ମୟୂରଭଞ୍ଜ

ଦ୍ରୌପଦୀଙ୍କ ପାଇଁ ଚଳଚଞ୍ଚଳ ମୟୂରଭଞ୍ଜ: ବଣ୍ଟା ହେବ ୫ କୁଇଣ୍ଟାଲ ଲଡ଼ୁ

ବାରିପଦା ଅଫିସ,୨୧ା୭: ଦେଶର ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ସମ୍ଭାବନା ଥିବାରୁ ବିଜୟ ଉତ୍ସବ ମନାଇବାକୁ ମୟୂରଭଞ୍ଜ ଜିଲାବାସୀ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଗୁରୁବାର ଫଳାଫଳ ଘୋଷଣାକୁ ଅପେକ୍ଷା କରି...

୩ ସାଇବର ଠକ ଗିରଫ

ବାରିପଦା ଅଫିସ,୨୦।୭ – ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଞ୍ଚଳରେ ବିଭିନ୍ନ ସାଇବର ଠକେଇରେ ଜଡ଼ିତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ୧ଲକ୍ଷ ୩୫ହଜାର ଟଙ୍କା, ୭ଟି ମୋବାଇଲ, ୧୧ଟି ସିମ କାର୍ଡ,...

ଭାରସାମ୍ୟ ହରାଇ ବୋଲେରୋ ଉପରେ ଓଲଟିଲା ଟ୍ରକ୍‌

ବାରିପଦା ଅଫିସ,୨୦।୭: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବଡ଼ଗାଁ ଅଞ୍ଚଳରେ ବୁଧବାର ଏକ ପିଆଜ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ବୋଲେରୋ ଉପରେ ଓଲଟି ପଡ଼ିଛି। ଫଳରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବୋଲେରୋରେ ଥିବା ୨ ଜଣ...

ତାଳିପକାରେ ଚାଲିଛି ୩ କୋଟିର ପ୍ରକଳ୍ପ

ବାରିପଦା ଅଫିସ,୨୦।୭ – ମୟୂରଭଞ୍ଜ ଜିଲା ବେତନଟୀ-ବଡ଼ସାହି ପୂର୍ତ୍ତ ବିଭାଗ ରାସ୍ତାର ମହିୁଲିଆ ନାଳରେ ନିର୍ମିତ ଶଗଡ଼ଭଙ୍ଗା ପୋଲର ଉଭୟ ପାର୍ଶ୍ୱ ରାସ୍ତା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ବାରମ୍ବାର ଦବିବାରେ ଲାଗିଛି। ନିର୍ମାଣର ୨ମାସ ମଧ୍ୟରେ ଏହି ରାସ୍ତା...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବଡ଼ସାହି,୧୮ା୭- ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଚକମାଧପୁର ଗ୍ରାମର ଦାସ ମୁର୍ମୁଙ୍କ ପୁଅ ରଣଜିତ (୩୬)ଙ୍କର ସନ୍ଦହହଜନକ ମୃତ୍ୟୁ ହୋଇଛି। ସୋମବାର ସକାଳେ ବିଛଣାରୁ ଉଠିବା ପରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ବାରିପଦା...

ଷ୍ଟାଫ୍‌ ନର୍ସଙ୍କ ଭରସାରେ ସ୍ବାସ୍ଥ୍ୟ ଉପକେନ୍ଦ୍ର

ମୋରଡ଼ା,୧୫।୭(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଉପାନ୍ତ ଅଞ୍ଚଳ ଜୁଆଳିଭଙ୍ଗା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଡାକ୍ତର ଓ ଫାର୍ମାସିଷ୍ଟ ନ ଥିବା ଯୋଗୁ ଷ୍ଟାଫନର୍ସଙ୍କ ଭରସାରେ ଚାଲିଛି ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ର। ମୁଖ୍ୟାଳୟ...

ଦାଦନ ଖଟୁଛନ୍ତି ବାଉଁଶ କାରିଗର

ସ୍ମାରକ ମାଜୀ ମୋରଡ଼ା,୧୩।୭ – ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ବିଭିନ୍ନ ଗାଁରେ ବସବାସ କରୁଥିବା ବାଉଁଶ କାରିଗର ଏବେ ସଙ୍କଟ ମଧ୍ୟରେ କାଳାତିପାତ କରୁଛନ୍ତି। ସରକାରୀ ପ୍ରୋତ୍ସାହନ ଓ କଞ୍ଚାମାଲ ଅଭାବରୁ ପୂର୍ବଭଳି ଆଉ ବିକ୍ରିବଟା ହେଉନାହିଁ। ବାଉଁଶରେ...

ବାଲିଯୋଡ଼ା ସ୍ବାସ୍ଥ୍ୟ ଉପକେନ୍ଦ୍ର ପାଲଟିଛି ଭୂତକୋଠି

କୁଆମରା,୧୨।୭(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ଶିଳଘାଟୀ ପଞ୍ଚାୟତରେ ସ୍ଥାପିତ ବାଲିଯୋଡ଼ା ସ୍ବାସ୍ଥ୍ୟଉପକେନ୍ଦ୍ର ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଛି। ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଏହି ଉପକେନ୍ଦ୍ର କାର୍ଯ୍ୟ କରୁଛି। ବାଲିଯୋଡ଼ା, ଗୁରଡିହା, ଅତାନଟୀ, ଖଡିଆବସା, କେନ୍ଦୁଆମୁଣ୍ଡି,...

ଶୋଇଥିବା ବେଳେ ହାତୀ ଭାଙ୍ଗିଲା ଘର

ମୋରଡ଼ା,୧୧ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ହାତୀ ଆତଙ୍କ ଥମିବାର ନଁା ଧରୁନି। ଏହି ବ୍ଲକ ତଥା ବେତନଟୀ ରେଞ୍ଜ ଅଧୀନ ଦୁର୍ଗାପୁରରେ ରବିବାର ବିଳମ୍ବିତ ରାତିରେ ଏକ ଦନ୍ତା ପଶି ଗୁଙ୍ଗୁ ସିଂଙ୍କ ଘର ଭାଙ୍ଗି ଦେଇଛି। ହାତୀ...

ଗିରଫ ହେଲେଣି ୩ ଓଏଏସ୍‌ ଅଧିକାରୀ

ବାରିପଦା ଅଫିସ,୯।୭ ଦୁର୍ନୀତି ହେଉ ଅଥବା ଲାଞ୍ଚ ମାମଲା। ଗତ କିଛି ବର୍ଷ ମଧ୍ୟରେ ମୟୂରଭଞ୍ଜ ଜିଲାର ୩ ଓଏଏସ୍‌(ଓଡ଼ିଶା ପ୍ରଶାସନିକ ସେବା) ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେଣି। ବାରମ୍ବାର ଏଭଳି ଘଟଣା ଘଟୁଥବା ବେଳେ ଦୁର୍ନୀତିଖୋର ଅଧିକାରୀମାନେ...

ଲାଞ୍ଚ ନେଇ ଧରାପଡ଼ିଲେ ତହସିଲଦାର

ବାରିପଦା ଅଫିସ,୮ା୭: ମୟୂରଭଞ୍ଜ ଜିଲା ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏକ ଘରବାଡ଼ି ପଟ୍ଟା କରାଇ ଦେବା ବାବଦରେ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।...

୪୫ହଜାର ପିଲା କାହିଁକି ଅନୁପସ୍ଥିତ ରହିଲେ ତାହା ସେମାନେ ହିଁ କହିବେ : ମନ୍ତ୍ରୀ

କଟକ ଅଫିସ,୭ା୭: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୪୫,୦୯୧ ଛାତ୍ରୀଛାତ୍ର ଅନୁପସ୍ଥିତ ରହିଥିଲେ। ତେବେ କାହିଁକି ଅନୁପସ୍ଥିତ ରହିଲେ, ତାହା କେବଳ ସେମାନେ ହିଁ କହିପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ା ବୁଧବାର ୨୦୨୧-୨୨ ଶିକ୍ଷାବର୍ଷର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri