ନୟାଗଡ଼ରେ ଲଜ୍ଜା: ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବଳାତ୍କାର ପରେ ଛୁରାମାଡ
ନୟାଗଡ,୧୧।୯(ଲୋକନାଥ ମିଶ୍ର) ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବଳାତ୍କାର । ବଳାତ୍କାର ପରେ ମାନସିକ ବିକୃତ ମହିଳାଙ୍କୁ ଛୁରାମାଡ କରିଛନ୍ତି ଦୁର୍ବୃତ୍ତ l ବର୍ତ୍ତମାନ ମହିଳା ଗୁରୁତର ଅବସ୍ଥାରେ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି l ଘଟଣାଟି ହେଉଛି...
ନୟାଗଡ଼ରେ ରୋକି ହେଉନି ବାଲ୍ୟବିବାହ
ନୟାଗଡ଼,୯।୧୧(ଲୋକନାଥ ମିଶ୍ର) ନୟାଗଡ଼ ଜିଲାରେ ବାଲ୍ୟ ବିବାହ ବଢ଼ୁଥିବାବେଳେ ଶିଶୁକନ୍ୟା ଜନ୍ମ ହାର ହ୍ରାସ ହେବା ଚିନ୍ତାର କାରଣ ପାଲଟିଛି । ଜିଲାରେ ୩୬ ପ୍ରତିଶତ ନାବାଳିକା ବିବାହ କରୁଛନ୍ତି। ଜିଲାରେ ୧ ହଜାର ପୁଅରେ ୯୧୬ ଝିଅ ଜନ୍ମ...
ଆବାସ ଯୋଜନାରେ ଅନିୟମିତତା
ନୟାଗଡ଼,୬।୧୧ (ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବଡ଼ଗୋରଡା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଲାଞ୍ଚ ଦେଲେ ବିଲ୍ ମିଳୁଛି ବୋଲି ଅଭିଯୋଗ ହେଉଛି। ଲାଞ୍ଚ ଦେଲେ ହିତାଧିକାରୀଙ୍କ ଘର ଅସମ୍ପୂର୍ଣ୍ଣ ଥିଲେ ବି କାଗଜାତରେ ସମ୍ପୂର୍ଣ୍ଣ ହୋଇ ଫାଇନାଲ...
ବର୍ଷା ନାହିଁ, ଉଜୁଡ଼ିବାକୁ ବସିଛି ଧାନଫସଲ
ରଣପୁର,୬ା୧୧(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଏନଏସି ସହିତ ବ୍ଲକର ୩୭ ପଞ୍ଚାୟତରେ ଚଳିତବର୍ଷ ଅନିୟମିତ ବର୍ଷା ଲାଗି ରହିଥିଲା। ଏଥିସହିତ ବହୁ ଦିନ ବର୍ଷା ହୋଇ ନ ଥିବାରୁ ଧାନ ଫସଲ ଉଜୁଡିବାରେ ଲାଗିଛି। ଚାଷୀ ବହୁ...
ଚିନିକଳର ସମ୍ପତ୍ତି ନିଲାମ ନେଇ ଉଠିଲା ପ୍ରଶ୍ନ
ନୟାଗଡ଼,୫।୧୦(ଲୋକନାଥ ମିଶ୍ର)ନୟାଗଡ଼ର ପାଣିପୋଇଲାସ୍ଥିତ ଚିନିକଳ କୋର୍ଟର ଅଡୁଆ ସୂତାରେ ଛନ୍ଦି ହୋଇ ପଡିଛି । କୋର୍ଟରେ ୮୪୦ କୋଟି ଟଙ୍କାର ମାମଲା ଚାଲିଥିବାବେଳେ ଏହାର ନିଲାମ ହୋଇ ପାରିବନି ବୋଲି କୁହାଯାଉଛି । ତେବେ ଋଣ ଟଙ୍କା ଫେରି ପାଇବାକୁ...
ପାଇଖାନା ଘରେ ଚାଲିଛି ମଧ୍ୟାହ୍ନଭୋଜନ ରୋଷେଇ
ନୂଆଗାଁ, ୪।୧୧ (ଧନେଶ୍ୱର ସାହୁ): ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରି ଶିକ୍ଷାନୁଷ୍ଠାନର ସମସ୍ୟା ଦୂର କରିବା ସହ ଛାତ୍ରୀଛାତ୍ରୀଙ୍କୁ ସ୍କୁଲ ପ୍ରତି ଆକୃଷ୍ଠ କରିବା ଉଦ୍ଦେଶ୍ୟରେ ବିକାଶ କରୁଥିବା କହୁଛନ୍ତି। କିନ୍ତୁ ସରକାରଙ୍କ ଶିକ୍ଷାନୁଷ୍ଠାନ ବିକାଶର ଚିତ୍ର ଦେଖିବାକୁ...
ଗଛ କଟାକୁ ନେଇ ଉଦ୍ବେଗ
ଖଣ୍ଡପଡା,୪ା୧୧(ଅଜୟ କୁମାର ମହାରଣା): ରାତି ପାହିଲା ମାତ୍ରେ ଜଣେ ବ୍ୟକ୍ତି ନିଜର ଏକ ସାଇକେଲରେ ବିଭିନ୍ନ ଚାରା, ଡାଳ, ବାଉଁଶ, ଶାବଳ ଆଦି ଧରି ପୋଖରୀ ହୁଡା, ରାସ୍ତାକଡ ଅବା ମାଳବନ୍ଧଗୁଡିକରେ ବିଭିନ୍ନ ଗଛର ସୁରକ୍ଷା ଦେଉଥିବା ବେଳେ ଗଛ...
ରୂପାନ୍ତରଣ ପରେ ବି ସୁଧୁରୁନି ଖେଳପଡ଼ିଆ ଅବସ୍ଥା
ଖଣ୍ଡପଡ଼ା,୩ା୧୧: (ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବ୍ଳକ ଅଧୀନ ଖଳିସାହି ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟଟି ୫-ଟି ରୂପାନ୍ତରଣ କାର୍ଯ୍ୟ ପରେ ବି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ୧୪ ଏକର ପରିମିତ ଜାଗା ଥିବା ବିଦ୍ୟାଳୟ ଶ୍ରେଣୀଗୃହର ଅଭାବ...
ଟ୍ରାଫିକ୍ ନବକଳେବରର ମନ୍ଥର ଗତି
ନୟାଗଡ଼ ଅଫିସ,୩।୧୧(ଲୋକନାଥ ମିଶ୍ର): ନୟାଗଡ ସହରର ଟ୍ରାଫିକ ବ୍ୟବସ୍ଥାକୁ ସଜାଡିବା ପାଇଁ ଉଦ୍ୟମ ହୋଇଥିଲା ା ନୟାଗଡ ଟ୍ରାଫିକ ପୋଷ୍ଟର ନବକଳେବର ପାଇଁ ପୁରୁଣା ବସଷ୍ଟାଣ୍ଡରେ ଶିଳାନ୍ୟାସ ହେବାର ୭ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଛି । ହେଲେ...
ସୂଚନା ଫଳକରେ ଅଟକିଛି ମନ୍ଦିର ଉନ୍ନତୀକରଣ
ଖଣ୍ଡପଡ଼ା,୩ା୧୧(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ସହରର ୮ନଂ. ୱାର୍ଡ ଅଧୀନ କୁମ୍ଭାରସାହି ନିକଟରେ ଥିବା ଶ୍ରୀ ବାଲୁଙ୍କେଶ୍ୱର ଦେବ ପ୍ରାଚୀନ ଶୈବ ପୀଠର ଉନ୍ନତିକରଣ କାର୍ଯ୍ୟ କେବଳ ଶିଳାନ୍ୟାସ ଫଳକରେ ସୀମିତ ରହିଛି। ଖଣ୍ଡପଡ଼ା ଏନଏସି କତ୍ତୃପକ୍ଷ ଉକ୍ତ ମନ୍ଦିରର...
ରାସ୍ତାକାମ ଅଧାପନ୍ତରିଆ କରି ଠିକାଦାର ଛୁ
ଗଣିଆ,୩ା୧୧(ସନ୍ତୋଷ କୁମାର ପ୍ରଧାନ): ଗଣିଆ-କୁତୁରୀ ପୂର୍ତ୍ତ ବିଭାଗ ରାସ୍ତାକୁ ଅକ୍ତିଆର କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ଏହି ରାସ୍ତାର ଗଣିଆଠାରୁ ବଡ଼ମୂଳ ପର୍ଯ୍ୟନ୍ତ ନବୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡି) ହାତକୁ ନେଇଛି। ଗତ ୫ବର୍ଷ ତଳେ ପ୍ରଥମ...
ବିପଦସଙ୍କୁଳ ଅବସ୍ଥାରେ ବାଳିକା ହାଇସ୍କୁଲ
ଖଣ୍ଡପଡ଼ା,୨ା୧୧(ଅଜୟ କୁମାର ମହାରଣା)ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ୍ରେ ନୂତନ ବିଡିଓ ଭାବେ ଅଙ୍କୁର ଅଭିଷେକ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ଖଣ୍ଡପଡ଼ା ବ୍ଲକ ଅଧୀନ କଣ୍ଟିଲୋ କୁଞ୍ଜବିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବଡ଼ବାଣପୁର ବସନ୍ତ କୁମାର ବିଦ୍ୟାପୀଠ...
Archives


