ନବଘନପୁର ସରପଞ୍ଚ ନିଲମ୍ବିତ ମାମଲା: ତଳ କୋର୍ଟଙ୍କ ରାୟ କାଏମ
ନୟାଗଡ଼ ଅଫିସ,୮।୩: ନୟାଗଡ଼ ଅତିରିକ୍ତ ଜିଲା ଜଜଙ୍କ କୋର୍ଟରେ ନବଘନପୁର ସରପଞ୍ଚ ନିଲମ୍ବିତ ମାମଲା ଶୁଣାଣି ହୋଇଛି। ଅତିରିକ୍ତ ଜିଲା ଜଜ୍ ଲିଲି ସେନାପତି ତଳ କୋର୍ଟଙ୍କ ରାୟକୁ କାଏମ ରଖିବା ସହ ଚିତ୍ତରଞ୍ଜନ ଭଞ୍ଜଙ୍କୁ ସରପଞ୍ଚ ପଦବୀରେ କାର୍ଯ୍ୟ...