Advertisement

ନୟାଗଡ଼

ଓଡ଼ଗାଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସବ୍‌ଡିଭିଜନ ମାନ୍ୟତାଓଡ଼ଗାଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସବ୍‌ଡିଭିଜନ ମାନ୍ୟତା

ଓଡ଼ଗାଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସବ୍‌ଡିଭିଜନ ମାନ୍ୟତା

ଓଡ଼ଗାଁ,୧୬ା୧୦(ଆଦର୍ଶ କୁମାର ପଟ୍ଟନାୟକ): ସାରା ରାଜ୍ୟରେ ଓଡ଼ଗାଁ ସମେତ ୧୪୪ ବ୍ଲକରେ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଖୋଲିବା ନିମନ୍ତେ ରାଜ୍ୟପାଳଙ୍କ ଅନୁମୋଦନ ମିଳିସାରିଛି। ଏନେଇ…

2 years ago
ରାସ୍ତା ସମ୍ପ୍ରସାରଣ ପାଇଁ କଟା ହେବ ୧ ହଜାର ଗଛରାସ୍ତା ସମ୍ପ୍ରସାରଣ ପାଇଁ କଟା ହେବ ୧ ହଜାର ଗଛ

ରାସ୍ତା ସମ୍ପ୍ରସାରଣ ପାଇଁ କଟା ହେବ ୧ ହଜାର ଗଛ

ଖଣ୍ଡପଡ଼ା,୧୫ା୧୦(ଅଜୟ କୁମାର ମହାରଣା)ଖଣ୍ଡପଡ଼ାରୁ -ଭାପୁର- ଫତେଗଡ଼କୁ ସଂଯୋଗ କରୁଥିବା ପ୍ରାୟ ୧୮ କିମି ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାର ସମ୍ପ୍ରସାରଣ ପାଇଁ ୨୧ କୋଟି ଟଙ୍କା ମଞ୍ଜୁର…

2 years ago
କନକଦୁର୍ଗା ପୀଠର ଭିନ୍ନ ପରମ୍ପରାକନକଦୁର୍ଗା ପୀଠର ଭିନ୍ନ ପରମ୍ପରା

କନକଦୁର୍ଗା ପୀଠର ଭିନ୍ନ ପରମ୍ପରା

ନୟାଗଡ଼,୧୫।୧୦(ଲୋକନାଥ ମିଶ୍ର)ନୟାଗଡ଼ ପୁରୁଣା ସହର ପୁରୁଣା ରାଜବାଟୀ ସମ୍ମୁଖରେ ରହିଛି ମା’କନକ ଦୁର୍ଗାଙ୍କ ପୀଠ। ରାଜରାଜୁଡା ଶାସନ ହଟିବା ପରେ ଠାକୁରାଣୀଙ୍କ ରୀତିନୀତି, ଭୋଗ ନୟାଗଡ଼ ଦେବୋତ୍ତର…

2 years ago
ଦୀପିକା ଦୀପୁ ଇନ୍ଦିରା ଠାକୁର ନାଁରେ ବୁଲାଇଲେ କଳାକନାଦୀପିକା ଦୀପୁ ଇନ୍ଦିରା ଠାକୁର ନାଁରେ ବୁଲାଇଲେ କଳାକନା

ଦୀପିକା ଦୀପୁ ଇନ୍ଦିରା ଠାକୁର ନାଁରେ ବୁଲାଇଲେ କଳାକନା

ନୟାଗଡ଼,୧୫।୧୦(ଲୋକନାଥ ମିଶ୍ର)ଏପିଏମ୍‌ ଆପ୍‌ ଠକେଇ ଘଟଣାରେ ନୟାଗଡ଼ ଜିଲାରେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି। ତେବେ ଇନ୍ଦିରା ଠାକୁର ନାଁରେ…

2 years ago
ସ୍ମୃତି ପାଇଁ ଆଶାର କିରଣ ସାଜିଲେ ମା’ଙ୍କ ସହପାଠୀସ୍ମୃତି ପାଇଁ ଆଶାର କିରଣ ସାଜିଲେ ମା’ଙ୍କ ସହପାଠୀ

ସ୍ମୃତି ପାଇଁ ଆଶାର କିରଣ ସାଜିଲେ ମା’ଙ୍କ ସହପାଠୀ

ଖଣ୍ଡପଡ଼ା,୧୨ା୧୦(ଅଜୟ କୁମାର ମହାରଣା)ସମାଜରେ ବିଶ୍ୱନୀୟତା, ବନ୍ଧୁତା ଏବଂ ଆତ୍ମିୟତା କ୍ରମଶଃ ଦୂରେଇ ଯାଉଛି। ପ୍ରତି ମଣିଷ ନିଜର ବ୍ୟସ୍ତବହୁଳ ଜୀବନରେ ଅନ୍ୟର ଦୁଃଖ, ସୁଖ ପ୍ରତି ଦୃଷ୍ଟି…

2 years ago
ନିର୍ଦ୍ଦିଷ୍ଟ ଭେଣ୍ଡରଙ୍କ ପ୍ରତି ଅନୁକମ୍ପାନିର୍ଦ୍ଦିଷ୍ଟ ଭେଣ୍ଡରଙ୍କ ପ୍ରତି ଅନୁକମ୍ପା

ନିର୍ଦ୍ଦିଷ୍ଟ ଭେଣ୍ଡରଙ୍କ ପ୍ରତି ଅନୁକମ୍ପା

ନୟାଗଡ଼ ଅଫିସ,୧୨।୧୦(ଲୋକନାଥ ମିଶ୍ର)ମହାତ୍ମ।ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମଜିଏନ୍‌ଆରଇଜିଏସ୍‌)ରେ କେତେଜଣ ନିର୍ଦ୍ଦିଷ୍ଟ ଭେଣ୍ଡରଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଇ କଞ୍ଚାମାଲ ଯୋଗାଣ କରିବାକୁ ଅନୁମତି…

2 years ago
ଡିଏଫ୍‌ଓ କ୍ୱାର୍ଟର୍ସ ନିର୍ମାଣରେ ଦୁର୍ନୀତିଡିଏଫ୍‌ଓ କ୍ୱାର୍ଟର୍ସ ନିର୍ମାଣରେ ଦୁର୍ନୀତି

ଡିଏଫ୍‌ଓ କ୍ୱାର୍ଟର୍ସ ନିର୍ମାଣରେ ଦୁର୍ନୀତି

ନୟାଗଡ଼,୧୦।୧୦(ଲୋକନାଥ ମିଶ୍ର): ନୟାଗଡ ଡିଏଫ୍‌ଓଙ୍କ କ୍ୱାର୍ଟର୍ସ (ସରକାରୀ ବାସଭବନ) ନିର୍ମାଣରେ ଦୁର୍ନୀତି ଅଭିଯୋଗ ଉଠିଛି। ଡିଏଫ୍‌ଓଙ୍କ ପୁରୁଣା କ୍ୱାର୍ଟର୍ସ ଥାଉ ଥାଉ ନୟାଗଡ଼ ଡିଆରଡିଏ ରୋଡର ଜିଲାପାଳଙ୍କ…

2 years ago
ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ଗୁରୁତରନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ଗୁରୁତର

ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ଗୁରୁତର

ନୟାଗଡ଼,୮ା୧୦(ଲୋକନାଥ ମିଶ୍ର): ଶିକାର ସମୟରେ ନିଜ ବନ୍ଧୁକରୁ ଗୁଳି ଫୁଟି ଜଣେ ଶିକାରୀ ଗୁରୁତର ହୋଇଛନ୍ତି। ଶିକାରୀ ଜଣକ ହେଲେ ସନ୍ନ୍ୟାସୀ ଜାନି(୪୫)। ତାଙ୍କୁ ଗୁରୁତର ଅବସ୍ଥାରେ…

2 years ago
ଶହୀଦ ଦିବସରେ କେବଳ ତୋପ ସଲାମିଶହୀଦ ଦିବସରେ କେବଳ ତୋପ ସଲାମି

ଶହୀଦ ଦିବସରେ କେବଳ ତୋପ ସଲାମି

ନୟାଗଡ଼/ନୂଆଗାଁ, ୮ା୧୦(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ) ଭାରତ ସ୍ବାଧୀନତା ସଂଗ୍ରାମର ମହାନ ତୀର୍ଥକ୍ଷେତ୍ର ନୂଆଗାଁ ବ୍ଲକର ଥୁଆବାରୀ ଓ କୁଶବିଡା ମାଟି ହୋଇଯାଇଛି ଅଖୋଜା ଅଲୋଡା। ଦେଶ ସ୍ବାଧୀନତା…

2 years ago
ରେଫର ନ କରି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଘରକୁ ପଠାଇଲେ, ମୃତ୍ୟୁ ପରେ ଉତ୍ତେଜନାରେଫର ନ କରି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଘରକୁ ପଠାଇଲେ, ମୃତ୍ୟୁ ପରେ ଉତ୍ତେଜନା

ରେଫର ନ କରି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଘରକୁ ପଠାଇଲେ, ମୃତ୍ୟୁ ପରେ ଉତ୍ତେଜନା

ନୟାଗଡ଼,୬ା୧୦(ଲୋକନାଥ ମିଶ୍ର): ରେଫର ନ କରି ଜଣେ ଦୁର୍ଘଟଣା ରୋଗୀଙ୍କୁ ଡାକ୍ତର ଘରକୁ ପଠାଇଦେଲେ। ତେବେ ଉକ୍ତ ରୋଗୀଙ୍କ ମୃତ୍ୟୁ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା…

2 years ago