ନୟାଗଡ଼

ଇଂଲିଶ୍‌ ନୁହେଁ, ଓଡ଼ିଆରେ ଆସିବ ବିଦ୍ୟୁତ୍‌ ବିଲ୍‌

ନୟାଗଡ଼ ଅଫିସ,୭।୪: ବିଦ୍ୟୁତ୍‌ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି ବିଦ୍ୟୁତ୍‌ ବିଲ୍‌ ଆଉ ଇଂଲିଶରେ ନ ଆସି ଓଡିଆରେ ଗ୍ରାହକଙ୍କ ପାଖକୁ ଆସିବ । ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେବାକୁ ଥିଲେ ଲାଲ ରଙ୍ଗରେ ଲେଖା ଥାଇ...

ଅବକ୍ଷୟମୁଖୀ ଚଇତି ଘୋଡ଼ାନାଚ

ଖଣ୍ଡପଡ଼ା,୭ା୪(ସ୍ବ.ପ୍ର.): ବୃତ୍ତି ସହ ପର୍ବର ସମ୍ପର୍କ ଭିତରେ ଉଜ୍ଜୀବିତ ଆମର ପରମ୍ପରା। କୈବର୍ତ୍ତ ସମ୍ପ୍ରଦାୟର ଲୋକଙ୍କ ଆରାଧ୍ୟ ହେଉଛନ୍ତି ମା’ବାସୁଳୀ। ଘୋଡ଼ାନାଚ ବାସୁଳୀ ପୂଜାର ଅଂଶ ବିଶେଷ। ଆମ କଳା ସଂସ୍କୃତିକୁ ପରିପୁଷ୍ଟ କରିବା ଦିଗରେ ଘୋଡ଼ାନାଚର ବହୁ ଅବଦାନ...

ଜୁଲମ କରୁଛି ବିଦ୍ୟୁତ୍‌ ବିଭାଗ, ଉପଭୋକ୍ତା ଅତିଷ୍ଠ

ନୟାଗଡ଼ ଅଫିସ,୬ା୪: ନୟାଗଡ଼ ଜିଲାରେ ବିଦ୍ୟୁତ୍‌ ବିଭାଗର ମନମାନି ବଢ଼ି ଚାଲିଛି। ଏଥିପାଇଁ ଉପଭୋକ୍ତାମାନେ ଆର୍ଥିକ ଓ ମାନସିକସ୍ତରରେ ନିର୍ଯାତିତ ହେଉଛନ୍ତି। ଅଭିଯୋଗ ସତ୍ତ୍ୱେ ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଅଧିକାଂଶ ଉପଭୋକ୍ତା ଅଭିଯୋଗ କରି ଥକିପଡ଼ିବା ପରେ...

୪୭ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ନୟାଗଡ଼ ଅଫିସ, ୫।୪:ନୟାଗଡ଼ ଅବକାରୀ ବିଭାଗର କର୍ମଚାରୀମାନେ ବୁଧବାର ଇଟାମାଟି ପାଇକସାହିର ଦଣ୍ଡପାଣି ପ୍ରଧାନଙ୍କୁ ଇଟାମାଟି ଫିଲ୍ମ ହଲ ନିକଟରୁ ଗିରଫ କରି ୪୭ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି। ଯାହାର ଦାମ ୫ ଲକ୍ଷଟଙ୍କା ହେବ ବୋଲି...

ଅଧିକାରୀଙ୍କ ଲିଖିତ ପ୍ରତିଶ୍ରୁତି ପାଣିରଗାର

ନୂଆଗାଁ,୩।୪ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସୋରଡ଼ା ଛକଠାରୁ ଗୌଡ ଚାଞ୍ଚେରାପଲି ଦେଇ ଯାଇଥିବା ଆର୍‌ଡି ରାସ୍ତାରେ ବେଲପା ନଦୀର ପୋଲ ଭୁଶୁଡିବାକୁ ପ୍ରାୟ ଅଢେଇ ବର୍ଷ ପୁରିଲାଣି । କିନ୍ତୁ ଠିକାଦାର ପୋଲ ନିର୍ମାଣ କରିବାରେ ଅବହେଳା...

ପୁଆଣିଆଁ କ୍ରଶର ପାଇଁ ନାହିଁ ଆଇନ୍‌

ନୟାଗଡ଼ ଅଫିସ,୩।୪: ନୟାଗଡ଼ ଜିଲା ଓଡ଼ଗାଁ ତହସିଲ ଗୋତିସାହି ଆରଆଇ ଅଫିସର ପୁଆଣିଆଁ ଅଞ୍ଚଳରେ କ୍ରଶର ଜଙ୍ଗଲକୁ ନଷ୍ଟ କରି ଚାଲିଛି ବୋଲିି ଅଭିଯୋଗ ହେଉଛି । ଏଠାରେ ବର୍ଷକର ଟାର୍ଗେଟକୁ ମାସକରେ ଶେଷ କରି ସରକାରଙ୍କ ରାଜସ୍ବ ହରିଲୁଟ୍‌...

ଅସରାଏ ବର୍ଷାରେ ମଧୁବନ ମିନିଷ୍ଟାଡିୟମ ଜଳାର୍ଣ୍ଣବ

ଖଣ୍ଡପଡ଼ା,୩ା୪(ସ୍ବ.ପ୍ର.): ଅଦିନିଆ ବର୍ଷାରେ ଖଣ୍ଡପଡ଼ା ମଧୁବନ ମିନିଷ୍ଟାଡିୟମ ପରିସରରେ ବର୍ଷା ପାଣି ଜମି ରହି ସମସ୍ୟା ସୃଷ୍ଟି କରୁଛି। ଅଦିନିଆ ଲଗାଣ ବର୍ଷା ପ୍ରଭାବରେ ଖେଳପଡ଼ିଆ ପରିସର ଜଳାର୍ଣ୍ଣବ ହୋଇ ଉଠୁଥିବାରୁ ଏ ନେଇ କ୍ରୀଡାବିତ୍‌ ଓ ସହରବାସୀଙ୍କ ମଧ୍ୟରେ...

କୋଟିଏ ଟଙ୍କା ବ୍ୟୟ ପରେ ବି ପାନୀୟ ଜଳ ଯୋଗାଣ ସ୍ବପ୍ନ

ନୂଆଗାଁ,୩।୪(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିଙ୍ଗାରପଲି ପଞ୍ଚାୟତରେ ପାନୀୟ ଜଳ ଯୋଗାଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତି ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ହେଲେ ବିଭାଗୀୟ...

ପ୍ରମାଣ ଅଭାବରୁ ଖସି ଯାଉଛନ୍ତି ଅଭିଯୁକ୍ତ

ନୟାଗଡ଼ ଅଫିସ,୩।୪: କୋର୍ଟରେ ପ୍ରମାଣ ଅଭାବରୁ ଖସି ଯାଉଛନ୍ତି ମାଓବାଦୀ। ବିଭିନ୍ନ ସମୟରେ ଗିରଫ ହୋଇଥିବା ୧୯ ଅଭିଯୁକ୍ତ ମାଓବାଦୀରୁ ୧୬ ଜଣ ନିର୍ଦ୍ଦୋଷରେ ଖଲାସ ହୋଇ ସାରିଲେଣି। ଅନ୍ୟପକ୍ଷେ ଜେଲରେ ଥିବାବେଳେ ୨୦୦୯ରେ ଶୁଭଙ୍କର ଓ ୨୦୨୧ରେ ରବି...

ଅଦିନିଆ ବର୍ଷାରେ ଉଜୁଡିଗଲା ଫସଲ, ଚିନ୍ତାରେ ଚାଷୀ

ଖଣ୍ଡପଡା,୩୧ା୩(ସ୍ବ.ପ୍ର.): ପଶ୍ଚିମା ଝଡ଼ ପ୍ରଭାବରେ ଅଦିନିଆ ବର୍ଷା ସାଙ୍ଗକୁ ପବନ ଓ କୁଆପଥର ବୃଷ୍ଟି ଯୋଗୁ ପନିପରିବା ଓ ରବି ଫସଲ ଉଜୁଡି ଯାଇଛି। ଖଣ୍ଡପଡ଼ା ବ୍ଲ୍ଳକ ଅଧୀନ ରାଣୀପଡ଼ା, ଶାଳଝରିଆ, ଗୁଣ୍ଠୁଣି, ଶିଖରପୁର, ସାହସପୁର, ବାଣପୁର, ସିଧାମୂଳା, ବୋଦସା...

୩୨ବର୍ଷର ଗ୍ରାମର ଗୋଷ୍ଠୀ ବିବାଦ ସମାଧାନ

ଶରଣକୁଳ,୩୧ା୩(ଡି.ଏନ.ଏ.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ଖଳିପାଟଣା ଏବଂ କୋତରଙ୍ଗ ଗାଁର ଗୋଷ୍ଠୀ ବିବାଦ ୩୨ବର୍ଷ ଧରି ଲାଗି ରହିଥିଲା। ଶେଷରେ ଏହାର ସମାଧାନ ଗୁରୁବାର ହୋଇଯାଇଛି। ଏ ନେଇ ଜାନୁୟାରୀ ୧୯ ତାରିଖରେ ଜିଲାପାଳ ନୟାଗଡ଼ଙ୍କ ସମ୍ମିଳନୀ କକ୍ଷରେ...

ନିର୍ମାଣ ଶ୍ରମିକଙ୍କ ୨୧,୮୪୪ ଆବେଦନ ବାତିଲ

ନୟାଗଡ଼ ଅଫିସ,୩୧।୩: ନୟାଗଡ଼ ଜିଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ଜିଲା ଶ୍ରମ ଅଧିକାରୀଙ୍କ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ୨୧,୮୪୪ ଆବେଦନକୁ ବାତିଲ କରାଯାଇଛି। ଏହାପରେ ଶ୍ରମିକମାନେ ଏହାକୁ ବିରୋଧ କରିଛନ୍ତି। ଜିଲା ଶ୍ରମ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି ବିରୋଧରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri