୫ଶହ ବର୍ଷର ପରମ୍ପରା ମୁଣ୍ଡ ରାମଲୀଳା
ଶରଣକୁଳ,୧ା୫(ଡି.ଏନ.ଏ.): ନୟାଗଡ଼ ଜିଲା ତା’ର ଅନନ୍ୟ ଲୋକକଳା ପାଇଁ ବିଖ୍ୟାତ। ନୟାଗଡ଼ର ଢ଼େଣୁକୋଇଲା, ବାଉଁଶରାଣୀ ଖେଳ, ଢ଼ୁମ୍ପା, ଦଣ୍ଡନୃତ୍ୟ, ମୁଣ୍ଡପୋତା କେଳା ଅଭିନୟ, ଯୋଗୀ କେନ୍ଦେରା ଗୀତ, କଣ୍ଢେଇ ନାଚ, ଏକକ ନୃତ୍ୟାଭିନୟ, ଦାସକାଠିଆ ଓ ଘୁଡ଼ୁକୀ ନୃତ୍ୟ ସାରା...
ଫଳକରେ ବିପଦସଙ୍କୁଳ ଲେଖି ଭୁଲିଗଲେ
ନୟାଗଡ଼ ଅଫିସ,୧।୫: ଆବଶ୍ୟକ ସ୍ଥାନରେ ସେତୁ ନିର୍ମାଣ ନ କରିବା ଓ ବିପଦସଙ୍କୁଳ ସେତୁକୁ ଭାଙ୍ଗି ନୂଆ ସେତୁ ନିର୍ମାଣ କରିବାକୁ ସରକାର ଭୁଲି ଯାଇଛନ୍ତି। ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଏହାକୁ ବିରୋଧ କରି...
ସୁରକ୍ଷିତ ନୁହନ୍ତି ବନ୍ୟପ୍ରାଣୀ
ନୟାଗଡ଼ ଅଫିସ,୩୦।୪: ନୟାଗଡ଼ ବନଖଣ୍ଡର ବିଭିନ୍ନ ଜଙ୍ଗଲ ଓ ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ଆଉ ବନ୍ୟପ୍ରାଣୀ ସୁରକ୍ଷିତ ନୁହନ୍ତି । ନୟାଗଡ଼ ଜିଲାର ବିଭିନ୍ନ ଜଙ୍ଗଲରେ ଶିକାରୀ ସକ୍ରିୟ ହୋଇଥିବାବେଳେ ବନବିଭାଗ ଏହାର...
ବଢ଼ୁଛି ୨ ନଦୀବନ୍ଧ ବିସ୍ଥାପିତଙ୍କ ଦୁଃଖ
ନୟାଗଡ଼ ଅଫିସ,୨୮।୪: ନୟାଗଡ଼ ଜିଲାର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ଥାନୀୟ ଆଦିବାସୀଙ୍କୁ ଲୋଭ ଦେଖାଇ ଭୋଗ ଦଖଲ ଜମିରେ କାଜୁ କର୍ପୋରେଶନ କାଜୁ ଗଛ ଲଗାଇଲେ। କାଜୁ ଗଛକୁ ଆଦିବାସୀଙ୍କ ଦ୍ୱାରା ରକ୍ଷଣାବେକ୍ଷଣ କରାଗଲା । ହେଲେ ଫଳ...
ହାତୀ ଆକ୍ରମଣରେ ଚାଷୀ ମୃତ
ନୟାଗଡ଼ ଅଫିସ/ରଣପୁର,୨୭।୪: ରଣପୁର ବ୍ଲକ ମହତପଲ୍ଲା ପଞ୍ଚାୟତ ବନ୍ଧପଲ୍ଲା ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଜଗବନ୍ଧୁ ଜେନା (୪୨)। ସୂଚନାନୁସାରେ, ବୁଧବାର ବିଳମ୍ବିତ ରାତିରେ ଜଗବନ୍ଧୁ ନିଜ ଜମିରେ ଧାନ ଫସଲ ଜଗିବାକୁ...
୩ ମାସରେ ବି ଅପ୍ଡେଟ ହେଉନି ନିଲାମ ଖଣି
ନୟାଗଡ଼ ଅଫିସ,୨୭।୪: ନିଲାମ ଖଣିକୁ ୩ ମାସ ମଧ୍ୟରେ ମାପଚୁପ କରାଯାଇ ଅପ୍ଡେଟ କରାଯିବାର ସରକାରୀ ନିୟମ ରହିଛି ା ହେଲେ ନୟାଗଡ଼ ଜିଲାରେ ସରକାରୀ ନିର୍ଦ୍ଦେଶନାମା ଶୀତଳଭଣ୍ଡାରରେ ପଡି ରହୁଛି । ଏଣୁ ମୟୂରଝାଲିଆ ଓ ପୁଅଁାଣିଆ ପରି...
ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ: ୨ ଗୁରୁତର
ନୟାଗଡ଼ ଅଫିସ, ୨୫।୪: ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଭାପୁର ଥାନା ଭାଲୁଖାଇ ଗାଁରେ। ଗୁରୁତରଙ୍କୁ ଭାପୁର ଡେିକାଲରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗାଁରେ ପୋଖରୀ ଖୋଳା...
ଶୈଳବାଳାଙ୍କୁ ମିଳୁନି ଆବାସ
ବୋଲଗଡ଼,୨୪ା୪(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଧଳାପଥର ପଞ୍ଚାୟତ ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମର ଶୈଳବାଳା ପଣ୍ଡା ଦୀର୍ଘ ଦିନଧରି ଭଙ୍ଗା କୁଡ଼ିଆରେ ଜୀବନ ବିତାଉଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏ ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇପାରିଲେ ନାହିଁ। ଏନେଇ...
ଡାୟାଲିସିସ୍ ସେବା ୟୁନିଟ୍ରେ ଏସି, ଫ୍ୟାନ୍ ଅଚଳ
ନୟାଗଡ଼ ଅଫିସ,୨୪।୪: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପିପିପି ମୋଡ଼ରେ ଚାଲିଥିବା ସହାୟ ନିଃଶୁଳ୍କ ଡାୟାଲିସିସ୍ ସେବା ୟୁନିଟରେ ଏସି ଓ ଫ୍ୟାନ ଅଚଳ ଯୋଗୁ କିଡ୍ନୀ ରୋଗୀ ହଟହଟା ହେଉଛନ୍ତି । ପ୍ରାୟ ୧ମାସ ହେଲା ଫ୍ୟାନ...
ଡାଲି ଜାତୀୟ ଗବେଷଣାଗାର ଫାର୍ମରେ ଅଖିମୁଠି ଅନୁକୂଳ କଲେ ଜିଲାପାଳ
ନୟାଗଡ଼ ଅଫିସ,୨୩।୪: କୃଷି ଓ କୃଷକଙ୍କ ଆଦ୍ୟପର୍ବ ଅକ୍ଷୟ ତୃତୀୟାରେ ପୂଜାପାଠ ଓ ହୋମ ପରେ ନୟାଗଡ଼ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଅକ୍ଷିମୁଠି ଅନୁକୂଳ କରିଛନ୍ତି। ଜିଲା ସଦର ମହକୁମାର ଡାଲି ଜାତୀୟ ଗବେଷଣାଗାର ଫାର୍ମରେ ଜିଲାପାଳ...
ଚଳିତବର୍ଷ ଶ୍ରୀ ନୀଳମାଧବଙ୍କ ଚନ୍ଦନଯାତ୍ରା ବନ୍ଦ
ଖଣ୍ଡପଡ଼ା, ୨୩।୪: (ସ୍ବ.ପ୍ର.) ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ କଣ୍ଟିଲୋର ଶ୍ରୀ ନୀଳମାଧବ କ୍ଷେତ୍ର ସର୍ବଜନ ବିଦିତ ା ଏହି କ୍ଷେତ୍ରର ଚନ୍ଦନ ଯାତ୍ରା ଅନନ୍ୟ ା ପ୍ରତି ବର୍ଷ ଅକ୍ଷୟ ତୃତୀୟାଠାରୁ ୨୧ ଦିନ ଶ୍ରୀଜୀଉଙ୍କ ଚନ୍ଦନ ଯାତ୍ରା...
ଦଶପଲ୍ଲାରେ ଫୁଟିଲା ବୋମା
ନୟାଗଡ଼ ଅଫିସ,୨୨।୪:ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ସମ୍ମୁଖ ନେତାଜୀ ମଇଦାନ ରାସ୍ତାର ନାରାୟଣଗଞ୍ଜ ହାଟ ରାସ୍ତାରେ ବୋମା ଫୁଟିଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ହାଟ ରାସ୍ତାରେ ଗୋଟିଏ ବୋମା ଫୁଟିଥିବା ବେଳେ ଅନ୍ୟଟିକୁ ଦଶପଲା ପୋଲିସ ଜଗିରହିଛି। ନୟାଗଡ଼ରୁ...
Archives


