ନୟାଗଡ଼

ଯୁବତୀଙ୍କୁ ଟ୍ରେନ୍‌ରୁ ମୃତ୍ୟୁମୁଖରୁ ବଞ୍ଚାଇବା ଘଟଣା: କଣ୍ଟିଲୋର ସୁବ୍ରତଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା

ଖଣ୍ଡପଡା,୧୮।୨(ସ୍ବ.ପ୍ର.)- ନୟାଗଡ ଜିଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ହାଟମୁଣ୍ଡପାଟଣା ଗ୍ରାମର ସୁବ୍ରତ କୁମାର ମହାରଣା(ସିଲୁ) ତଥା ରେଲୱେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ) ଭୁବନେଶ୍ୱରର କନଷ୍ଟେବଳ ଶନିବାର ସନ୍ଧ୍ୟାରେ ଉପସ୍ଥିତ ବୁଦ୍ଧି ଖଟାଇ ଜଣେ ଯୁବତୀଙ୍କୁ ଯେପରି ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇଲେ...

ଦଶପଲ୍ଲାରୁ ପୁରୀ ପଠାଗଲା ୫୧ ଖଣ୍ଡ ରଥକାଠ

ନୟାଗଡ ଅଫିସ/ଦଶପଲ୍ଲା(ଡି.ଏନ.ଏ.),୧୮ା୨: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ୨ୟ ପର୍ଯ୍ୟାୟରେ ୫୧ଖଣ୍ଡ ରଥକାଠ ସୋମବାର ଦଶପଲ୍ଲା ବନାଞ୍ଚଳରୁ ଦୁଇଟି ଟ୍ରକରେ ପୁରୀ ପଠାଯାଇଛି। ଚଢ଼େୟାପଲ୍ଲୀ ସଂରକ୍ଷିତ ଜଙ୍ଗଲରୁ ୩୦ ଖଣ୍ଡ ଓ ପୋଖରୀଗୋଛା ସଂରକ୍ଷିତ ଜଙ୍ଗଲରୁ ୨୧ ଖଣ୍ଡ କାଠ...

ଉପରେ ବହ୍ଲା କାଠ ତଳେ ଗଞ୍ଜେଇ: ଟ୍ରକରୁ ୧.୮୧କୋଟିର ଗଞ୍ଜେଇ ଜବତ

ନୟାଗଡ ଅଫିସ,୧୬ା୨: ନୟାଗଡ ଜିଲା ଦଶପଲ୍ଲା ବ୍ଲକ ତୁମୁଡି ପଞ୍ଚାୟତ ରଙ୍ଗମାଟିଆ ଗ୍ରାମ ନିକଟ ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ ଜାତୀୟ ରାଜପଥ କଡରେ ଥିବା ଏକ ଢାବା ନିକଟରୁ ଶୁକ୍ରବାର ରାତିରେ ଏକ ଟ୍ରକରୁ ୧୨୦୬ କେଜି ୭୨୫ ଗ୍ରାମ ଗଞ୍ଜେଇ...

ଟ୍ରକ୍‌ରୁ ୩୯ ବସ୍ତା ଗଞ୍ଜେଇ ଜବତ: ଡ୍ରାଇଭର ଗିରଫ

ନୟାଗଡ଼ ଅଫିସ,୧୫।୨: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ବାଣୀଗୋଛା ରାଜପୁତ ଢାବା ନିକଟରୁ ଶନିବାର ଏକ ଟ୍ରକ୍‌ରୁ ୩୯ ବସ୍ତା ଗଞ୍ଜେଇ ଜବତ କରାଯାଇଛି। କେନ୍ଦ୍ରୀୟ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ ଭୁବନେଶ୍ୱର ପକ୍ଷରୁ ଚଢ଼ାଉ କରାଯାଇ ଏହି ଗଞ୍ଜେଇ ଜବତ...

୭୫ କେଜି ଗଞ୍ଜେଇ ଜବତ, ୩ ଆନ୍ତଃ ରାଜ୍ୟ ବ୍ୟବସାୟୀ ଗିରଫ

ନୟାଗଡ଼ ଅଫିସ,୧୧।୪: ନୟାଗଡ଼ ଟାଉନ ଥାନା ପୋଲିସ ମଙ୍ଗଳବାର ଭୋର ସମୟରେ ଖୋର୍ଦ୍ଧା ରାସ୍ତାର ସତ୍‌ସଙ୍ଗ ବିହାରଠାରୁ ଏକ କାର ସହ ୭୫ କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ପଶ୍ଚିମବଙ୍ଗ ନଦିଆ ଜିଲା ହରିଆର୍ଟ ଥାନା...

ପେଣ୍ଟିଂ ଆର୍ଟିଷ୍ଟଙ୍କ ଜୀବନ ଦୁର୍ବିଷହ: ଫ୍ଲେକ୍ସ, ଷ୍ଟିକର ଲଗାଇ ଅନୁଦାନ ହଡ଼ପ ଉଦ୍ୟମ

ନୟାଗଡ଼ ଅଫିସ,୧୧ା୨: ସହରର ସୌନ୍ଦର୍ଯ୍ୟକରଣ ଓ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରାଚୀରରେ ବିଜ୍ଞାପନ ଲେଖାଯାଉଛି। ଏଥିଲାଗି ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି। ହେଲେ ଏହାର ସୁଫଳ ନୟାଗଡ଼ ଜିଲାର ପେଣ୍ଟିଂ ଆର୍ଟିଷ୍ଟଙ୍କ ପାଖରେ ଅପହଞ୍ଚ...

ମିନି ବସ୍‌ ଓଲଟି ଜଣେ ମୃତ: ଆହତ ୨୦ ଜଣଙ୍କ ମଧ୍ୟରେ ୧୦ ଶିଶୁ

ନୟାଗଡ଼ ଅଫିସ/ଖଣ୍ଡପଡା,୧୦ା୨(ସ୍ବ.ପ୍ର.): ରବିବାର ଅପରାହ୍ନ ୪ଟାରେ ଖଣ୍ଡପଡା-ନୟାଗଡ଼ ପୂର୍ତ୍ତବିଭାଗ ରାସ୍ତାର କଇଁଥପଲ୍ଲୀ ଗ୍ରାମ ନିକଟରେ ମିନି ବସ୍‌ ଓଲଟି ଜଣଙ୍କର ମୃତ୍ୟୁ ଘଟିଛି । ସେ ହେଲେ ରାମଚନ୍ଦ୍ର ରଣା ଓରଫ ଝୁନା (୪୫), ଘର ଗଞ୍ଜାମ ଜିଲା ଛତ୍ରପୁର...

ବାଇକ୍‌ ପରି ଦୌଡୁଛି ସାଇକେଲ ପ୍ରୋମାନନ୍ଦଙ୍କ ନୂଆ ଉଦ୍ଭାବନ

ନୟାଗଡ଼ ଅଫିସ,୧୦ା୨(ଲୋକନାଥ ମିଶ୍ର): ବାଇକ୍‌ ପରି ଦୌଡୁଛି ସାଇକେଲ। ଷ୍ଟାର୍ଟ କରିବା ପରେ ଆକ୍ସିଲିରେଟର ବଢାଇବା କ୍ଷଣି ଏହାର ବେଗ ବଢ଼ୁଛି। ହର୍ନ ମଧ୍ୟ ବାଜୁଛି। ପେଟ୍ରୋଲ ବଦଳରେ ଏଥିରେ ବ୍ୟାଟେରି ସଂଯୋଗ ହୋଇଛି। ଏହାକୁ ୪ ଘଣ୍ଟା ଚାର୍ଜ...

ଚିଲିକା ମଝିରେ ଅଟକିଲା ଭସାପୋଲ : ୨ଘଣ୍ଟା ଧରି ୧୦୦ ଯାତ୍ରୀ ଜଳବନ୍ଦୀ

କୃଷ୍ଣପ୍ରସାଦ,୯ା୨ (ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା-ସାତପଡା ଚିଲିକା ମଝିରେ ଶନିବାର ଏକ ଯାତ୍ରୀବାହୀ ଭେସେଲ (ଭସାପୋଲ) ୨ ଘଣ୍ଟା ଧରି ଅଟକି ରହିଥିଲା। ଫଳରେ ଭେସେଲରେ ଥିବା ୧୦୦ ଯାତ୍ରୀ ଜଳବନ୍ଦୀ ହୋଇ ଆତଙ୍କିତ ଅବସ୍ଥାରେ ସମୟ...

ତହସିଲ ଅଫିସ ଆଗରେ ୧୯ ବାସନ୍ଦ ପରିବାରଙ୍କ ଧାରଣା

କୃଷ୍ଣପ୍ରସାଦ,୮ା୨(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁରୁପାଳ ଗାଁରେ ନିର୍ବାଚନକୁ ନେଇ ବିବାଦ ଲାଗିରହିଛି। ଏଥିଯୋଗୁ ୧୦ ମାସ ଧରି ଗ୍ରାମର ୧୯ ପରିବାରକୁ ବାସନ୍ଦ କରାଯାଇଛି। ଏହାର ସମାଧାନ ପାଇଁ ଏହି ପରିବାରର ସଦସ୍ୟମାନେ କୃଷ୍ଣପ୍ରସାଦ ତହସିଲ ଆଗରେ...

ଅପହରଣ କରି ନାବାଳିକାଙ୍କୁ ବିବାହ ସନ୍ଦେହ ଘର ଆଗରେ ନାଁ  ଦେଖି ଯୁବକଙ୍କୁ ଉଠାଇନେଲା ପୋଲିସ

ନୟାଗଡ ଅଫିସ,୭ା୨: ଅପହରଣ କରି ନାବାଳିକାଙ୍କୁ ବିବାହ କରିଥିବା ସନ୍ଦେହରେ ଜଣଙ୍କ ଘର ଆଗରେ ନାଁ ଦେଖି ପୋଲିସ ଜଣେ ଯୁବକଙ୍କୁ ଉଠାଇ ନେବା ପରେ ନୟାଗଡ ଜିଲା ଇଟାମାଟି ଥାନା ଗମ୍ଭାଡିରେ ଗୁରୁବାର ରାତିରେ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ତ୍ରୁଟି...

ଘରୋଇ ଚିକିତ୍ସାଳୟ, ନିଦାନ କେନ୍ଦ୍ରରେ ଲାଗିବ ଲଗାମ: କାର୍ଯ୍ୟକାରୀ ହେବ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା

ନୟାଗଡ ଅଫିସ,୭ା୨: ନୟାଗଡ଼ ଜିଲାର ସମସ୍ତ ଘରୋଇ ଚିକିତ୍ସାଳୟ ଓ ନିଦାନ କେନ୍ଦ୍ର ଉପରେ ଲଗାମ ଲାଗିବ। ଜିଲାରେ ଥିବା ଏସବୁ କେନ୍ଦ୍ରଗୁଡ଼ିକରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ ହେବ। ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଜିଲାପାଳ ଡା....

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri