ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର
ପାପଡାହାଣ୍ଡି,୧୫।୮(ସ୍ବପ୍ନଜିତ ପଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ କଣ୍ଟାମାଳ ପଞ୍ଚାୟତ ଅଧୀନ ଟିଲିଗୁଡା ଗ୍ରାମରେ ଏକ ଅଭାବନୀଘଟଣା ଘଟିଛି। ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗ୍ରାମବାସୀ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ...
ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର: ମନ୍ତ୍ରୀଙ୍କ ସମ୍ମୁଖ ମଞ୍ଚ ତଳେ ଧାରଣାରେ ବସିଲେ, ଜିଲାପାଳ-ଏସ୍ପି କ୍ଷମା ମାଗିଲା ପରେ…
ନବରଙ୍ଗପୁର,୧୫ା୮(ସଦାଶିବ ପ୍ରହରାଜ): ଜିଲାସ୍ତରୀୟ ୭୮ ତମ ସ୍ବାଧୀନତା ଦିବସ ନବରଙ୍ଗପୁର ଷ୍ଟାଡିୟମଠାରେ ପାଳିତ ହୋଇଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ଆନୁଷ୍ଠାନିକ...
ଝାଡ଼ାବାନ୍ତିରେ ୩ ଦିନରେ ୩ ମୃତ
ନନ୍ଦାହାଣ୍ଡି,୧୩।୮(ପ୍ରତୀପ୍ କୁମାର ଦାଶ): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକର ଝାଡ଼ବନ୍ଧଗୁଡ଼ା ପଞ୍ଚାୟତ ଦଣ୍ଡସେନାଗୁଡ଼ାରେ ଗତ ୩ ଦିନରେ ୩ ଜଣଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ସେଠାରେ ପହଞ୍ଚି ଗାଁ ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛି।...
ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍, କୁନି ପୁଅ ଆଗରେ ଚାଲିଗଲା ମା-ବାପାଙ୍କ ଜୀବନ
ଉମରକୋଟ,୧୨ା୮(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟର କୁନ୍ଦେଇ ଥାନା ରାବଣାଗୁଡ଼ା ଛକ ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ୍ ଉପରେ ଏକ ଟ୍ରକ୍ ମାଡ଼ି ଯିବାରୁ ମା-ବାପାଙ୍କ ଜୀବନ ଚାଲିଯାଇଥିବା ବେଳେ ୯ ବର୍ଷର ପୁଅ...
ଥାନାରୁ ଚମ୍ପଟ ମାରିବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଝରିଗାଁ,୧୦ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ହୋଇଥିବା ବେଳେ ଏସ୍ପି ରୋହିତ ବର୍ମା ଥାନା ସେଣ୍ଟ୍ରି ଦାୟିତ୍ୱରେ ରହିଥିବା କନଷ୍ଟେବଳ ଧନର ନାୟକଙ୍କୁ ନିଲମ୍ବନ କରିଛନ୍ତି। ଶନିବାର ଝରିଗାଁ ପୋଲିସ ଦ୍ୱାରା ସଂପୃକ୍ତ...
ୟୁରିଆ ସାର ଯୋଗାଣ ଦାବିରେ ଚାଷୀଙ୍କ ଆନ୍ଦୋଳନ
ଝରିଗାଁ,୯।୮(କିଶୋର ଚନ୍ଦ୍ର ମଣ୍ତଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରତ୍ୟେକ ଖରିପ ଋତୁରେ ୟୁରିଆ ସାରକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଚଳିତ ବର୍ଷ ମଧ୍ୟ ଏହା ଦେଖିବାକୁ ମିଳୁଛି l ଝରିଗାଁ ବ୍ଲକରେ ମୋଟ ୪୩ଟି ଲାଇସେନ୍ସ...
ଟୁରୀ ନଦୀ ପୋଲ ଉପରେ ପାଣି
ପାପଡ଼ାହାଣ୍ଡି,୬।୮(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡିରେ ବର୍ଷା ଲାଗି ରହିଛି। ମଙ୍ଗଳବାର ଶହୀଦ ମିନାର ନିକଟରେ ଥିବା ଟୁରୀ ନଦୀର ଅସ୍ଥାୟୀ ପୋଲ ଉପରେ ପାଣି ପ୍ରବାହିତ ହେବା ଯୋଗୁ ଏହି ରାସ୍ତା ଦେଇ ନବରଙ୍ଗପୁରରୁ ଉମରକୋଟକୁ ଯୋଗାଯୋଗ ବନ୍ଦ...
ପିଲାଙ୍କୁ ପାଠ ପଢ଼ାଇ ମଧ୍ୟାହ୍ନଭୋଜନ ଖାଇଲେ ବିଡିଓ
ତେନ୍ତୁଳିଖୁଣ୍ଟି, ୫।୮(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସୋମବାର ବିଡିଓ ମନୋଜ କୁମାର ପାଣିଗ୍ରାହୀ ଅଚାନକ ଗସ୍ତ କରିଥିଲେ। ସେ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଦିଆ ଯାଉଥିବା ଖାଦ୍ୟ ପ୍ରସ୍ତୁତି ଯାଞ୍ଚ ସହ ଚାଉଳରମାନ...
ଦୁଇ ବାଇକ୍ ମୁହାଁମୁହିଁ: ଜଣେ ମୃତ, ୩ ଆହତ
ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧୋଡ୍ରା ମୁଖ୍ୟ ସଡ଼କରେ। ମୃତ ଯୁବକ ଜଣକ ହେଲେ...
ପାଣି ଟ୍ୟାଙ୍କରରେ ପିଟିହେଲା ବାଇକ୍, ଚାଲିଗଲା ଯୁବକଙ୍କ ଜୀବନ
ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ଦେଉଲକଣା ଗ୍ରାମଠାରେ ଏକ ପାଣି ଟ୍ୟାଙ୍କର ସହ ବାଇକ୍ ଧକ୍କା ହେବା ଫଳରେ ଜଣେ ଯୁବକ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ସିନ୍ଧିଗୁଡ଼ା ଗ୍ରାମର ବୈଶିଷ୍ଟ ମାଝି(୨୦)...
ଟେନ୍ସନ୍ ବଢ଼ାଉଛି ଆଳୁ, ଗ୍ରାହକ ହଟହଟା
ଝରିଗାଁ,୨୭ା୭(କିଶୋର ଚନ୍ଦ୍ର ମଣ୍ଡଳ): ଧନୀ ହେଉକି ଗରିବ। ଘରର ନିତ୍ୟ ବ୍ୟବହାର୍ଯ୍ୟ ଆଳୁର ଦର ବୃଦ୍ଧି ଗ୍ରାହକଙ୍କୁ ଟେନ୍ସନ୍ ଦେଉଛି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଗତ କିଛି ସପ୍ତାହରେ ଆଳୁ ବସ୍ତା ପିଛା ଦର ୭୦୦ ଟଙ୍କା ଥିବା...
ଲଗାଣ ବର୍ଷାରେ ଭୁଶୁଡ଼ିଲା ରାଇସ୍ ମିଲ୍ ଗୋଦାମ ଘର
ନବରଙ୍ଗପୁର,୨୧।୭: ଲଘୁଚାପ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁ ନବରଙ୍ଗପୁର ବସଷ୍ଟାଣ୍ଡ ନିକଟରେ ଥିବା ଏକ ରାଇସ ମିଲ୍ ଓ ଗୋଦାମ ଘର ରବିବାର ଭୁଶୁଡ଼ି...
Archives
