ରାସ୍ତା ଅଭାବ ଗୁରୁତର ରୋଗୀଙ୍କ ପାଇଁ କାଳ
ନୟାଗଡ଼ ଅଫିସ,୨୩।୨: ଗାଁକୁ ରାସ୍ତା ନ ଥିବାରୁ ଗୁରୁତର ରୋଗୀଙ୍କୁ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚା ଯାଇପାରୁନାହିଁ । ଆମ୍ବୁଲାନ୍ସ ଗାଁକୁ ଆସୁନାହିଁ । ଏପରି ପରିସ୍ଥିତି ପାଇଁ ଆଶୁ ଚିକିତ୍ସା ଅଭାବରୁ ରୋଗୀମାନଙ୍କ ଜୀବନ ଯାଉଛି । ନୟାଗଡ଼...
ନୟାଗଡ଼ ଅଫିସ,୨୩।୨: ଗାଁକୁ ରାସ୍ତା ନ ଥିବାରୁ ଗୁରୁତର ରୋଗୀଙ୍କୁ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚା ଯାଇପାରୁନାହିଁ । ଆମ୍ବୁଲାନ୍ସ ଗାଁକୁ ଆସୁନାହିଁ । ଏପରି ପରିସ୍ଥିତି ପାଇଁ ଆଶୁ ଚିକିତ୍ସା ଅଭାବରୁ ରୋଗୀମାନଙ୍କ ଜୀବନ ଯାଉଛି । ନୟାଗଡ଼...
ନୟାଗଡ଼ ଅଫିସ,୨୧ା୨:ପରିଚଳାନାରେ ତ୍ରୁଟି କାରଣରୁ ସଙ୍କଟରେ ନୟାଗଡ଼ ଜିଲା ମୁଖ୍ୟ ଚିକିସତ୍ାଳୟ ପରିସରରେ ଥିବା ରକ୍ତ ଭଣ୍ଡାର । ଫେବୃୟାରୀରେ ଶୂନ୍ୟ ହୋଇ ଯାଉଛି ରକ୍ତ ଭଣ୍ଡାର। ଏପରିକି ରିଜର୍ଭ ଷ୍ଟକକୁ ଶେଷ କରି ଦେଉଛନ୍ତି । ଗୁରୁତର ରୋଗୀଙ୍କ...
ନୟାଗଡ଼ ଅଫିସ,୨୧ା୨:ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ ଇନ୍ସୁଲିନ୍ ମିଳୁନି। ରୋଗୀ ୧୫ ଦିନ ହେଲା ନିରାମୟ କାଉଣ୍ଟର ସମ୍ମୁଖରେ ଧାଡିରେ ଛିଡା ହୋଇ ଅପେକ୍ଷା କରି କରି ଫେରୁଛନ୍ତି। ଏଭଳି ଅସୁବିଧାକୁ ସମାଧାନ କରାଯାଉ ନ ଥିବାରୁ ଅସନ୍ତୋଷ...
ନୂଆଗାଁ,୨୦।୨ (ଡି.ଏନ.ଏ.):ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ଅଧୀନ ବିଭିନ୍ନ ଜଙ୍ଗଲରୁ ମୂଲ୍ୟବାନ ଗଛ ସବୁ ଚୋରି ହେଉଥିବା ବେଳେ ଏଥିପ୍ରତି ବନ ବିଭାଗ କର୍ମଚାରୀଙ୍କ ଭ୍ରୁକ୍ଷେପ ନାହିଁ। ସେହିପରି ସାମାନ୍ୟ ଖରା ଆରମ୍ଭ ହୋଇଥିବା ବେଳେ ଜଙ୍ଗଲ ଜଳୁଥିଲେ ମଧ୍ୟ...
ନୟାଗଡ଼ ଅଫିସ,୨୦।୨: ନୟାଗଡ଼ ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍) କାର୍ଯ୍ୟ ପାଇଁ ଶ୍ରମିକ ମିଳୁନାହାନ୍ତି। ସେପଟେ ପେଟ ଚାଖଣ୍ଡକ ପାଇଁ ଶ୍ରମିକ ଭିଟାମାଟି ଛାଡୁଥିବା ଅଭିଯୋଗ ହେଉଛି। କେଉଁଠି ତ୍ରୁଟି ରହିବା...
ନୟାଗଡ଼ ଅଫିସ/ଦଶପଲ୍ଲା, ୨୦ା୨(ଡି.ଏନ୍.ଏ.): ନୟାଗଡ ଜିଲା ଦଶପଲ୍ଲା ଥାନା ଶିମିଳିସାହି ଗାଁରେ ଜଣେ ଭିନ୍ନକ୍ଷମ ଯୁବକଙ୍କୁ ତାଙ୍କ ସାବତ ମା’ ସମ୍ପତ୍ତି ଲୋଭରେ ମାଡ଼ ମାରିବା ସହ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି କି ବିଷ...
ନୟାଗଡ଼ ଅଫିସ,୧୯।୨: ଫେକ୍ ଆକାଉଣ୍ଟରେ ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନୟାଗଡ଼ ଟାଉନ ଥାନା ପୋଲିସ ନୟାଗଡ଼ ସହରରର ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ପୂର୍ବତନ ରିଲେଶନ ଅଫିସରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ...
ନୟାଗଡ଼ ଅଫିସ/ଭାପୁର,୧୭ା୨(ଡି.ଏନ.ଏ.): ନୟାଗଡ ଜିଲା ଭାପୁର ବ୍ଲକରେ କୋଟି କୋଟି ଟଙ୍କାର ଫଲସ୍ ବିଲ୍ ହେବା ପରେ ଏହା ଚର୍ଚ୍ଚାକୁ ଆସିଥିଲା। ଏପରିପ୍ରେକ୍ଷୀରେ ଭାପୁର ବ୍ଲକ ପଦ୍ମାବତୀ ପଞ୍ଚାୟତରେ କୂଅ ଓ ପୋଖରୀ ଫଲସ୍ ବିଲ୍ ଘଟଣାର ତଦନ୍ତ ହୋଇଛି।...
ନୟାଗଡ଼ ଅଫିସ,୧୭।୨: ନୟାଗଡ଼ ବନଖଣ୍ଡ ନୟାଗଡ଼ ରେଞ୍ଜ୍ର ଖେଡ଼ପଡା ଫରେଷ୍ଟ ଅନ୍ତର୍ଗତ ରାସୋଳ ଜଙ୍ଗଲ ଜଳୁଛି। ଗୁରୁବାର ପୂର୍ବାହ୍ନରୁ ଜଙ୍ଗଲରେ ନିଆଁ ଲାଗିଥିବାବେଳେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିନାହାନ୍ତି। ଅନ୍ୟପକ୍ଷେ ବୁଧବାର ରାଜଗିରି ପାହାଡରେ...
ନୟାଗଡ଼ ଅଫିସ,୧୬।୨: ମହାନଦୀରୁ ପାଣି ଆସୁଥିଲେ ମଧ୍ୟ ନୟାଗଡ଼ ସହରବାସୀଙ୍କ ଶୋଷ ମେଣ୍ଟାଇ ପାରୁନାହିଁ। ବରଂ ଗ୍ରୀଷ୍ମ ଋତୁର ଆରମ୍ଭରୁ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି। ଗ୍ରୀଷ୍ମ ଋତୁ ଆରମ୍ଭରୁ ସହରବାସୀ ଠିକ୍ରେ ପାଣି ପାଉ ନ...
ନୟାଗଡ଼ ଅଫିସ/ଖଣ୍ଡପଡ଼ା,୧୩।୨(ସ୍ବ.ପ୍ର.): ଉତ୍କର୍ଷ ତଥା ଆକର୍ଷଣୀୟ କଂସାବାସନ ଓ ପିତ୍ତଳରେ ବିଭିନ୍ନ ପ୍ରକାର କମନୀୟ ମୂର୍ତ୍ତି ପ୍ରସ୍ତୁତି କରିବାରେ ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକର କଣ୍ଟିଲୋ ଓ ଖଳିସାହି ଗାଁ ପ୍ରସିଦ୍ଧିଲାଭ କରିଛି। ଏ ପରିପ୍ରେକ୍ଷୀରେ ପୁରୀ ଜିଲା ରଘୁରାଜପୁର...
ଭୁବନେଶ୍ବର(ବ୍ୟୁରୋ)/ନୟାଗଡ଼ ଅଫିସ୍, ୧୩ା୨: ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଥିବା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ୧୧୨ କିଲୋମିଟରରୁ ୧୮୦ କିଲୋମିଟର ମଧ୍ୟରେ ୬୮ କିମି ରେଳ ଲାଇନ ପାଇଁ ଜଙ୍ଗଲ ଅନୁମୋଦନ ମିଳିଛି। ଏଥିପାଇଁ ରେଳମନ୍ତ୍ରୀ ଅଶ୍ୱିନୀ...