Advertisement

ନୟାଗଡ଼

ଦଶପଲ୍ଲାର ଜ୍ୟୋତିରଞ୍ଜନଙ୍କ ପ୍ରକଳ୍ପ ପ୍ରଥମଦଶପଲ୍ଲାର ଜ୍ୟୋତିରଞ୍ଜନଙ୍କ ପ୍ରକଳ୍ପ ପ୍ରଥମ

ଦଶପଲ୍ଲାର ଜ୍ୟୋତିରଞ୍ଜନଙ୍କ ପ୍ରକଳ୍ପ ପ୍ରଥମ

ନୟାଗଡ଼ ଅଫିସ/ଦଶପଲ୍ଲା,୮।୨(ଡି.ଏନ.ଏ.): ଖାଦ୍ୟଶସ୍ୟ ମଧ୍ୟରେ ତୈଳର ଗୁଣବତ୍ତା ଓ ଉପତ୍ାଦନ ବୃଦ୍ଧି ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ ରାଜ୍ୟର ଗାଲଭଷ୍ଟନ ସହରରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିଲା।…

2 years ago
ପୁରୁଣା କାମକୁ ଦେଖାଇ ଅନୁଦାନ ଆତ୍ମସାତ୍‌ପୁରୁଣା କାମକୁ ଦେଖାଇ ଅନୁଦାନ ଆତ୍ମସାତ୍‌

ପୁରୁଣା କାମକୁ ଦେଖାଇ ଅନୁଦାନ ଆତ୍ମସାତ୍‌

ନୂଆଗାଁ,୮।୨(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ସୁଧାର ଆସୁନାହିଁ । ଫଳରେ ଏହି ଯୋଜନାର…

2 years ago
ମାର୍ଚ୍ଚ ସୁଦ୍ଧା ଦଶପଲ୍ଲାକୁ ଗଡ଼ି ନ ପାରେ ଟ୍ରେନ୍‌ମାର୍ଚ୍ଚ ସୁଦ୍ଧା ଦଶପଲ୍ଲାକୁ ଗଡ଼ି ନ ପାରେ ଟ୍ରେନ୍‌

ମାର୍ଚ୍ଚ ସୁଦ୍ଧା ଦଶପଲ୍ଲାକୁ ଗଡ଼ି ନ ପାରେ ଟ୍ରେନ୍‌

ନୟାଗଡ଼ ଅଫିସ,୮ା୨: ପୂର୍ବତଟ ରେଳପଥ ଅଧୀନରେ ଥିବା ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ରେଳପଥ ନିର୍ମାଣର କଚ୍ଛପ ଗତି ଯୋଗୁ କାମ ତ୍ୱରାନ୍ବିତ ହୋଇ ପାରୁନି…

2 years ago
ନିରକ୍ଷର ୩୦ ପିଲା ପାଠ ପଢ଼ିବେନିରକ୍ଷର ୩୦ ପିଲା ପାଠ ପଢ଼ିବେ

ନିରକ୍ଷର ୩୦ ପିଲା ପାଠ ପଢ଼ିବେ

ନୟାଗଡ଼ ଅଫିସ,୬ା୨:ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ ବାଣ୍ଠପୁର ପଞ୍ଚାୟତ ନାଣ୍ଡିଗିରି ଗଁାର ୩୦ ଅପାଠୁଆ ପିଲା ପାଠ ପଢ଼ିବାକୁ ଯାଉଛନ୍ତି। ନୟାଗଡ଼ ବ୍ଳକ ପାଣିପୋଇଲାସ୍ଥିତ ମଦର ଆବାସିକ…

2 years ago
ରେଳ ଧାରଣାରେ ଯାଉଥିବା ବେଳେ ଧକ୍କା ଦେଲା ଟ୍ରେନ୍‌ ଇଞ୍ଜିନ, ବୃଦ୍ଧ ମୃତରେଳ ଧାରଣାରେ ଯାଉଥିବା ବେଳେ ଧକ୍କା ଦେଲା ଟ୍ରେନ୍‌ ଇଞ୍ଜିନ, ବୃଦ୍ଧ ମୃତ

ରେଳ ଧାରଣାରେ ଯାଉଥିବା ବେଳେ ଧକ୍କା ଦେଲା ଟ୍ରେନ୍‌ ଇଞ୍ଜିନ, ବୃଦ୍ଧ ମୃତ

ନୟାଗଡ଼ ଅଫିସ,୫।୨: ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ନୟାଗଡ଼ ସଦର ଥାନା ଅନ୍ତର୍ଗତ ରାଇପୁରଠାରେ ଟ୍ରେନ ଇଞ୍ଜିନରେ ଧକ୍କା ହୋଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ…

2 years ago
ଦିନ ଦ୍ୱିପହରରେ ମନ୍ଦିରରୁ ଲୁଟିନେଲେଦିନ ଦ୍ୱିପହରରେ ମନ୍ଦିରରୁ ଲୁଟିନେଲେ

ଦିନ ଦ୍ୱିପହରରେ ମନ୍ଦିରରୁ ଲୁଟିନେଲେ

ଖଡ଼ିଆଳ,୫।୨(ଡି.ଏନ୍‌.ଏ.): ନୂଆପଡା ଜିଲା ଖଡ଼ିଆଳ ସହର ମଧ୍ୟରେ ଥିବା ରାମସ୍ବାମୀ ମନ୍ଦିର ଓ ମା’ ଅନ୍ନପୁର୍ଣ୍ଣା ମନ୍ଦିରରୁ ଦିନ ଦ୍ୱିପହରରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଭଗବାନଙ୍କ…

2 years ago
କାମ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍‌ ଲାଇନ୍‌ ପାଇପ୍‌: ୨ ଶ୍ରମିକ ମୃତ, ୩ ଆହତକାମ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍‌ ଲାଇନ୍‌ ପାଇପ୍‌: ୨ ଶ୍ରମିକ ମୃତ, ୩ ଆହତ

କାମ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍‌ ଲାଇନ୍‌ ପାଇପ୍‌: ୨ ଶ୍ରମିକ ମୃତ, ୩ ଆହତ

ନୟାଗଡ଼ ଅଫିସ,୪।୨: ନୟାଗଡ଼ ଜିଲା ସୁନାନଟି ବ୍ରିଜ ନିକଟରେ ଶନିବାର ଗ୍ୟାସ ଲାଇନ୍‌ ପାଇପ୍‌ ଫାଟିଛି। ଏଥିରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଆହତ…

2 years ago
ଆଶାକର୍ମୀଙ୍କ ଘରୁ ୨ଶିଶୁପୁତ୍ର ଉଦ୍ଧାରଆଶାକର୍ମୀଙ୍କ ଘରୁ ୨ଶିଶୁପୁତ୍ର ଉଦ୍ଧାର

ଆଶାକର୍ମୀଙ୍କ ଘରୁ ୨ଶିଶୁପୁତ୍ର ଉଦ୍ଧାର

ନୟାଗଡ଼ ଅଫିସ/ଓଡ଼ଗଁା,୩।୨(ସ୍ବ.ପ୍ର.):ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ ପାଣ୍ଡେରିପଡ଼ା ପଞ୍ଚାୟତ ମଦନପୁର ଗଁାର ଆଶାକର୍ମୀ ସସ୍ମିତା ପଣ୍ଡାଙ୍କ ଘରୁ ଗୁରୁବାର ନୟାଗଡ଼ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ୨ ଶିଶୁପୁତ୍ରଙ୍କୁ…

2 years ago
ଟୋକନ ମିଆଦୀ ଶେଷ ହେବାର ଭୟ ଘାରିଲାଟୋକନ ମିଆଦୀ ଶେଷ ହେବାର ଭୟ ଘାରିଲା

ଟୋକନ ମିଆଦୀ ଶେଷ ହେବାର ଭୟ ଘାରିଲା

ନୟାଗଡ଼ ଅଫିସ,୩।୨:ଧାନ କ୍ରୟ କେନ୍ଦ୍ର(ପାକ୍ସ)ରେ ଟୋକନ କ୍ରମାଙ୍କ ଅନୁଯାୟୀ ଧାନ କିଣା ଯାଉ ନାହିଁ। ଟୋକନ ମିଆଦି ଶେଷ ହେବାର ଭୟ ଘାରିଛି । କେତେଜଣ ଚାଷୀଙ୍କ…

2 years ago
ଜଙ୍ଗଲ ନିଆଁକୁ ନେଇ ଚିନ୍ତାଜଙ୍ଗଲ ନିଆଁକୁ ନେଇ ଚିନ୍ତା

ଜଙ୍ଗଲ ନିଆଁକୁ ନେଇ ଚିନ୍ତା

ନୟାଗଡ଼ ଅଫିସ,୨।୨: ନୟାଗଡ଼ ବନଖଣ୍ଡରେ ଜଙ୍ଗଲ ନିଆଁ ଚିନ୍ତାର କାରଣ ହୋଇଛି । ଗତବର୍ଷ ନୟାଗଡ଼ ବନଖଣ୍ଡର ୧୮୪ ପଏଣ୍ଟର ୧୩୯ ହେକ୍ଟରରେ ନିଆଁ ଲାଗିଥିଲା ।…

2 years ago