ନୂଆପଡ଼ା

କାନ୍ଥରେ ସଚେତନତା ବାର୍ତ୍ତା ଲେଖୁଛନ୍ତି ଚିତ୍ରଶିଳ୍ପୀ

କୋମନା,୨୦।୪(ଡି.ଏନ.ଏ.)-ମହାମାରୀ କରୋନାର ମୁକାବିଲା ପାଇଁ ସମସ୍ତେ ଗୋଟିଏ ଗୋଟିଏ ଯୋଦ୍ଧା ରୂପେ ଛିଡା ହୋଇଛନ୍ତି। କିଛି ଯୋଦ୍ଧା ଭୋକିଲାଙ୍କୁ ଖାଦ୍ୟ ଦେଉଛନ୍ତି ତ ଆଉ କିଛି ଯୋଦ୍ଧା…

4 years ago

କରୋନା ଯୋଦ୍ଧାଙ୍କୁ ସଂକୀର୍ତ୍ତନରେ ସ୍ବାଗତ କଲେ ଗ୍ରାମବାସୀ

କୋମନା, ୨୦ା୪(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଡୋଙ୍ଗରିପାଲୀ ଗାଁରେ କରୋନା ମୁକାବିଲାରେ ନିୟୋଜତ ପୋଲିସ ଅଧିକାରୀ ଓ ଯବାନମାନଙ୍କୁ ଏକ ନିଆରା ଢଙ୍ଗରେ ଲୋକେ ସ୍ବାଗତ…

4 years ago

କରୋନା ମୁକାବିଲା ପାଇଁ ଗୁରୁକୂଳ ଆଶ୍ରମ ଦେଲା ସହାୟତା

ନୂଆପଡା ଅଫିସ,୧୭ା୪- କରୋନା ମୁକାବିଲା ପାଇଁ ନୂଆପଡା ହରିପୁରସ୍ଥିତ ଗୁରୁକୂଳ ଆଶ୍ରମ ତରଫରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା କରାଯାଇଛି ା ଶୁକ୍ରବାର ପୂର୍ବାହ୍ନରେ…

4 years ago

ସାନିଟାଇଜ ହେଲା ଧରମବନ୍ଧା ପଞ୍ଚାୟତ

ନୂଆପଡା ଅଫିସ,୧୭ା୪- ନୂଆପଡା ସଦର ବ୍ଲକ ଧରମବନ୍ଧା ପଞ୍ଚାୟତ ସାନିଟାଇଜ ହୋଇଛି। ସରପଞ୍ଚ ଓମପ୍ରକାଶ କଲାରଙ୍କ ନେତୃତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ସମିତି ସଭ୍ୟା ଓ ସମସ୍ତ ୱାର୍ଡ…

4 years ago

କରୋନା ସହାୟତା: ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଚନ୍ଦ୍ରକାର ସମାଜ ପକ୍ଷରୁ ଦେଢଲକ୍ଷ ଟଙ୍କା ଦାନ

ନୂଆପଡା ଅଫିସ,୧୬ା୪: ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ ପାଣ୍ଠିକୁ ନୂଆପଡା ଜିଲା ଚନ୍ଦ୍ରକାର ସମାଜ ତରଫରୁ ଦେଢ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି ା ଗୁରୁବାର ଜିଲାପାଳ…

4 years ago

ତେଲେଙ୍ଗାନାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ

ନୂଆପଡା ଅଫିସ/କୋମନା,୧୬ା୪: କାମ କରିବାକୁ ତେଲେଙ୍ଗାନା ଯାଇଥିବା ନୂଆପଡା ଜିଲା କୋମନା ଥାନା ଅନ୍ତର୍ଗତ ଝଗା୍ରହୀ ଗାଁର ଚନ୍ଦୁରାମ ରାଉତ(୨୨)ନାମକ ଜଣେ ଶ୍ରମିକଙ୍କ ବୁଧବାର ରାତିରେ ମୃତ୍ୟୁ…

4 years ago

ରକ୍ତଦାନ କଲେ ଜିଲାପାଳ

ନୂଆପଡା ଅଫିସ,୧୬ା୪: କୋଭିଡ ୧୯ ସହ ସାରା ବିଶ୍ୱ ବର୍ତ୍ତମାନ ଲଢୁଛି। ସଂକ୍ରମଣ ରୋକିବା ପାଇଁ ଭାରତରେ ଲକ୍‌ଡାଉନ କଟକଣା ଜାରି କରାଯାଇଛି। ଏଥିପାଇଁ ବିଭିନ୍ନ କ୍ଷେତ୍ର…

4 years ago

ପୁଅର ୨ୟ ଜନ୍ମଦିନରେ ଗାଁ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିଲେ ଦମ୍ପତ୍ତି

ନୂଆପଡା ଅଫିସ,୧୬ା୪- ନୂଆପଡ଼ା ଜିଲା ବୋଡେନ ବ୍ଲକ ଟିମନପୁର ଗାଁରେ ନରେଶ ଦଣ୍ଡସେନା ଓ ତାଙ୍କ ସ୍ତ୍ରୀ ଲିଲିମା ନିଜର ୨ ବର୍ଷର ପୁଅ ଅର୍ଣ୍ଣବ ଆଦିତ୍ୟଙ୍କର…

4 years ago

୨୪ ଘଣ୍ଟା ଭିତରେ ଧରା ପଡ଼ିଲେ ୫ ଡକାୟତ

ନୂଆପଡା ଅଫିସ,୧୬ା୪- କରୋନା ମୁକାବିଲା କାମରେ ପୋଲିସ ନିଦ ହଜି ଯାଇଛି। ହେଲେ ଅସାମାଜିକ ବ୍ୟକ୍ତି ଏହାର ସୁଯୋଗରେ ଅପରାଧିକ କାର୍ଯ୍ୟକଳାପ ଚଳାଇଛନ୍ତି। ନୂଆପଡ଼ା ଜିଲା ଖରିଆରରୋଡ…

4 years ago

ଭୋକରେ ଦିନ କାଟୁଛନ୍ତି ଦାଦନ

ନୂଆପଡା ଅଫିସ,୧୪ା୪ - କରୋନା କଟକଣା ଯୋଗୁ ରାଜ୍ୟ ବାହାରେ ନୂଆପଡା ଜିଲାର ହଜାର ହଜାର ଦାଦନ ଶ୍ରମିକ ଅଟକି ରହିଛନ୍ତି। ସେମାନଙ୍କୁ କୌଣସି ପ୍ରକାର ସହାୟତା…

4 years ago