ଟାଟା ପାୱାରର ଦାୟିତ୍ୱହୀନତା : ବିଦ୍ୟୁତ ଆଘାତରେ ବ୍ୟବସାୟୀ ଆହତ
ପୁରୁଷୋତ୍ତମପୁର,୩୦।୧୧(ସିମାଞ୍ଚଳ ମିଶ୍ର) ଟାଟାପାୱାର ବିଦ୍ୟୁତ ବିତରଣ ଦାୟିତ୍ୱ ନେବାପରଠାରୁ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଲାଗିରହିଛ। ବିଦ୍ୟୁତ ମରାମତି ନାମରେ ଟାଟାପାୱାର ଦିନତମାମ ଲାଇନ କାଟି ଲୋକଙ୍କୁ ହନ୍ତସନ୍ତ କରିବାରେ ଲାଗିଥିବା ବେଳେ ମରାମତିର କୌଣସି...