ଗୟଳ ଆକ୍ରମଣରେ ଛେଳି ଚରାଳି ଗୁରୁତର
ଓଡ଼ଗାଁ,୧୮ା୬(ଆଦର୍ଶ କୁମାର ପଟ୍ଟନାୟକ): ଓଡ଼ଗାଁ ଆଦର୍ଶ ଥାନା ଭାଡ଼ିକିଳା ପଞ୍ଚାୟତ ରଗଡ଼ିମଡ଼ା ଗ୍ରାମର ଜଣେ ଛେଳି ଚରାଳି ଗୟଳ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି। ସୂଚନାନୁଯାୟୀ, ରଗଡିମଡ଼ା ଗ୍ରାମର ଶ୍ୟାମ ପାତ୍ର (୪୮) ଛେଳି ଚରାଇବା ପାଇଁ ରବିବାର ସକାଳେ...