ନୟାଗଡ଼

ଖାତା ଖୋଲିପାରିଲେନି ଭାଜପା, କଂଗ୍ରେସ

ନୟାଗଡ଼ ଅଫିସ,୧।୩ – ନୟାଗଡ଼ ଜିଲାର ୮ଟି ବ୍ଲକରେ ଥିବା ୨୪ ଜିଲା ପରିଷଦ ଜୋନ୍‌ରୁ ୧୫ ଜୋନ୍‌ର ଫଳାଫଳ ପ୍ରକାଶ ପାଇସାରିଛି। ଏଥିରୁ ୧୪ ଜୋନ୍‌ରେ ବିଜେଡି ବିଜୟୀ ହୋଇଛି। ତେବେ ଖଣ୍ଡପଡ଼ା ବ୍ଲକର ୬ନଂ. ଜୋନ୍‌ରେ ୨ୟ...

ମହାଶିବରାତ୍ରି ଆଜି: ୨ ବର୍ଷ ପରେ ହେବ ଯାତ୍ରା

ନୟାଗଡ଼ ଅଫିସ,୧।୩ – ରାତି ପାହିଲେ ମହାଶିବରାତ୍ରି। କରୋନା ଯୋଗୁ ୨ ବର୍ଷ ହେଲା ଜାଗର ଯାତ୍ରା ବନ୍ଦ ହୋଇଯାଇଥିଲା। ଏଣୁ ଚଳିତବର୍ଷ ଜାଗର ଯାତ୍ରା ଅବସରରେ ନୟାଗଡ଼ ଜିଲାର ଶରଣକୁଳସ୍ଥିତ ଲଡୁବାବାଙ୍କ ପୀଠ ଉତ୍ସବ ମୁଖର ହୋଇଉଠିଛି। ଶରଣକୁଳର...

ଭୋଟ ଗଣତି: ନୟାଗଡ଼ ବ୍ଲକରେ ବିଜେଡି-ଭାଜପା ମଧ୍ୟରେ କଡ଼ା ଟକ୍କର

ନୟାଗଡ଼ ଅଫିସ,୨୬।୨: ଶନିବାର ଆରମ୍ଭ ହୋଇଯାଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି। ଇତିମଧ୍ୟରେ ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ଗଣିଆ ବ୍ଲକର ୮ ନମ୍ବନ ଜୋନରେ ଭାଜପା ଆଗୁଆ, ନୟାଗଡ଼ ବ୍ଲକର ୧୬ ନମ୍ବର ଜୋନରେ ବିଜେଡି ଆଗୁଆ,...

ଭାଜପା ପ୍ରାର୍ଥୀ ୧୦୦ ଭୋଟରେ ଆଗୁଆ

ନୟାଗଡ଼ ଅଫିସ,୨୬।୨: ନୟାଗଡ଼ ନିର୍ବାଚନ ମଣ୍ଡଳୀ ନୟାଗଡ଼ ସଦର ବ୍ଲକ ଗଦାଧର ପ୍ରସାଦ ପଞ୍ଚାୟତର ୧ ନମ୍ବର ୱାର୍ଡ଼ମେମ୍ବର ପ୍ରାର୍ଥୀ ସରୋଜିନୀ ପ୍ରଧାନ ବିଜୟୀ ହୋଇଛନ୍ତି। ଦଶପଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକର ୧୬ ନମ୍ବର ଜିଲା ପରିଷଦ ଜୋନ୍‌ରେ...

ଘରୋଇକରଣ ପରେ ବି ସୁଧାର ନାହିଁ

ନୟାଗଡ଼ ଅଫିସ,୨୫।୨: ନୟାଗଡ଼ ମ୍ୟୁନିସିପାଲିଟିର ପରିମଳ ବ୍ୟବସ୍ଥା ଘରୋଇକରଣ ହେଲା ପରେ ବି ଉପଯୁକ୍ତ ସେବା ମିଳୁନାହିଁ। ପରିମଳ ବ୍ୟବସ୍ଥାରେ ଯେଉଁ ସୁଧାର ଆସିବ ବୋଲି କୁହାଯାଉଥିଲା ତାହା ଫଳପ୍ରଦ ହୋଇନାହିଁ। ୧୪ ଓ ୧୫ ନଂ. ୱାର୍ଡରେ ଆବର୍ଜନା...

ପଦା ହେଲାଣି ମୟୂରଝାଲିଆ କାଜୁ ଜଙ୍ଗଲ

ନୟାଗଡ଼ ଅଫିସ/ରଣପୁର,୨୫।୨(ସ୍ବ.ପ୍ର.): କାଜୁ ନିଗମ ଅଧୀନରେ ଥିବା ନୟାଗଡ଼ ଜିଲା ରଣପୁର ତହସିଲ ମୟୁରଝାଲିଆ ଗାଁରେ ଗୋଚର ଓ କାଜୁ ଜଙ୍ଗଲରୁ ବେଆଇନ ଭାବେ ମାଙ୍କଡା ପଥର ଓ ମୋରମ ଖନନ ଚାଲିଛି । ପ୍ରାୟ ଦେଢ଼ ବର୍ଷ ଭିତରେ...

ସହର ତାଲିକାରେ ଗାଁ ଭୋଟରଙ୍କ ନାମ

ନୟାଗଡ଼ ଅଫିସ,୨୫।୨: ନୟାଗଡ଼ ମ୍ୟୁନିସିପାଲିଟିର ଡ୍ରାଫ୍ଟ ଭୋଟର ତାଲିକାରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ୨ହଜାର ଭୋଟରଙ୍କ ନାମ ଗାଁ ଓ ସହରରେ ରହିବା, ପୁଣି ଚଞ୍ଚକତା କରାଯାଇ ନୂଆ ୮୬୮ ଭୋଟରଙ୍କ ନାମ ନୟାଗଡ଼ ପୌରାଞ୍ଚଳ...

ବିନା ମେଶିନରେ ଧାନର ମାନ ପରୀକ୍ଷା

ନୟାଗଡ଼ ଅଫିସ,୨୪ା୨: ଧାନକିଣାରେ ମିଲରଙ୍କ କଟ୍‌ନୀଛଟ୍‌ନୀକୁ ରୋକିବାରେ ପ୍ରଶାସନ ବ୍ୟର୍ଥ ହୋଇଛି। କୁଇଣ୍ଟାଲ ପିଛା ୧୦ରୁ୧୫ କେଜି ଧାନ କାଟି ମିଲରଙ୍କୁ ଚାଷୀ ବିକ୍ରି କରିବାକୁ ବାଧ୍ୟ ହେଉଛି। ଧାନ ମଣ୍ଡିରେ ଧାନ ସଫେଇ ମେଶିନ୍‌ ଓ ମଶ୍ଚର ଡିଟେକଶନ...

ବୁଥ୍‌ ଜବରଦଖଲ ଅଭିଯୋଗ

ନୟାଗଡ଼ ଅଫିସ,୨୦ା୨: ନୟାଗଡ଼ ବ୍ଲକର ୪ ଜିଲା ପରିଷଦ ଜୋନର ୨୯ ପଞ୍ଚାୟତରେ ଭୋଟଗ୍ରହଣ ଚାଲିଛି। ଏହାର ହରିପୁରର ୧୨ ନଂ ବୁଥ୍‌ରେ ଜବରଦଖଲ କରାଯାଇ ମତଦାନ ଚାଲିଥିବା ଅଭିଯୋଗ ହୋଇଛି। ବିରୋଧୀ ଦଳର ଏଜେଣ୍ଟ ବୁଥରୁ କାଢ଼ିଦେବା ସହ...

ଭୋଟରେ ପରୀ ହତ୍ୟା,ଚିନିକଳ ତାତି

ନୟାଗଡ଼ ଅଫିସ,୨୦।୨: ନୟାଗଡ଼ ନିର୍ବାଚନମଣ୍ଡଳୀ ଅଧୀନ ନୟାଗଡ଼ ବ୍ଲକର ୧୨,୧୩,୧୪ ଓ ୧୫ ନଂ.ଜୋନ୍‌ ଏବଂ ଓଡ଼ଗାଁ ବ୍ଲକର ୧  ଓ ୨ ନଂ. ଆଦି ୬ ଜୋନ୍‌ ରହିଛି । ସେଥିମଧ୍ୟରୁ ଓଡ଼ଗାଁ ବ୍ଲକର ୧ ଓ ୨...

ନେତା ବଦଳୁଛନ୍ତି, ବଦଳୁ ନାହିଁ ଗାଁର ଚିତ୍ର

ନୟାଗଡ଼ ଅଫିସ,୨୦।୨: ଆଦିବାସୀ ଓ ଦଳିତ ବହୁଳ ଦଶପଲ୍ଲା ବ୍ଲକରେ ନେତା ବଦଳି ଚାଲିଥିଲେ ମଧ୍ୟ ଗାଁର ରୂପରେଖ ବଦଳି ପାରୁନି । ଏଣୁ ନେତା ,ପ୍ରଶାସନ ଓ ସରକାରଙ୍କ ଉପରେ ବିଭିନ୍ନ ସମୟରେ ସ୍ଥାନୀୟ ଜନ ସାଧାରଣ ଅସନ୍ତୋଷ...

ବୁଥ୍‌ ଜବରଦଖଲକୁ ନେଇ ଉତ୍ତେଜନା

ନୟାଗଡ଼ ଅଫିସ,୧୬।୨: ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ସକାଳୁ ଆରମ୍ଭ ହୋଇଛି। ବ୍ଲକ ର ୧,୨,୩ ଓ ୪ ଜୋନ୍‌ର ୩୬ ପଞ୍ଚାୟତରେ ନିର୍ବାଚନ ଚାଲିଛି। ଶରଣକୁଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri