Advertisement

ନୟାଗଡ଼

ଖୁଣ୍ଟୁପଡ଼ାରୁ ମିଳିଲା ଗ୍ରାଫାଇଟ୍‌ ଖଣିର ସନ୍ଧାନଖୁଣ୍ଟୁପଡ଼ାରୁ ମିଳିଲା ଗ୍ରାଫାଇଟ୍‌ ଖଣିର ସନ୍ଧାନ

ଖୁଣ୍ଟୁପଡ଼ାରୁ ମିଳିଲା ଗ୍ରାଫାଇଟ୍‌ ଖଣିର ସନ୍ଧାନ

ଭାପୁର,୧୧।୭(ଭରତ କୁମାର ବେହେରା):ନୟାଗଡ଼ ଜିଲା ଭାପୁର ବ୍ଲକ ବାଇଗୁଣିଆ ପଞ୍ଚାୟତ ଅଧୀନ ଖୁଣ୍ଟୁପଡ଼ା ଗ୍ରାମରୁ ଗ୍ରାଫାଇଟ୍‌ ଖଣିର ସନ୍ଧାନ ମିଳିଛି। ଭାରତୀୟ ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ…

2 years ago
ମିଥ୍ୟା ସୂଚନାର ତଦନ୍ତ କରି ବନ ବିଭାଗ ନାକେଦମମିଥ୍ୟା ସୂଚନାର ତଦନ୍ତ କରି ବନ ବିଭାଗ ନାକେଦମ

ମିଥ୍ୟା ସୂଚନାର ତଦନ୍ତ କରି ବନ ବିଭାଗ ନାକେଦମ

ନୟାଗଡ଼,୧୦।୭(ଲୋକନାଥ ମିଶ୍ର): ହାତୀ ଦାନ୍ତ, ବାଘ ଛାଲ ଓ ଚନ୍ଦନ କାଠ ବ୍ୟବସାୟର ଗୁମର ଖୋଲି ବ୍ୟବସାୟୀଙ୍କୁ ଗିରଫ କରିବାକୁ ବନ ବିଭାଗ ପକ୍ଷରୁ କରାଯାଇଥିବା ଖୋଳତାଡ଼…

2 years ago
ଘୁଞ୍ଚୁନି ୨୮୪୦ ଶ୍ରମିକଙ୍କ ଫାଇଲଘୁଞ୍ଚୁନି ୨୮୪୦ ଶ୍ରମିକଙ୍କ ଫାଇଲ

ଘୁଞ୍ଚୁନି ୨୮୪୦ ଶ୍ରମିକଙ୍କ ଫାଇଲ

ନୟାଗଡ଼,୯।୭ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ଅନୁଦାନ ରାଶି ଖର୍ଚ୍ଚ କରିବାରେ ଜିଲା ଶ୍ରମ ଅଧିକାରୀ(ଡିଏଲଓ) ଓ ଜିଲାପାଳଙ୍କ କାର୍ଯ୍ୟାଳୟ ଅସଫଳ ହୋଇଛି।…

2 years ago
ରାଶନ କାର୍ଡରୁ ରୋଜଗାର କରୁଛନ୍ତି ସରପଞ୍ଚରାଶନ କାର୍ଡରୁ ରୋଜଗାର କରୁଛନ୍ତି ସରପଞ୍ଚ

ରାଶନ କାର୍ଡରୁ ରୋଜଗାର କରୁଛନ୍ତି ସରପଞ୍ଚ

ନୟାଗଡ଼ ଅଫିସ,୮।୭: ନୟାଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ କୋଡିନେଶନ ଆଣ୍ଡ ମନିଟରିଂ କମିଟି(ଦିଶା)ର ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ କଟକ…

2 years ago
ପିଲାଙ୍କ ପଢ଼ା ବହି ବିକ୍ରିକୁ ଅଟକାଇଲେ ଲୋକେପିଲାଙ୍କ ପଢ଼ା ବହି ବିକ୍ରିକୁ ଅଟକାଇଲେ ଲୋକେ

ପିଲାଙ୍କ ପଢ଼ା ବହି ବିକ୍ରିକୁ ଅଟକାଇଲେ ଲୋକେ

ନୂଆଗଁା, ୮ା୭ (ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗଁା ବ୍ଲକ ସରକାରୀ କାଚପଲ୍ଲୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରୁ ଶୁକ୍ରବାର ଶିକ୍ଷୟିତ୍ରୀ ପିଲାଙ୍କ ପଢ଼ା ବହି ବିକ୍ରି କରୁଥିଲେ।…

2 years ago
ନୀଳମାଧବ ପୀଠ ବିକାଶ ପ୍ରକଳ୍ପର ସମୀକ୍ଷା କଲେ ସଚିବନୀଳମାଧବ ପୀଠ ବିକାଶ ପ୍ରକଳ୍ପର ସମୀକ୍ଷା କଲେ ସଚିବ

ନୀଳମାଧବ ପୀଠ ବିକାଶ ପ୍ରକଳ୍ପର ସମୀକ୍ଷା କଲେ ସଚିବ

ଖଣ୍ଡପଡ଼ା,୮ା୭(ଅଜୟ କୁମାର ମହାରଣା): ରାଜ୍ୟ ସରକାରଙ୍କ ପକ୍ଷରୁ ନୀଳମାଧବ ପୀଠ ବିକାଶ ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କାର ଅନୁଦାନ ମଞ୍ଜର କରାଯାଇ କାର୍ଯ୍ୟ ଚାଲୁ ରହିଛି।…

2 years ago
ଅଧାପନ୍ତରିଆ ଭାବେ ପଡ଼ିରହିଛିଅଧାପନ୍ତରିଆ ଭାବେ ପଡ଼ିରହିଛି

ଅଧାପନ୍ତରିଆ ଭାବେ ପଡ଼ିରହିଛି

ନୂଆଗାଁ,୭।୭(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକର କୌଣସି ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ଶୌଚାଳୟଟିଏ ନାହିଁ । ନୂଆଗାଁ ତହସିଲ କାର୍ଯ୍ୟାଳୟ ପରିସରରେ…

2 years ago
ଟେନ୍‌ଶନ ଦେଉଛିି ଆବାସ ଯୋଜନାଟେନ୍‌ଶନ ଦେଉଛିି ଆବାସ ଯୋଜନା

ଟେନ୍‌ଶନ ଦେଉଛିି ଆବାସ ଯୋଜନା

ନୟାଗଡ଼,୩।୭(ଲୋକନାଥ ମିଶ୍ର): ଆଉ କିଛି ମାସ ପରେ ବିଧାନସଭା ଓ ଲୋକସଭା ନିର୍ବାଚନ। ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ କାର୍ଯ୍ୟାଦେଶ ବଣ୍ଟନ ଶାସକ ଓ…

2 years ago
ପରିତ୍ୟକ୍ତ ସରନାଳକୁ ନେଇ ଚିନ୍ତାପରିତ୍ୟକ୍ତ ସରନାଳକୁ ନେଇ ଚିନ୍ତା

ପରିତ୍ୟକ୍ତ ସରନାଳକୁ ନେଇ ଚିନ୍ତା

ଖଣ୍ଡପଡ଼ା,୩ା୭(ଅଜୟ କୁମାର ମହାରଣା): ଦୀର୍ଘବର୍ଷରୁ ଅକୁରାବନ୍ଧ ଗାଁ ମୁଣ୍ଡରେ ଥିବା ସରନାଳ ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ପାଣି ଉପରେ ଦଳ, ଘାସ ଓ…

2 years ago
ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖାଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା

ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା

ଖଣ୍ଡପଡ଼ା,୨।୭(ଅଜୟ କୁମାର ମହାରଣା)କେନ୍ଦ୍ର ହେଉ ଅବା ରାଜ୍ୟ ସରକାର ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରି ବିକାଶର ପ୍ରଚାର କରୁଥିବା ବେଳେ ତାହା ପ୍ରକୃତପକ୍ଷେ ତୃଣମୂଳସ୍ତରରେ କିପରି କାର୍ଯ୍ୟକାରୀ…

2 years ago