ନବରଙ୍ଗପୁର

ଇଚ୍ଛାପୁର ପଞ୍ଚାୟତ ହିତାଧିକାରୀଙ୍କୁ ମିଳିଲା ୪ ମାସର ଚାଉଳ

ଝରିଗାଁ,୧୩।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତର ପ୍ରାୟ ୧୦ ଗ୍ରାମର ହିତାଧିକାରୀ ସାତ ମାସ ହେବ ପିଡ଼ିଏସ ଚାଉଳ ପାଇନଥିବା ନେଇ ଗୁରୁବାର ରାଜ୍ୟ ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ତଥା ନବରଙ୍ଗପୁର ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀଙ୍କ...

ଆଗକୁ ବର୍ଷା, ନାଳ ସଫା କରୁନି ପୌର ପରିଷଦ

ନବରଙ୍ଗପୁର,୧୨।୫(ବି.ପ୍ର.): କିଛିଦିନ ମଧ୍ୟରେ ବର୍ଷା ଆରମ୍ଭ ହୋଇଯିବ। ନବରଙ୍ଗପୁର ସହରର ବିଭିନ୍ନ ଓ୍ବାର୍ଡରେ ନାଳ ସଫା କରାଯାଇନାହିଁ। ଫଳରେ ଅଳ୍ପ ବର୍ଷାରେ ମଧ୍ୟ ପାଣି ଜମି ରାସ୍ତାରେ ଭାସିବା ଆଶଙ୍କା ରହିଛି। ସଫେଇ ଦାୟିତ୍ୱ ପୌର ପ୍ରଶାସନ ଏକ ଘରୋଇ...

ଅଦାଚାଷର ବିକାଶ ପାଇଁ ପ୍ରୋତ୍ସାହନ ଅଭାବ

ଉମରକୋଟ,୮।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ସିଲାଟି ଓ ଯାମରୁଣ୍ଡା ଅଞ୍ଚଳର କେତେଜଣ ବଙ୍ଗୀୟ ଚାଷୀ ଅଦାଚାଷ କରିଛନ୍ତି, ଯାହାକି ବହୁତ ଭଲ ହୋଇଛି। ଉମରକୋଟ ଅଞ୍ଚଳର ଜଳବାୟୁ ଅଦା ଚାଷ ପ୍ରତି ଅନୁକୂଳ ରହିଥିବା ଏଥିରୁ ଜଣାପଡ଼େ। ଉମରକୋଟ,...

୧୦ ଏକର ଜମିରେ ୮ଫୁଟ୍‌ର ପାଣି

ପାପଡ଼ାହାଣ୍ଡି, ୭ା୫ (ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ବିରିଗୁଡା ଦେଇ ଯାଇଥିବା ଭାରତମାଳା ରାସ୍ତାରେ ପୋଲ ସ୍ଥାନାନ୍ତର ଯୋଗୁ ୧୦ ଏକର ଜମିରେ ପାଣି ଜମିଛି। କାଳ ବୈଶାଖୀ ବର୍ଷାରେ ବର୍ତମାନ ଜମିରେ ୮ ଫୁଟ ଉଚ୍ଚର ପାଣି...

ସପ୍ତାହେ ନ ପୂରୁଣୁ ରାସ୍ତାରୁ ଉଠିଲାଣି ପିଚୁ

ଚନ୍ଦାହାଣ୍ଡି, ୭ା୫ (ଡି.ଏନ୍‌.ଏ.) ଗ୍ରାମାଞ୍ଚଳରେ ଯାତାୟାତକୁ ସୁଗମ କରିବା ଲକ୍ଷ୍ୟରେ ନବରଙ୍ଗପୁର ଜିଲା ଚନ୍ଦହାଣ୍ଡି ବ୍ଲକ ଭତାଝରରୁ ଧୁରୁଆପଡ଼ା ରାସ୍ତାକୁ ଏସ୍‌ଆର ଫଣ୍ଡରେ ସଡ଼କ ଯୋଜନାରେ ସାମିଲ କରି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପକ୍କା ସଡକ ତିଆରି ହେଲା।...

ଅଧା କାମକୁ ସମ୍ପୂର୍ଣ୍ଣ ବିଲ୍‌

ନବରଙ୍ଗପୁର,୫।୫(ବି.ପ୍ର.): ହାଇସ୍କୁଲଗୁଡ଼ିକୁ ୫-ଟି ଅଧୀନରେ ରୂପାନ୍ତରଣ କରାଯାଉଛି। କିନ୍ତୁ ଅଧା କାମ କରି ପୂରା ବିଲ୍‌ ହୋଇଯାଇଥିବା ଭଳି ଅଭିଯୋଗ ନବରଙ୍ଗପୁର ଜିଲାରୁ ଆସିଛି। ନବରଙ୍ଗପୁରର ଚେରଚେଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ରୂପାନ୍ତରଣ କାମ ଶେଷ ହୋଇ ନ...

ଦେଶୀ ମଦଭାଟିକୁ ବିରୋଧ, ଭାଙ୍ଗିଦେେଲେ ଗ୍ରାମବାସୀ

କୋଡ଼ିଙ୍ଗା, ୪।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା କୋଡ଼ିଙ୍ଗା ଥାନା ଅଧୀନ ଡାଡିଆ ମଝିଗୁଡା ଗାଁରେ ଦେଶୀମଦ ଭାଟିକୁ ଗ୍ରାମବାସୀ ଭାଙ୍ଗି ଦେଇଛନ୍ତି। ଶୋଭାଯାତ୍ରାରେ ଶତାଧିକ ମହିଳା ପୁରୁଷ ଆସି ମଦ ଭାଟି ଭିତରେ ପ୍ରବେଶ କରି ରନ୍ଧା ଦେଶୀ ମଦ, ମଦ,...

୩ମାସ ୫ଦିନ ପରେ ସରିଲା ବଡ଼ଓଲମା ବାଲିଯାତ୍ରା

ଡାବୁଗାଁ, ୨।୫ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବଡଓଲମା ଗ୍ରାମରେ ଚାଲିଥିବା ବାଲିଯାତ୍ରା ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏହି ବାଲିଯାତ୍ରା ୧୨ ବର୍ଷରେ ଥରେ ହୁଏ। ଚଳିତ ବର୍ଷ ୨୪ ଜାନୁଯାୟୀରୁ ଆରମ୍ଭ ହୋଇ ଦୀର୍ଘ ୩...

ଦୁଇ ମିଲିସିଆ ଗିରଫ, ମାଓ ବ୍ୟାନର ଓ ପୋଷ୍ଟର ଜବତ

ନବରଙ୍ଗପୁର,୧।୫(ବି.ପ୍ର.): ଡିଭିଏଫ୍‌ ଫୋର୍ସ ୩୦ତାରିଖରେ ଦୁଇ ମିଲିସିଆଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ହେମାଲାଲ ନାଗେଶ(୩୧) ଓ ପ୍ରକାଶ ମାର୍କମ(୨୦)। ହେମାଲାଲ ଏବଂ ପ୍ରକାଶ ମେନପୁର, ନୂଆପଡା ଉଦନ୍ତୀ ମାଓ ସଂଗଠନର ମିଲିସିଆ ଭାବେ କାମ କରୁଥିଲେ। ଉଦନ୍ତୀ...

କାର୍ଯ୍ୟକାରୀ ହେଉନି କୋର୍ଟଙ୍କ ନିର୍ଦ୍ଦେଶ

ନବରଙ୍ଗପୁର,୧ା୫(ବି.ପ୍ର.): ନବରଙ୍ଗପୁର ସହରରେ ଗୋରାମୁଣ୍ଡା, ନୂଆବନ୍ଧ ଓ ପ୍ରତାପ ସାଗର ଏପରି ୩ଟି ଜଳାଶୟ ରହିଛି। ଏହାକୁ ବାଦ ଦେଲେ ସହରର ସୌନ୍ଦର୍ଯକରଣ ଅସମ୍ପୂର୍ଣ୍ଣ ହେବ। ଜଳାଶୟଗୁଡିକୁ ସୌନ୍ଦର୍ଯ୍ୟକରଣ ସହ ଓ ବିପଦମୁକ୍ତ କରିବାକୁ ସ୍ଥାନୀୟ ଜନ କଲ୍ୟାଣ ଅନୁଷ୍ଠାନ...

ନବରଙ୍ଗପୁରରେ ମାଓବାଦୀ ସକ୍ରିୟ

ନବରଙ୍ଗପୁର,୨୮।୪(ବି.ପ୍ର.): ଛତିଶଗଡ଼ ଦାନ୍ତଓ୍ବୋଡ଼ାଠାରେ ବୁଧବାର ମାଓବାଦୀ ଆକ୍ରମଣରେ ଡିଆର୍‌ଜିର ୧୦ ଯବାନ ଏବଂ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିବା ସହ ସୀମାନ୍ତ ଜିଲା ନବରଙ୍ଗପୁରରେ ଏସ୍‌ଓଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ମାଓବାଦୀମାନେ ଛତ୍ରଭଙ୍ଗ...

ଡାକ୍ତରଙ୍କ ବଦଳିକୁ ନେଇ କଂଗ୍ରେସ-ନାଗରିକ ମଞ୍ଚ ମୁହଁାମୁହିଁ

ଉମରକୋଟ,୨୭ା୪(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସୁମନ୍ତ ରାଉଳଙ୍କ ବଦଳି ନେଇ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା। କଂଗ୍ରେସ ତାଙ୍କ ବଦଳି ଚାହୁଁଥିବା ବେଳେ ଏହାକୁ ନାଗରିକ ମଞ୍ଚ ଓ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri