ମୟୂରଭଞ୍ଜ

ବାରିପଦା ବଡ଼ ମେଡିକାଲରୁ ଚୋରି ଶିଶୁ ବୈଶିଙ୍ଗାରୁ ଉଦ୍ଧାର: ମହିଳା ଆଉ ସ୍ବାମୀଙ୍କୁ ବାନ୍ଧିଲା…

ବୈଶିଙ୍ଗା,୧୧।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବାରିପଦା ବଡ଼ ମେଡ଼ିକାଲରୁ ଚୋରି ହୋଇଥିବା ଶିଶୁକୁ ଶନିବାର ଅପରାହ୍ନରେ ବୈଶିଙ୍ଗା ବଜାର ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଏଥିସହ ଶିଶୁ ଚୋରି କରିଥିବା ମହିଳାଙ୍କୁ ମଧ୍ୟ ଗିରଫ କରିଛି ବାରିପଦା ପୋଲିସ। ପ୍ରାପ୍ତ ସୂଚନା...

ମେଡିକାଲରୁ ପିଲା ଚୋରି, ବାପାଙ୍କୁ ଫଟୋ ଆଣିବାକୁ ପଠାଇ ନବଜାତକକୁ ନେଇ ମହିଳା ଚମ୍ପଟ

ବାରିପଦା,୧୧ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ୭ମହଲା କୋଠାର ମହିଳା ଏବଂ ଶିଶୁ ବିଭାଗ ଓ୍ବାର୍ଡରୁ ନବଜାତ ଶିଶୁ ଚୋରି ନେଇ ଅଭିଯୋଗ ହୋଇଛି। ଶନିବାର ସକାଳୁ ଶିଶୁଟି ଚୋରି ହୋଇଥିବା ନେଇ ନବଜାତକର...

ଭାଜପା ନେତାଙ୍କ ପରଲୋକ

ବେତନଟୀ,୧୦।୧୦(ଧରଣୀଧର ମହାନ୍ତି) : ବେତନଟୀ ଅଞ୍ଚଳର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ବାଲେଶ୍ୱର ଏମ୍‌ପି ଖାରବେଳ ସ୍ବାଇଁ ଓ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଗୋଲକ ବିହାରୀ ନାଏକଙ୍କ ପ୍ରତିନିଧି ବିମଳ କୁମାର ଲେଙ୍କା(୫୫)ଙ୍କ ବୁଧବାର ସକାଳେ ବେତନଟୀସ୍ଥିତ ବାସଭବନରେ...

ମୋରଡ଼ା ଅବକାରୀ ବିଭାଗର ତତ୍ପରତା: ଜଣଙ୍କ ପରେ ଜଣଙ୍କୁ ….

ମୋରଡ଼ା,୧୦। ୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଅବକାରୀ ବିଭାଗ ଗୁରୁବାର ପୂର୍ବାହ୍ନ ୧୦ଟାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ମୋରଡା ଅବକାରୀ ଅଧିକାରୀ ଦୀପକ ରାଉତଙ୍କ ସୂଚନା ମୁତାବକ, ଡାକୋଇ ଗ୍ରାମରେ ଚଢ଼ାଉ କରି...

ବାଣ ଭିଡ଼ୁଭିଡୁ ବିସ୍ଫୋରଣ: ଉଡିଲା ଆଜବେଷ୍ଟ ଜଣେ ଗୁରୁତର

ବୈଶିଙ୍ଗା,୫।୧୦(ରତନ ଦାଶ) ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ବାଛୁରୀପଡା ଗ୍ରାମରେ ରବିବାର ସକାଳେ ଭୟଙ୍କର ବାଣ ବିସ୍ଫୋରଣରେ ସନ୍ତୋଷ ଦାସଙ୍କ ୩୦ ବର୍ଷିୟ ପୁଅ ସୁନିଲ ଗୁରତର ହୋଇଛନ୍ତି। ସେ ବାଣ ଭିଡୁଥିବା ବେଳେ ଗୁରୁତର ହେବା ସହିତ...

ଅଙ୍ଗନୱାଡି କେନ୍ଦ୍ରରେ ହାତୀପଲଙ୍କ ଉପଦ୍ରବ 

ମୋରଡ଼ା,୫।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ୍‌ ଅଧୀନ ଭଦୁଆଶୋଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଅଙ୍ଗନୱାଡି କେନ୍ଦ୍ରରେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀପଲଙ୍କ ଉପଦ୍ରବ। ହାତୀପଲ ଅଙ୍ଗନଓ୍ବାଡି କେନ୍ଦ୍ରରେ ପଶି ସାମଗ୍ରୀ ସବୁ ଭାଙ୍ଗି ନଷ୍ଟ କରିଦେଇଛନ୍ତି। ୨୦ ଟିକିଆ ଶିମିଳିପାଳ...

ଦୀପାବଳି ପୂର୍ବରୁ ୫୪ ବସ୍ତା ବିସ୍ଫୋରକ ଜବତ

ବୈଶିଙ୍ଗା,୧।୧୦(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ପୋଲିସକୁ ବୁଧବାର ଏକ ବଡ଼ ସଫଳତା ମିଳିଛି । ମେରଦା ପଞ୍ଚାୟତର ବର୍ତ୍ତନା ଗ୍ରାମରେ ବେଆଇନ ବାଣ ଏବଂ ଆତସବାଜି ପ୍ରସ୍ତୁତ କରାଯାଉଥିବା ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏନେଇ ଥାନା ଅଧିକାରୀ...

ମୋରଡ଼ା ଚଳ ଚଞ୍ଚଳ

ମୋରଡ଼ା,୧।୧୦(ସ୍ମାରକ ମାଜୀ):  ଦୁର୍ଗାପୂଜାକୁ ନେଇ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ବେଶ ଚଳଚଞ୍ଚଳ ହୋଇ ପଡ଼ିଛି। ମା’ ଦୁର୍ଗାଙ୍କ ଆଗମନରେ ବ୍ଲକର ସମସ୍ତ ପୂଜା ମଣ୍ଡପ ଉତ୍ସବ ମୁଖର ହୋଇପଡ଼ିଛି। ବ୍ଲକର ଚିତ୍ରଡା ବସଷ୍ଟାଣ୍ଡରେ ହୋଇଥିବା ଦୁର୍ଗାପୂଜା ତୋରଣ ବେଶ...

କୂଳ ଲଂଘିଲା ଗଙ୍ଗାହାର: ପଞ୍ଚମ ଥର ପାଇଁ ଆସିଲା ବନ୍ୟା

ଗୋପବନ୍ଧୁ ନଗର, ୨୮ା୯(ଶାନ୍ତନୁ କୁମାର ମଢୁଆଳ)- ଲଘୁଚାପ ପ୍ରଭାବରେ ୫ ଦିନ ଧରି ଲଗାଣ ବର୍ଷା ଯୋଗୁ ମୟୂରଭଞ୍ଜ ଜଲା ଗୋପବନ୍ଧୁ ନଗର ବ୍ଲକ ଦେଇ ପ୍ରବାହିତ ଗଙ୍ଗାହାର ନଦୀରେ ଚଳିତ ବର୍ଷ ପଞ୍ଚମ ଥର ପାଇଁ ବନ୍ୟା ଆସିଛି।...

ସ୍ତ୍ରୀ ପିଇଦେଲେ ହାଣ୍ଡିଆ, ସ୍ବାମୀ ନପାଇ କଲେ ଏମିତି କାଣ୍ଡ , ଏକା ବେଳକେ ମାମଲା…

ଉଦଳା, ୨୮।୯(ସନ୍ତୋଷ କୁମାର ବାଚ୍ଛିନୀ): ଘରେ ଥିବା ହାଣ୍ଡିଆ ପିଇଦେବାରୁ ସ୍ବାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀଙ୍କୁ କାଠଫାଳିଆ ପିଟି ହତ୍ୟା କରିବା ଘଟଣା ମୟୂରଭଞ୍ଜ ଜିଲା ଉଦଳା ଥାନା ଉପର ତାଳଡିହା ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ ଏକ ମାମଲା(ନଂ....

ଭାଉଜଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଦିଅର ଗିରଫ

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଅଁଳା ଗ୍ରାମର ଜଣେ ଯୁବକ ତାଙ୍କ ଭାଉଜଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଗିରଫ ହୋଇଛନ୍ତି। ଅଭିଯୁକ୍ତ ହେଲେ ଗ୍ରାମର ଅଜୟ ପ୍ରଧାନ(୪୦)। ପୋଲିସ ତାଙ୍କୁ ଶନିବାର ଅପରାହ୍ନରେ କୋର୍ଟଚାଲାଣ...

ଜୋର ଧରିଲା ଆଦିବାସୀ ମାନ୍ୟତା ଦାବି: ଦେଢ଼ଘଣ୍ଟା ଅଟକିଲା ଟ୍ରେନ୍‌ 

ବାରିପଦା,୨୦।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଆଦିବାସୀ କୁଡୁମୀ ସମାଜ ଓ କୁଡୁମୀ ଏକତା ମଞ୍ଚ ପକ୍ଷରୁ ଶନିବାର ମୟୂରଭଞ୍ଜ ଜିଲା ବାରିପଦା ଭଞ୍ଜପୁର ରେଳ ଷ୍ଟେଶନରେ ରେଳରୋକୋ ଆନ୍ଦୋଳନ କରାଯାଇଛି। ଦୀର୍ଘବର୍ଷ ଧରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri