ମନ୍ଦିରକୁ ବଜ୍ରପାତ ଭୟ
ନୟାଗଡ଼,୩।୯(ଲୋକନାଥ ମିଶ୍ର)ମନ୍ଦିରକୁ ବଜ୍ରପାତ ଭୟ। ନୟାଗଡ଼ ଜିଲାର ଦେବୋତ୍ତର ବିଭାଗ, ଏଣ୍ଡାଓମେଣ୍ଟ କମିଶନଙ୍କ ଅଧୀନରେ ଥିବା ମନ୍ଦିର, ବେସରକାରୀ ମନ୍ଦିର ପରି ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ମନ୍ଦିରରେ ଲାଇଟ ଆରେଷ୍ଟର ଓ ଡବଲ ଆର୍ଥିଂ ବ୍ୟବସ୍ଥା ନ ଥିବାରୁ...
ନୟାଗଡ଼,୩।୯(ଲୋକନାଥ ମିଶ୍ର)ମନ୍ଦିରକୁ ବଜ୍ରପାତ ଭୟ। ନୟାଗଡ଼ ଜିଲାର ଦେବୋତ୍ତର ବିଭାଗ, ଏଣ୍ଡାଓମେଣ୍ଟ କମିଶନଙ୍କ ଅଧୀନରେ ଥିବା ମନ୍ଦିର, ବେସରକାରୀ ମନ୍ଦିର ପରି ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ମନ୍ଦିରରେ ଲାଇଟ ଆରେଷ୍ଟର ଓ ଡବଲ ଆର୍ଥିଂ ବ୍ୟବସ୍ଥା ନ ଥିବାରୁ...
ନୟାଗଡ଼,୨ା୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିପାରିିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଓଗ୍ରାଫିକାଲ୍ ଇଣ୍ଡିକେଶନ(ଜିଆଇ) ଟ୍ୟାଗ୍ ମାନ୍ୟତା ପାଇଁ ଅଗଷ୍ଟ ୩୧ ଗୁରୁବାର ଜର୍ନାଲ ନଂ. ୧୭୮ରେ...
ନୟାଗଡ଼,୩୧।୮(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିସତ୍ାଳୟ(ଡିଏଚଏଚ)ରେ ଇଟାମାଟିର ରାଜ କିଶୋର ସାହୁ(୬୦) ନାମକ ଜଣେ ବୃଦ୍ଧ ମରିବାର ୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କଲେ ନାହିଁ । ତେବେ ଏ ଘଟଣା ପ୍ରଚାରିତ ପରେ...
ରଣପୁର,୨୯ା୮(ସୁକାନ୍ତ କିଶୋର ଡ଼ାକୁଆ ): ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଲାଗି ରହୁଥିଲା ବେଳେ ପାଳି କରି ରୋଗୀସେବା ଚାଲିଛି। ଶଯ୍ୟାଗୁଡିକ ଖାଲି ପଡୁଥିଲା ବେଳେ ସେବା ନ ପାଇ ରୋଗୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ମୁହଁ ଫେରାଇ...
ନୟାଗଡ଼ ଅଫିସ,୨୮ା୮(ଲୋକନାଥ ମିଶ୍ର): ବଣପାହାଡ ଘେରା ନୟାଗଡ଼ ଜିଲାରେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ରହିଥିଲେ ହେଁ ଅପାଠୁୁଆ, ନକଲି ଡାକ୍ତର ତଥା କ୍ୱାକ୍ଙ୍କ ଚାହିଦା ବଢ଼ି ଚାଲିଛି। ଘରକୁ ଘର ବୁଲି କ୍ୱାକ୍ ରୋଗୀମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ପୁଣି ଟଙ୍କା ନ...
ଭାପୁର,୨୮।୮(ଭରତ କୁମାର ବେହେରା): ଗତ କିଛି ବର୍ଷ ହେବ ଦୁର୍ନୀତିକୁ ନେଇ ଭାପୁର ବ୍ଲକ ସମଗ୍ର ରାଜ୍ୟରେ ଚର୍ଚ୍ଚାରେ ଥିବାବେଳେ ଏବେ ନିମ୍ନମାନର କାମ ପୁଣିଥରେ ସାମ୍ନାକୁ ଆସିଛି ା ପୂର୍ବରୁ ଏକାଧିକ ରାସ୍ତା, ଗୋଟିଏ ରାସ୍ତାକୁ ୨୧ଥର ବିଲ୍...
ନୟାଗଡ଼,୨୭।୮(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଅସହାୟ ବୃଦ୍ଧାବୃଦ୍ଧ ଓ ଅଚିହ୍ନା ଅଜଣା ରୋଗୀ ଉପେକ୍ଷିତ ହୋଇ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ସେମାନଙ୍କୁ ସେବା ଯୋଗାଇବାକୁ ସ୍ବେଚ୍ଛାସେବୀ ମିଳୁ ନାହାନ୍ତି । ଅନ୍ୟପକ୍ଷେ କିଛି ହାତଗଣତି ସ୍ବେଚ୍ଛାସେବୀ ଉଦ୍ଧାର କରି ଜିଲା ମୁଖ୍ୟ...
ନୟାଗଡ଼ (ଲୋକନାଥ ମିଶ୍ର)/ ଭୁବନେଶ୍ୱର (ଅନିଲ ଦାସ) ୨୭ା୮ନୟାଗଡ଼ ସହର ପିଡବ୍ଲ୍ୟୁଡି ଗଳିର ବରିଷ୍ଠ କଂଗ୍ରେସ ନେତ୍ରୀ ସନ୍ଧ୍ୟା ମହାପାତ୍ରଙ୍କ ଭୁବନେଶ୍ୱର ବାସଭବନରେ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ ପ୍ରଦେଶ ମହିଳା କଂଗ୍ରେସ ଉପସଭାନେତ୍ରୀ,...
ନୟାଗଡ,୨୫।୮(ଲୋକନାଥ ମିଶ୍ର): ଜବରଦଖଲକୁ ଏଡ଼ାଇବା ପାଇଁ ନୟାଗଡ଼ର ହାର୍ଟ କୁହାଯାଉଥିବା ପୁରୁଣା ଜେଲ ଜମିକୁ ମ୍ୟୁନିସିପାଲିଟି ପକ୍ଷରୁ ସିମେଣ୍ଟ ଖୁଣ୍ଟ ପୋତା ଯାଉଥିବାବେଳେ ତାର ବାଡ ବୁଲାଇବାର ବ୍ୟବସ୍ଥା ରହିଛି। ତେବେ ପୁରୁଣା ଜେଲ ଜମିର କିଛି ଅଂଶରେ ପରିବା...
ରଣପୁର,୨୫ା୮(ସୁକାନ୍ତ କିଶୋର ଡ଼ାକୁଆ): ନୟାଗଡ଼ ଜିଲା ରଣପୁର ଏନ୍ଏସି ସହ ବ୍ଲକର ୩୭ଟି ପଞ୍ଚାୟତରେ ଚଳିତବର୍ଷ ପର୍ଯ୍ୟାପ୍ତ ପରିମାଣର ବର୍ଷା ନ ହେବାରୁ ଜମି ପଡ଼ିଆ ପଡ଼ିଥିବା ବେଳେ ମରୁଡ଼ି ହେବା ନେଇ ଚାଷୀ ଆଶା ଆଶଙ୍କାରେ ରହିଛନ୍ତି। ଜୁନଠାରୁ...
ଗଣିଆ, ୨୨ା ୮(ସନ୍ତୋଷ କୁମାର ପ୍ରଧାନ): ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳ ପକ୍ଷରୁ ମହାନଦୀରେ କୁମ୍ଭୀର ଆତଙ୍କ ଆଶଙ୍କା ନେଇ ଲୋକଙ୍କୁ ସତର୍କ ରହିବା ପାଇଁ ଗଁା ଗଁା ବୁଲି ସଚେତନତା କରାଯାଇଛି। ଚଳିତବର୍ଷା ଋତୁରେ ମହାନଦୀରେ...
ନୟାଗଡ଼,୨୧।୮(ଲୋକନାଥ ମିଶ୍ର):ନୟାଗଡ଼ ସଦର ଥାନା ବାଲୁଗଁା ଅଞ୍ଚଳର ଏକ ହାଇସ୍କୁଲରେ ୫ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କ ଫଟୋକୁ ମୁହଁ ଅସଲି ରଖି ଶରୀରକୁ ଉଲଗ୍ନ କରି ଭାଇରାଲ କରାଯାଇଛି। ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଏହା ଘୁରି ବୁଲୁଛି।...