ପ୍ରଶ୍ନପତ୍ର ତ୍ରୁଟିକୁ ନେଇ ଭାଜପାର ବିକ୍ଷୋଭ

ବାରିପଦା ଅଫିସ,୨୦ା୩: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ପ୍ରତିବାଦରେ ବାରିପଦା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାଜପା ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଓଡ଼ିଶା...

‘ଏବେ ଛୁଟି ମିଳିବ, ଧନ୍ୟବାଦ ଭଗବାନ’

ବାରିପଦା ଅଫିସ,୨୦।୩:ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଜଳୁଥିଲା। ନିଅଁାରେ ଜୀବଜନ୍ତୁ ଅତିଷ୍ଠ ହୋଇପଡ଼ିଥିବା ବେଳେ ଲିଭେଇବାକୁ ବନ ବିଭାଗ ନାକେଦମ୍‌ ହୋଇଥିଲା। ପଶ୍ଚିମା ଝଡ଼ ପ୍ରଭାବରେ ଗତ ଦୁଇଦିନ ଧରି ବର୍ଷା ଫଳରେ ଏହି ଅଭୟାରଣ୍ୟ ନିଅଁାରୁ ମୁକ୍ତି ପାଇଛି।...

୩ ପର୍ଯ୍ୟଟନସ୍ଥଳୀର ହେବ ବିକାଶ

ବାରିପଦା ଅଫିସ,୧୮ା୩: ରାଜ୍ୟ ପର୍ଯ୍ୟଟନ ବିଭାଗର ଏକ ଅନୁଧ୍ୟାନକାରୀ ଦଳ ୩ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି। ଜିଲାର ତିନୋଟି ପର୍ଯ୍ୟଟନସ୍ଥଳୀକୁ ଯାଇ ଏହାର ସ୍ଥିତାବସ୍ଥା ପରଖିବା ସହିତ ପୁନରୁଦ୍ଧାର ଓ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ତଥ୍ୟ...

ଛାତ୍ରୀଙ୍କୁ ଗର୍ଭବତୀ କରି ଗିରଫ ହେଲେ ଶିକ୍ଷକ

ଠାକୁରମୁଣ୍ଡା,୧୭ା୩(ଡି.ଏନ.ଏ.): ଜଣେ ନାବାଳିକା ଛାତ୍ରୀଙ୍କୁ ଗର୍ଭବତୀ କରି ଫେରାର ହୋଇଯାଇଥିବା ଶିକ୍ଷକଙ୍କୁ ପୋଲିସ ଗିରଫ ପରେ ଶୁକ୍ରବାର କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ପୁରୁଣାପାଣି ଅଞ୍ଚଳର ରବୀନ୍ଦ୍ର ମହାନ୍ତ ନିକଟସ୍ଥ ଏକ ହାଇସ୍କୁଲରେ ଶିକ୍ଷକତା କରନ୍ତି । ଅବସର...

ଅନାଥ ବାଳିକାଙ୍କୁ ବୁଲେଇବାକୁ ନେଇ ବଳାତ୍କାର ମାମଲା: ଦୋଷୀଙ୍କୁ ୧୨ବର୍ଷ ଜେଲ

ବାରିପଦା ଅଫିସ,୧୭ା୩: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ ତଥା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ଶୁକ୍ରବାର ଏକ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ଜଜ ଦୁର୍ଗା ଚରଣ ମିଶ୍ର ଏହାର ବିଚାର କରି ଦୋଷୀଙ୍କୁ ୧୨ବର୍ଷ ସଶ୍ରମ...

୪ ଆନ୍ତଃଜିଲା ଲୁଟେରା ଗିରଫ

ଉଦଳା,୧୭ା୩(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ପୋଲିସ ୪ ଆନ୍ତଃଜିଲା ଲୁଟେରାଙ୍କୁ ଗିରଫ କରିଛି। ସ୍ଥାନୀୟ ବରବାଡ଼ି କେନାଲ ନିକଟରେ ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ପ୍ରସ୍ତୁତି ଚଳାଇଥିବା ସମୟରେ ପୋଲିସ୍‌ ଚଢ଼ାଉ କରି ସେମାନଙ୍କୁ ଧରିଥିଲା। ଚଢାଉ ସମୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri