ଜଳ ଭଣ୍ଡାରରେ ପାଣି ଭର୍ତ୍ତି, କେନାଲରେ ନାହିଁ
ଖଣ୍ଡପଡ଼ା,୨୩ା୮(ସ୍ବ.ପ୍ର.): ସୁନାମୁହିଁ ଜଳ ଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣର ଜଳ ମହଜୁଦ ଅଛି। ହେଲେ କେନାଲରେ ପାଣି ଆସୁ ନ ଥିବାରୁ ଚାଷଜମି ଶୁଖିଲା ପଡିଛି। ଏହାକୁ ନେଇ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ବିଭାଗୀୟ ଅଧିକାରୀମାନେ ଏ ସଂକ୍ରାନ୍ତରେ ତୁରନ୍ତ...
କାଉଣ୍ଟର ଦସ୍ତଖତ ଜାଲ୍ ଥିଲା
ନୟାଗଡ଼ ଅଫିସ,୨୧।୮: ଜାଲ୍ ଦସ୍ତଖତରେ ୮୦କୋଟି ଟଙ୍କା ଆତ୍ମସାତ୍ ହୋଇଥିବା ତତ୍କାଳୀନ ଭାପୁର ବ୍ଲକ୍ ଅଧ୍ୟକ୍ଷା ଶାନ୍ତିଲତା ବେହେରା ଅଭିଯୋଗ କରିଥିଲେ ା ଯାହାକୁ ନେଇ ଅନାସ୍ଥା ପ୍ରସ୍ତାବରେ ଅଧ୍ୟକ୍ଷା ବେହେରାଙ୍କୁ ପଦଚ୍ୟୁତ କରାଯାଇଥିଲା। ହେଲେ ଯାଞ୍ଚ ପରେ ଶାନ୍ତିଲତାଙ୍କ...
ପରୀ ହତ୍ୟାକାଣ୍ଡ: ଚିଲ୍ଡ୍ରେନ୍ କୋର୍ଟରେ ଚାର୍ଜଫ୍ରେମ୍
ନୟାଗଡ ଅଫିସ,୨୦।୮: ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଶୁଣାଣି ଆରମ୍ଭ ହେବା ପାଇଁ ଅତିରିକ୍ତ ଜିଲା ଦୌରାଜଜ୍ ତଥା ଚିଲଡ୍ରେନ୍ କୋର୍ଟର ବିଚାରପତି ଇତିଶ୍ରୀ ମହାପାତ୍ର ଗୁରୁବାର ଚାର୍ଜଫ୍ରେମ କରିଛନ୍ତି। ଆଇପିସି ଦଫା ୩୭୬(ଏ), ୩୭୬(ଏବି), ୩୬୪, ୩୦୨, ୨୦୧, ପୋକ୍ସୋ...
ବେବିନା ହତ୍ୟା ଅଭିଯୁକ୍ତ ନାବାଳକ
ନୟାଗଡ଼ ଅଫିସ,୨୦।୭: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ନୂଆଗଁା ପଞ୍ଚାୟତ ଧୁନ୍ଦୁଗାଡିଆ ଅଞ୍ଚଳରେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାକତ୍ାର ପରେ ହତ୍ୟା ମାମଲାରେ ଗିରଫ ହତ୍ୟାକାରୀ ସାବାଳକ ନୁହେଁ ନାବାଳକ ବୋଲି ଜଣାପଡିଛି। ଜନ୍ମ ତାରିଖର ସତ୍ୟତା...
ମା’ସହ ୩ ବର୍ଷର ପୁଅକୁ ହତ୍ୟା
ନୟାଗଡ଼ ଅଫିସ,୨୦।୭: ନୟାଗଡ଼ ଜିଲା ଇଟାମାଟି ଥାନା ଶଙ୍ଖେଇ ଗାଁରେ ସୋମବାର ଜଣେ ମହିଳା ଓ ତାଙ୍କ ୩ ବର୍ଷର ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା(ନଂ.୧୦୭/୨୧) ରୁଜୁ କରି ମୃତ ମହିଳା ମିଲିମଣି ସାହୁ(୨୪)...
‘ପରୀ’ ଶୁଣାଣି ଘୁଞ୍ଚିଲା
ଭୁବନେଶ୍ୱର,୧୫ା୭(ବ୍ୟୁରୋ): ଗୁରୁବାର ସୁପ୍ରିମକୋର୍ଟରେ ବହୁ ଚର୍ଚ୍ଚିତ ପରୀ ମାମଲାର ଶୁଣାଣି କରାଯାଇଛି। ତେବେ ପରୀ ମା’ଙ୍କ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣି ସାରିବା ପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ପରୀ ମା’ଙ୍କ ପକ୍ଷରୁ...
ରାସ୍ତା ଅବରୋଧ ବେଳେ ଆମ୍ବୁଲାନ୍ସକୁ ବି ଛାଡିଲେନି
ନୟାଗଡ଼ ଅଫିସ, ୮।୭: ନୟାଗଡ ଜିଲା ନୂଆଗାଁ ବ୍ଲକ ଗୁଡୁପାଙ୍ଗି ଓ ୧୭ ଖଣ୍ଡ ଗାଁ ମଧ୍ୟରେ ଗତ କିଛି ଦିନରୁ ଲାଗିରହିଥିବା ବିବାଦ ଏବେ ଉଗ୍ର ରୁପ ନେଇଛି। ବଳଭଦ୍ରପୁର ଢ଼ିପମାଳ ରାସ୍ତା ନିର୍ମାଣ ଦାବିରେ ନୟାଗଡ ଜିଲାର...
ଗର୍ଭବତୀଙ୍କୁ ରେଫର ମନା
ନୟାଗଡ଼ ଅଫିସ,୧।୭: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍ଏଚ୍)ରେ ଭର୍ତ୍ତି ହେଉଥିବା ଗର୍ଭବତୀଙ୍କୁ ଆଉ ରେଫର ନ କରିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍ଓ) ନିର୍ଦ୍ଦେଶ ଦେଇଛନ୍ତି। ଆଉ ଜଣେ ଆନାସ୍ଥେସିଆ ବିଶେଷଜ୍ଞ କାର୍ଯ୍ୟରେ ଯୋଗ ଦେବା ପରେ ଡିଏଚ୍ଏଚ୍ରେ ୨୪ ଘଣ୍ଟିଆ...
ଗାଡ଼ି ଧକ୍କାରେ କଲରାପତରିଆ ବାଘ ମୃତ
ଦଶପଲ୍ଲା,୧।୭(ଡି.ଏନ.ଏ.): ବୁଧବାର ରାତି ପ୍ରାୟ ୧୧ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା ବ୍ଲକ୍ ଅଧୀନ ବୁଗୁଡ଼ା ନିକଟ ପଶ୍ଚିମ ବନ୍ୟପ୍ରାଣୀ ଅଞ୍ଚଳ ଶାଳଭଙ୍ଗା ଜଙ୍ଗଲରେ କୌଣସି ଗାଡ଼ି ଧକ୍କାରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି।...
କୁକୁର ଆକ୍ରମଣରୁ ବର୍ତ୍ତିଲା, ଗ୍ରୀଲ୍ ମାଡ଼ରେ ଗଲା ଜୀବନ
ନୟାଗଡ଼ ଅଫିସ,୩୦।୬: ଖାଦ୍ୟ ଅନ୍ବେଷଣରେ ନୟାଗଡ଼ ସହରମୁହାଁ ହୋଇଥିବା ଏକ କୁଟୁରାର ବୁଧବାର ମୃତ୍ୟୁ ଘଟିଛି । କୁକୁର ଆକ୍ରମଣରୁ ରକ୍ଷା ପାଇବାକୁ କୁଟୁରାଟି ଦ୍ରୁତଗତିରେ ଦୌଡି ଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କ ଘରର ଲୁହା ଗ୍ରୀଲରେ ପିଟି ହୋଇ...
ବଳାତ୍କାର ପରେ ଅଚେତ ହୋଇଗଲା, ଭୟରେ ତଣ୍ଟି ଚିପିଦେଲି
ନୟାଗଡ଼ ଅଫିସ,୨୦।୬: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡିଆ ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା । ଅଭିଯୁକ୍ତ ସାଗର ଦଳେଇ(୨୨)ଙ୍କୁ ବାଣିଗୋଛା ଥାନା ପୋଲିସ ୩ ଦିନିଆ ରିମାଣ୍ଡରେ ନେବା...
ପରୀ ପରେ ବେବିନାଙ୍କୁ ହତ୍ୟା
ନୟାଗଡ଼ ଅଫିସ/ଦଶପଲ୍ଲା, ୧୭ା୬(ଡି.ଏନ୍.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ନୂଆଗଁା ପଞ୍ଚାୟତ ଧୁନ୍ଦୁଗାଡିଆ ଗଁାର ୫ ବର୍ଷୀୟା ଶିଶୁକନ୍ୟା ବେବିନା ନାୟକଙ୍କୁ ହତ୍ୟା କରାଯାଇଛି। ବେବିନାଙ୍କ ହତ୍ୟା ପରୀ ହତ୍ୟାକାଣ୍ଡକୁ ମନେ ପକାଇ ଦେଇଛି। ଏହି ଘଟଣାରେ...
Archives


