ନୟାଗଡ଼

ପତ୍ନୀଙ୍କ କଟା ଜିଭ ଛିଣ୍ଡାଇ ମଜା ନେଉଥିଲେ: ଜେଲ ଗଲେ ସ୍ବାମୀ

ନୟାଗଡ଼,୨୭ା୧୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ଧାନ କଟାଯାଇ ଅମଳ ଆରମ୍ଭ ହୋଇଛି। ତେବେ ମରୁଡ଼ି ଭାଙ୍ଗି ଦେଇଛି ଚାଷୀର ମେରୁଦଣ୍ଡ। ଜିଲାର ଜଳଳସେଚିତ ଜମିକୁ ଛାଡ଼ିଦେଲେ ପ୍ରାୟ ୭୫ ପ୍ରତିଶତ ଜମିର ଧାନରେ ଅଧିକ ଅଗାଡ଼ି ବାହାରୁଛି। ଅନ୍ୟପକ୍ଷେ ଧାନରୁ...

ପ୍ରଦୂଷଣ ଆଁରେ ନୟାଗଡ଼

ନୟାଗଡ଼,୨୬।୧୧(ଲୋକନାଥ ମିଶ୍ର)ସଙ୍କଟରେ ପରିବେଶ । ବର୍ତ୍ତମାନ ପରିବେଶ, ଅସୁନ୍ତଳିତ ଜଳବାୟୁ ଓ ବିପର୍ଯ୍ୟୟ ମୁଖୀ ସବୁଜିମା ନୟାଗଡ଼ ଜିଲାରେ ଜୀବଜଗତକୁ ଧ୍ୱଂସ ମୁହଁକୁ ଠେଲି ଦେଇଛି । ପ୍ରଦୂଷଣ ଅଁାରେ ରହି ଯାଇଛି ନୟାଗଡ଼ ଜିଲା । ହେଲେ ଏହାର...

ମହାନଦୀର ସୁବଳୟାରେ ହେବ ବ୍ୟାରେଜ

ନୟାଗଡ଼,୨୦।୧୧(ଲୋକନାଥ ମିଶ୍ର): କଟକ ଜିଲାର ସୁବଳୟା ଓ ନୟାଗଡ଼ ଜିଲା ଗଣିଆ ବ୍ଲକର ରାଉତପଡାକୁ ସଂଯୋଗ କରି ମହାନଦୀରେ ହେବ ରାଉତପଡା ବ୍ୟାରେଜ । ଏଥିପାଇଁ ୧୫୭୨ କୋଟି ଟଙ୍କା ମଞ୍ଜୁର କରିବାକୁ ରାଜ୍ୟ ସରକାରଙ୍କୁ ନୟାଗଡ଼ ଜିଲା ଜଳସମ୍ପଦ...

ନୂଆଗାଁରେ ଅନର କିଲିଂ ଝିଅକୁ ପିଟି ପିଟି ହତ୍ୟା

ନୂଆଗାଁ,୧୫।୧୧(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଧୀନ ସୋରଡ଼ା ଗାଁରେ ଏକ ଅନର କିଲିଂ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ପିଟି ପିଟି ହତ୍ୟା କରିବା ପରେ ମୃତଦେହକୁ ଏକ କାରରେ ନିଆଯାଇ କନ୍ଧମାଳ ଜିଲାର ଏକ ଜଙ୍ଗଲରେ...

ଯନ୍ତ୍ରପାତି ବଢ଼ାଉଛି କୃଷି ଉତ୍ପାଦନ

ନୟାଗଡ,୧୪।୧୧(ଲୋକନାଥ ମିଶ୍ର): ନୟାଗଡ ଷ୍ଟାଡିୟମରେ ଜିଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସୋମବାର ଉଦ୍‌ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ନୟାଗଡ ବିଧାୟକ ଅରୁଣ କୁମାର ସାହୁ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଏ ଅବସରରରେ ଜିଲାପାଳ ରବୀନ୍ଦ୍ର...

କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ

ନୂଆଗାଁ,୧୪।୧୧ (ଧନେଶ୍ୱର ସାହୁ): କୃଷକ ଦେଶର ମେରୁଦଣ୍ଡ। କୃଷକର ଉନ୍ନତିରେ ଦେଶର ପ୍ରଗତି। ତେଣୁ କୃଷକମାନଙ୍କ ଉନ୍ନତି ତଥା ଉନ୍ନତଧରଣର ଚାଷ ପ୍ରଣାଳୀ ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଚାଷ ଜମିଗୁଡିକ ଜଳ ସେଚିତ ହୋଇ ପାରିଲେ...

ଧାନ କାଟି ଅଯଥାରେ ବଦନାମ ନ କରିବାକୁ ତାଗିଦ

ନୟାଗଡ଼,୧୪।୧୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲାପାଳଙ୍କ ସଦ୍‌ଭାବନା ସଭା କକ୍ଷରେ ସୋମବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବହେରା, ରଣପୁର ବିଧାୟକ...

ନୟାଗଡ କୁମ୍ଭାରପଡା ଗାଁରେ ବୋମାମାଡ, ୮ଆହତ

ନୟାଗଡ,୧୨।୧୧: ଖଣ୍ଡପଡା ଥାନା କୁମ୍ଭାରପଡା ଗାଁରେ ହେଲା ବୋମା ମାଡ। ଘଟଣାରେ ୮ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣଙ୍କୁ ଗୁରୁତରବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ରାଜନୈତିକ ଶତ୍ରୁତାରୁ ବୋମାମାଡ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଉତ୍ତେଜନାକୁ...

ଉଜୁଡ଼ିଲା ଧାନ ଫସଲ

ନୟାଗଡ଼,୧୨।୧୧(ଲୋକନାଥ ମିଶ୍ର)ବର୍ଷା ଅଭାବରୁ ପାହାଡ଼ ପର୍ବତ ପରିବେଷ୍ଠିତ ନୟାଗଡ଼ ଜିଲାରେ ଧାନ ଫସଲ ଉଜୁଡିଥିଲେ ମଧ୍ୟ ମରୁଡ଼ି ଅଞ୍ଚଳ ଘୋଷଣା କରାଯାଉ ନ ଥି୍‌ବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ଧାର କରଜ, ବ୍ୟାଙ୍କରୁ ଋଣ ଆଣିଥିବା ଚାଷୀକୁ ଋଣ...

ନୂଆ ଜିଲା ସଭାପତି ନିଯୁକ୍ତି ପରେ ଭାଜପାରେ ଫାଟ

ନୟାଗଡ,୧୧।୧୧(ଲୋକନାଥ ମିଶ୍ର): ଭାଜପାର ନବନିଯୁକ୍ତ ନୟାଗଡ ଜିଲା ସଭାପତିଙ୍କୁ ସ୍ବାଗତ ପାଇଁ ଶୁକ୍ରବାର ସ୍ବାଗତ ସମ୍ବର୍ଦ୍ଧନା ସଭା ଓ ଶୋଭାଯାତ୍ରା ନୟାଗଡ଼ ନିର୍ବାଚନମଣ୍ଡଳୀ ସମେତ ଜିଲା ରାଜନୀତିର ଦୃଶ୍ୟପଟକୁ ବଦଳାଇବା ଆରମ୍ଭ କରିଛି। ପୁରୁଣା ଜିଲା ସଭାପତି ଲାଲା ମନୋଜ...

ଶୁଖିବାକୁ ଲାଗିଛି ସୁନାମୁହିଁ ଜଳଭଣ୍ଡାର

ଖଣ୍ଡପଡ଼ା,୧୦ା୧୧(ଅଜୟ କୁମାର ମହାରଣା): ରାଜରାଜୁଡ଼ା ଅମଳରୁ ଖଣ୍ଡପଡ଼ା ସହରର ଉପକଣ୍ଠରେ ନିର୍ମାଣ ହୋଇଥିବା ସୁନାମୁହିଁ ଡ୍ୟାମ୍‌ ଏବେ ଶୁଖିବାକୁ ଲାଗିଛି। ଖଣ୍ଡପଡ଼ା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ଏହି ସୁନାମୁହିଁ ଜଳଭଣ୍ଡାରର ଜଳଧାରଣ କ୍ଷମତା ସମୟାନୁକ୍ରମେ ହ୍ରାସ ପାଇବାରେ...

ନୟାଗଡ଼ରେ ଲଜ୍ଜା: ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବଳାତ୍କାର ପରେ ଛୁରାମାଡ

ନୟାଗଡ,୧୧।୯(ଲୋକନାଥ ମିଶ୍ର) ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବଳାତ୍କାର । ବଳାତ୍କାର ପରେ ମାନସିକ ବିକୃତ ମହିଳାଙ୍କୁ ଛୁରାମାଡ କରିଛନ୍ତି ଦୁର୍ବୃତ୍ତ l ବର୍ତ୍ତମାନ ମହିଳା ଗୁରୁତର ଅବସ୍ଥାରେ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି l ଘଟଣାଟି ହେଉଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri