ନିଜ ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ
ନୂଆପଡ଼ା ଅଫିସ,୧୭ା୧: ନିଜ ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଛନ୍ତି ଜଣେ ଯବାନ। ଏପରି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲା କୋମନା ଥାନା ଅଞ୍ଚଳରେ। ସୂଚନାନୁସାରେ, କୋମନା ଥାନା ଅଞ୍ଚଳର ବରକୋଟରେ ଥିବା ସିଆର୍ପିଏଫ୍ କ୍ୟାମ୍ପରେ ସୋମବାର...