ନବରଙ୍ଗପୁର

ବ୍ରୋଞ୍ଜ ଥାଳି, ମୁଦ୍ରା ପାଇଁ ଦେଢ଼ଶାଶୁ କରିଥିଲେ ଡକାୟତି ଯୋଜନା

ତେନ୍ତୁଳିଖୁଣ୍ଟି, ୧।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଥାନା ଅଧୀନ ଗୌଡ଼ ଦେଓପାଲି ସଦର ଗାଁର ଚନ୍ଦ୍ର ଗୌଡ଼ଙ୍କ ଘରେ ହୋଇଥିବା ଡକାୟତି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଡାଇକିଗୁଡ଼ାର...

୧୦ବର୍ଷ ପରେ ହେଲା ଦଶାହ କର୍ମ

ଧୋଡ୍ରା, ୧।୪(ଡି.ଏନ୍‌.ଏ.): ଦଶବର୍ଷ ହେଲା ଦାଦନ ଖଟିବାକୁ ଯାଇ ଫେରିନାହାନ୍ତି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧାମନାଗୁଡ଼ା ପଞ୍ଚାୟତ ସଦର ଗାଁର ଅସମନ କଲାର। ଦୀର୍ଘ ଦିନ ଧରି ଅପେକ୍ଷା କରିବା ପରେ ଫେରିବାର ଆଶା ଛାଡ଼ି ସ୍ତ୍ରୀ ଭଗବତୀ...

ବଞ୍ଚିବାକୁ ସଂଘର୍ଷ, କଅଁଳ କାନ୍ଧରେ ପରିବାର ବୋଝ

ନବରଙ୍ଗପୁର/ନନ୍ଦାହାଣ୍ଡି,୩୧।୩(ବି.ପ୍ର./ଡି.ଏନ୍‌.ଏ.): ପାଠପଢ଼ା ବୟସରେ ସଂସାର ବୋଝ। ନିଜେ ପାଠ ପଢ଼ିପାରିଲେ ନାହିଁ, ଅର୍ଥ ଅଭାବରୁ ତିନି ସାନ ଭଉଣୀ ମଧ୍ୟ ପାଠପଢ଼ାରୁ ବଞ୍ଚିତ। ଏଥିସହ ବୁଢୀ ଜେଜେମା’ଙ୍କ ବୋଝ ମଧ୍ୟ ତାଙ୍କରି କାନ୍ଧରେ। ଯାହାପାଇଁ ସେ ଅହରହ ଉଦ୍ୟମ କରି...

ବେଆଇନ ଭାବେ ଚାଲିଛି ଇଟା ଭାଟି, ବଢ଼ୁଛି ପ୍ରଦୂଷଣ

ନବରଙ୍ଗପୁର,୩୦।୩(ବି.ପ୍ର.):ନବରଙ୍ଗପୁର ଜିଲାରେ ଖୁଲମଖୁଲା ଚାଲିଛି ବେଆଇନ ଇଟାଭାଟି। ରାଜସ୍ବ ବିଭାଗ ଜାଣିଶୁଣି ଚୁପ୍‌ ବସିଛି। ଗ୍ରାମୀଣ କ୍ଷେତ୍ରରେ କାମ କରିବା ଓ ରାଜସ୍ବ ଆଦାୟ ପାଇଁ ରାଜସ୍ବ ନିରୀକ୍ଷକ ଓ ଅତିରିକ୍ତ ରାଜସ୍ବ ନିରୀକ୍ଷକ ରହିଛନ୍ତି। ତହସିଲଦାରଙ୍କୁ ରାଜସ୍ବ ବିଭାଗ...

ଧାର୍ଯ୍ୟ ଲକ୍ଷ୍ୟରୁ ଅଧିକ କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଛି

ଡାବୁଗାଁ, ୨୯।୩ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ୧ ଏପ୍ରିଲ ୨୦୨୨ରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଉପରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ବ୍ଲକ ଅଧ୍ୟକ୍ଷା...

ନିର୍ମାଣାଧୀନ ହଷ୍ଟେଲ ନିକଟରେ ରହିଛି ଦେଶୀ ମଦଭାଟି

ଉମରକୋଟ, ୨୯।୩(ସ୍ବ.ପ୍ର.): ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ନୂତନ ଭାବେ ତିଆରି କରାଯାଉଥିବା ହଷ୍ଟେଲ ନିକଟରେ ଦେଶୀ ମଦ ଭାଟିକୁ ନେଇ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଉଛି। ଉମରକୋଟ ପୌରାଞ୍ଚଳ ଅଧୀନ ଝରିଗାଁ ରୋଡ଼ସ୍ଥିତ ଭସ୍କେଲ ନଦୀ କଡ଼ରେ...

ଛାତରେ ଫଳୁଛି ସେଓ, ଅଙ୍ଗୁର

ନବରଙ୍ଗପୁର,୨୮।୩(ବି.ପ୍ର.):ନବରଙ୍ଗପୁର ଚାମୁରିଆଗୁଡ଼ାସ୍ଥିତ ଜଗନ୍ନାଥ ରଥ ଜଣେ ଭେଷଜକ। ରୋଗୀଙ୍କୁ ସେବା ଯୋଗାଇବା ସହ ପ୍ରକୃତିକୁ ମଧ୍ୟ ସେତିକୁ ଭଲ ପାଆନ୍ତି। ନିଜ ଘରେ ବିଭିନ୍ନ ବୃକ୍ଷ ଲତା ଫଳ ଫୁଲ ଲଗାଇ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ଜଗନ୍ନାଥ। ଗଛଟିଏ...

ବିପଦକୁ ଡାକୁଛି ରାସ୍ତାରୁ ଉଠିଥିବା ଲୁହାଛଡ଼

ଉମରକୋଟ,୨୭ା୩(ଡି.ଏନ୍‌.ଏ.):ଉମରକୋଟ ପୌର ପରିଷଦର ୧୩ ନଂ ଓ୍ବାର୍ଡ ଡିଏନ୍‌କେସ୍ଥିତ ରାମକ୍ରିଷ୍ଣ ମିଶନ ଓ କଳିଙ୍ଗ ବିଦ୍ୟାପୀଠକୁ ସଂଯୋଗ କରୁଥିବା ରାସ୍ତା ଏବେ ମରଣଯନ୍ତା ପାଲଟିଛି । ବିଗତ ୧୨ବର୍ଷ ତଳେ ହୋଇଥିବା ଏହି ରାସ୍ତାର କଂକ୍ରିଟ ବାହାରିଗଲାଣି । ଏହା...

ଗଛ ମୂଳେ ପିଲାଙ୍କ ଭବିଷ୍ୟତ ଗଢ଼ା

ନବରଙ୍ଗପୁର,୨୭ା୩(ବି.ପ୍ର.):ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ର୍ହିଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଗଛମୂଳେ ପାଠ ପଢ଼ୁଛନ୍ତି। ଏହାକୁ ନେଇ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଥିଲେ ମଧ୍ୟ ଜିଲା କିମ୍ବା ବ୍ଲକ ଶିକ୍ଷା ବିଭାଗ ପରିସ୍ଥିତି...

ଭାସ୍କେଲ ଡ୍ୟାମ୍‌, ପୋଡ଼ାଗଡ଼ ପୀଠର ଉନ୍ନତି ନେଇ ସ୍ଥିତି ଅନୁଧ୍ୟାନ

ଉମରକୋଟ, ୨୫।୩(ଡି.ଏନ୍‌.ଏ.): ଧୋଡ୍ରାସ୍ଥିତ ଘାଟ ଘୋଷାଣୀ ମନ୍ଦିର, ଭାସ୍କେଲ ଡ୍ୟାମ୍‌ ଓ ଐତିହାସିକ ପୋଡ଼ାଗଡ଼ ପୀଠର ସୌନ୍ଦର୍ଯ୍ୟକରଣ କିପରି କରାଯାଇପାରିବ ତାହାର ତର୍ଜମା ନେଇ ଜିଲାସ୍ତରୀୟ ପ୍ରଶାସନିକ ଟିମ୍‌ ଗ୍ରାଉଣ୍ଡ ଜିରୋରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲାପାଳ କମଳଲୋଚନ...

ଅନ୍ତିମ ସଂସ୍କାର ପାଇଁ ଯିବା ସମୟରେ ମହୁମାଛି ଆକ୍ରମଣ: ୪ ଆହତ

ପାପଡାହାଣ୍ଡି,୨୩।୩(ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଜଟାବାଲ ପଞ୍ଚାୟତ ଜାମ୍ବଗୁଡା ଗ୍ରାମଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ମୃତଦେହ ସତ୍କାର ପାଇଁ ଯିବା ସମୟରେ ମହୁମାଛି ଆକ୍ରମଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପାପଡାହାଣ୍ଡି ଗୋଷ୍ଠୀ...

ସରକାରୀ ଯୋଜନାରେ ସାମିଲ କରିବ ‘ଆସ ଖୋଜିବା’

ନବରଙ୍ଗପୁର, ୨୨।୩(ବି.ପ୍ର.): ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶାନୁଯାୟୀ ମଙ୍ଗଳବାର ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଦେଶ୍ୟରେ ଜିଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri