ମୟୂରଭଞ୍ଜ

ରଥ ପାଇଁ କାଠ ନାହିଁ

ବାରିପଦା ଅଫିସ,୧୬।୪ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ମିଳୁନି। ଏନେଇ ରଥ ମହାପାତ୍ରଙ୍କ ସମେତ ନିୟୋଜିତ ଥିବା କାରିଗରମାନେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଚଳିତ...

ଆଜବେଷ୍ଟସ୍‌ କିଣିବାକୁ ଯାଇଥିଲେ, ମିଳିଲା ମୃତଦେହ

ବାରିପଦା ଅଫିସ,୧୫ା୪: ମୟୂରଭଞ୍ଜ ଜିଲା ଯଶୀପୁର ଥାନା ଝାଡ଼ବେଡ଼ା ଘାଗରାନାଳ ବନ୍ଧରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ ଗେନ୍ତେଇସାହିର ଧନେଶ୍ୱର ଗୁୟିଆ। ଏହି ସଂକ୍ରାନ୍ତରେ ମୃତକଙ୍କ ସ୍ତ୍ରୀ ସୁବୁନୀ ଗୁୟିଆ ସ୍ବାମୀଙ୍କୁ ହତ୍ୟା...

ତାଲିମ ନେଲେ ୧୦୦ ଚାଷୀ

ବାରିପଦା ଅଫିସ,୧୫।୪ ମୟୂରଭଞ୍ଜ ଜିଲା ପଲ୍ଲୀଶ୍ରୀ ମେଳା ଆନୁକୂଲ୍ୟରେ ଜିଲା କୃଷି ଓ ଆନୁସଙ୍ଗିକ ବିଭାଗ ପକ୍ଷରୁ କୃଷି ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲାର ୨୬ଟି ବ୍ଲକର ଚାଷୀଙ୍କୁ ଆତ୍ମା ଆନୁକୂଲ୍ୟରେ ତାଲିମ ଦିଆଯାଇଛି। ୧୦୦ ଚାଷୀ,...

ମହୁଲଫୁଲ ସଂଗ୍ରହ କରୁଥିବା ବେଳେ ପିଟିଲା ବାଇକ୍‌, ଚାଲିଗଲା ୨ ଜୀବନ

ଠାକୁରମୁଣ୍ଡା,୧୫ା୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ରାଇପଦା ଗ୍ରାମ ନିକଟରେ ଶୁକ୍ରବାର ସକାଳେ ରାସ୍ତା ପାର୍ଶ୍ୱରେ ଜଣେ ବୃଦ୍ଧଙ୍କୁ ଏକ ବାଇକ୍‌ ଧକ୍କା ଦେବାରୁ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍‌ ଚାଳକଙ୍କ ମଧ୍ୟ ମୃତ୍ୟୁ ଘଟିଛି।...

ଓଲଟିଲା ଡିଜେ ଗାଡ଼ି, ଚାପି ହୋଇଗଲେ ୧୦ ଜଣ

ବାରିପଦା ଅଫିସ,୧୫ା୪: ମୟୂରଭଞ୍ଜ ଜିଲା ମୋରଡ଼ା ବଜାରରେ ଏକ ଅଭାବନୀୟ ଘଟଣା ଘଟିଛି। ଡିଜେ ପ୍ରତିଯୋଗିତା ବେଳେ ଡିଜେ ଗାଡ଼ି ଓଲଟି ପଡ଼ିଛି। ଫଳର ଏହା ତଳେ ଚାପି ହୋଇ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ୩ ଜଣ...

‘ମୟୂରଭଞ୍ଜକୁ ପରିଚୟ ଦେଇଛନ୍ତି ଛଉ କଳାକାର’

ବାରିପଦା ଅଫିସ,୧୨ା୪ ମୟୂରଭଞ୍ଜ ଜିଲା ପ୍ରଶାସନ ଓ ଛଉ ନୃତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ଚୈତ୍ର ପର୍ବ ଓ ପଲ୍ଲିଶ୍ରୀ ମେଳା ସୋମବାରଠାରୁ ଆରମ୍ଭ ହୋଇଛି। ବିଶ୍ୱ ପ୍ରସିଦ୍ଧ ଛଉ ନୃତ୍ୟର ପ୍ରଚାର ପ୍ରସାର ଦିଗରେ ପ୍ରଶାସନ ପକ୍ଷରୁ ‘ମୟୂରଭଞ୍ଜ ଚୈତ୍ରପର୍ବ-୨୨’...

ଶିମିଳିପାଳରେ ଫ୍ଲାଗ୍‌ମାର୍ଚ୍ଚ

ବାରିପଦା ଅଫିସ,୧୨।୩ ଶିମିଳିପାଳ ଅଭୟାରଣ୍ୟରେ ଶିକାର ରୋକିବା ଓ ବନାଗ୍ନିରୁ ସୁରକ୍ଷା ଯୋଗାଇବା ପାଇଁ ବନ ବିଭାଗ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ ଏବଂ କମ୍ବିଂ ଅପରେଶନ ଆରମ୍ଭ ହୋଇଛି। ଶିକାର ଉଦ୍ଦେଶ୍ୟରେ ଶିକାରୀମାନେ ଅଭୟାରଣ୍ୟରେ ନିଅଁା ଲଗାଉଥିବା ବେଳେ ବନ୍ୟଜନ୍ତୁ ବିପଥଗାମୀ...

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୧।୪(ଡି.ଏନ.ଏ.): ମୟୁରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ମୋରଡା ବିଟ ଅଞ୍ଚଳର ବାଘାଝରଣ ଜଙ୍ଗଲରୁ ଏକ ହାତୀ ଛୁଆର ମୃତଦେହ ବନବିଭାଗ ଜବତ କରିଛି। ତେବେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଗତ ରବିବାର ରାତିରୁ ଉକ୍ତ ଜଙ୍ଗଲରେ ତିନି...

ଜଙ୍ଗଲରେ ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ବାରିପଦା ଅଫିସ,୧୧ା୪: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ମୋରଡ଼ା ସେକ୍ସନ ଅଧୀନ ବାଘାଝରଣ ସଂରକ୍ଷିତ ଜଙ୍ଗଲରେ ସୋମବାର ଏକ ହାତୀର ମୃତ୍ୟୁ ଘଟିଛି। ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛ। ପ୍ରାଣୀ ବିଶେଷଜ୍ଞମାନେ ପହଞ୍ଚି ଅନୁଧ୍ୟାନ ଜାରି...

କାଳବୈଶାଖୀ ପ୍ରଭାବ: ଉଡ଼ିଗଲା ଘର ଛପର

ଠାକୁରମୁଣ୍ଡା,  ୧୦।୪ (ଡି.ଏନ.ଏ.) – ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ସାତକୋଶିଆ ପଞ୍ଚାୟତ ଘୁଳୁଘୁଳିଆ ଗ୍ରାମର ଚିଆବେଡ଼ାଠାରେ ଶନିବାର ସାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ଗ୍ରାମର କେତେକ ଲୋକଙ୍କ ଘର ଛପର ଉଡ଼ିଯାଇଛି। ଚିଆବେଡ଼ାର ନାରଣ ସୋରେନଙ୍କ...

ଅଶୋକଝରି ରଥ ଟାଣିଲେ ବାଳିକା ବାଳକ

ବାରିପଦା ଅଫିସ, ୧୦।୪ – ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ହରିବଳଦେବଜୀଉଙ୍କ ବଡ଼ଦାଣ୍ଡରେ ଶନିବାର ଅଶୋକାଷ୍ଟମୀ ଅବସରରେ ରୁକୁଣା ଅଶୋକଝରି (ରୁକୁଣା) ରଥକୁ ବାଳିକା ବାଳକମାନେ ଟାଣିଛନ୍ତି। କୋଭିଡ୍‌ କଟକଣା କୋହଳ ହେବାରୁ ଚଳିତବର୍ଷ ଏହି ପରମ୍ପରା ଆଡ଼ମ୍ବରରେ ପାଳିତ ହୋଇଛି। ମୟୂରଭଞ୍ଜ...

ଛଉନୃତ୍ୟ ପରିଚାଳନା ପାଇଁ ସ୍ବତନ୍ତ୍ର କମିଟି

ବାରିପଦା ଅଫିସ,୯।୪ ବିଶ୍ୱ ପ୍ରସିଦ୍ଧ ମୟୂରଭଞ୍ଜ ଜିଲାର ଛଉ ନୃତ୍ୟ ଆସନ୍ତା ୧୧ରୁ ଅନୁଷ୍ଠିତ ହେବ। ୩ ଦିନିଆ ଏହି ଚୈତ୍ରପର୍ବ-୨୨ର ସିଧା ପ୍ରସାରଣ କରାଯିବା ନେଇ ଶୁକ୍ରବାର ଜିଲାପାଳ ବିନୀତ ଭରଦ୍ୱାଜ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri