ନୂଆପଡ଼ା

କରୋନା ସହାୟତା: ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଚନ୍ଦ୍ରକାର ସମାଜ ପକ୍ଷରୁ ଦେଢଲକ୍ଷ ଟଙ୍କା ଦାନ

ନୂଆପଡା ଅଫିସ,୧୬ା୪: ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ ପାଣ୍ଠିକୁ ନୂଆପଡା ଜିଲା ଚନ୍ଦ୍ରକାର ସମାଜ ତରଫରୁ ଦେଢ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି ା ଗୁରୁବାର ଜିଲାପାଳ ମଧୁସ୍ମିତା ସାହୁଙ୍କୁ ସମାଜ ତରଫରୁ ତୁଙ୍ଗନ ଚନ୍ଦ୍ରକାରଙ୍କ ନେୃତୁତ୍ୱରେ ଏକ ଟିମ...

ତେଲେଙ୍ଗାନାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ

ନୂଆପଡା ଅଫିସ/କୋମନା,୧୬ା୪: କାମ କରିବାକୁ ତେଲେଙ୍ଗାନା ଯାଇଥିବା ନୂଆପଡା ଜିଲା କୋମନା ଥାନା ଅନ୍ତର୍ଗତ ଝଗା୍ରହୀ ଗାଁର ଚନ୍ଦୁରାମ ରାଉତ(୨୨)ନାମକ ଜଣେ ଶ୍ରମିକଙ୍କ ବୁଧବାର ରାତିରେ ମୃତ୍ୟୁ ହୋଇଯାଇଛି। ସେଠାରେ ଏକ ଇଟାଭାଟିରେ କାମ କରୁଥିବା ବେଳେ କୌଣସି କାରଣବଶତଃ...

ରକ୍ତଦାନ କଲେ ଜିଲାପାଳ

ନୂଆପଡା ଅଫିସ,୧୬ା୪: କୋଭିଡ ୧୯ ସହ ସାରା ବିଶ୍ୱ ବର୍ତ୍ତମାନ ଲଢୁଛି। ସଂକ୍ରମଣ ରୋକିବା ପାଇଁ ଭାରତରେ ଲକ୍‌ଡାଉନ କଟକଣା ଜାରି କରାଯାଇଛି। ଏଥିପାଇଁ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହେଉଥିବା ବେଳେ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି। ଫଳରେ...

ପୁଅର ୨ୟ ଜନ୍ମଦିନରେ ଗାଁ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିଲେ ଦମ୍ପତ୍ତି

ନୂଆପଡା ଅଫିସ,୧୬ା୪- ନୂଆପଡ଼ା ଜିଲା ବୋଡେନ ବ୍ଲକ ଟିମନପୁର ଗାଁରେ ନରେଶ ଦଣ୍ଡସେନା ଓ ତାଙ୍କ ସ୍ତ୍ରୀ ଲିଲିମା ନିଜର ୨ ବର୍ଷର ପୁଅ ଅର୍ଣ୍ଣବ ଆଦିତ୍ୟଙ୍କର ୨ୟ ଜନ୍ମଦିନକୁ ଗୁରୁବାର ଭିନ୍ନ ଢଙ୍ଗରେ ପାଳିଛନ୍ତି। କରୋନା ଦ୍ୱାରା ପ୍ରଭାବିତ...

୨୪ ଘଣ୍ଟା ଭିତରେ ଧରା ପଡ଼ିଲେ ୫ ଡକାୟତ

ନୂଆପଡା ଅଫିସ,୧୬ା୪- କରୋନା ମୁକାବିଲା କାମରେ ପୋଲିସ ନିଦ ହଜି ଯାଇଛି। ହେଲେ ଅସାମାଜିକ ବ୍ୟକ୍ତି ଏହାର ସୁଯୋଗରେ ଅପରାଧିକ କାର୍ଯ୍ୟକଳାପ ଚଳାଇଛନ୍ତି। ନୂଆପଡ଼ା ଜିଲା ଖରିଆରରୋଡ ସହରରେ ଏକ ଡକାୟତି ଘଟଣାରେ ଚବିଶ ଘଣ୍ଟା ମଧ୍ୟରେ ପୋଲିସ ଚଢାଉ...

ଭୋକରେ ଦିନ କାଟୁଛନ୍ତି ଦାଦନ

ନୂଆପଡା ଅଫିସ,୧୪ା୪ – କରୋନା କଟକଣା ଯୋଗୁ ରାଜ୍ୟ ବାହାରେ ନୂଆପଡା ଜିଲାର ହଜାର ହଜାର ଦାଦନ ଶ୍ରମିକ ଅଟକି ରହିଛନ୍ତି। ସେମାନଙ୍କୁ କୌଣସି ପ୍ରକାର ସହାୟତା ଦିଆଯାଉ ନ ଥିବାରୁ ସେମାନେ ଭୋକ ଉପାସରେ କାଳ କାଟୁଛନ୍ତି। ମିଳିଥିବା...

କରୋନା ବିଗାଡୁଛି ବେଉସା, ହାତବାନ୍ଧି ବସିଛନ୍ତି କୁମ୍ଭକାର

ନୂଆପଡା ଅଫିସ,୧୨ା୪- ଚାରିଆଡେ କରୋନା ଆତଙ୍କିତ କରି ରଖିଛି। ଏହାକୁ କିପରି ମୁକାବିଲା କରାଯାଇ ପାରିବ ସେଥିପାଇଁ ଉଭୟ ସରକାରୀ ଏବଂ ବେସରକାରୀସ୍ତରରେ ଯୁଦ୍ଧକାଳୀନ ଭିତ୍ତିରେ ଅଣ୍ଟା ଭିଡିଛନ୍ତି ଲୋକେ। ଏଥିପାଇଁ ସରକାର ଲକଡାଉନ ଭଲି କଡା ପଦକ୍ଷେପ ମଧ୍ୟ...

୫ହଜାର ଲୋକଙ୍କୁ ଦିଆଯାଉଛି ରନ୍ଧାଖାଦ୍ୟ

ନୂଆପଡା ଅଫିସ,୧୧ା୪: ଲକ୍‌ଡାଉନ ସମୟରେ କାହାକୁ ଭୋକରେ ରହିବାକୁ ଦିଆଯିବ ନାହିଁ ବୋଲି ସରକାର ବିକଳ୍ପ ପନ୍ଥା ମାନ ଅବଲମ୍ବନ କରୁଛନ୍ତି। ନୂଆପଡା ଜିଲାର ୧୩୧ ପଞ୍ଚାୟତ ମଧ୍ୟରୁ ୧୧୦ ପଞ୍ଚାୟତରେ ପ୍ରତ୍ୟହ ୫ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ହେଲେ...

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି ଅଭିଯୋଗରେ ଓ୍ବେବପୋର୍ଟାଲ ଖବରଦାତା ଗିରଫ

ନୂଆପଡା ଅଫିସ,୪।୪- ରାଜ୍ୟ ପୋଲିସ ପ୍ରଶାସନ କରୋନା ନାଁରେ ଗୁଜବ କିମ୍ବା ବିଭ୍ରାନ୍ତି ସୃଷ୍ଟି ନ କରିବାକୁ ସବୁବେଳେ ତାଗିଦା କରୁଛି। ଏଭଳିକି କେତେଜଣଙ୍କୁ ଗିରଫ ମଧ୍ୟ କଲାଣି। ତଥାପି ଲୋକଙ୍କ ଭୟ ରହୁନି । ଏହିକ୍ରମରେ ନୂଆପଡ଼ା ଜିଲା...

ବୃଦ୍ଧାଙ୍କୁ ଗଛତଳୁ ଉଦ୍ଧାର କଲା ପ୍ରଶାସନ

ନୂଆପଡା ଅଫିସ,୪।୪- ନୂଆପଡ଼ା ଜିଲା କୋମନା ବ୍ଲକ ପ୍ରଶାସନ ସାବିତ୍ରୀ ତାଣ୍ଡି (୬୫) ନାମ୍ନୀ ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରିଛି । ତାଙ୍କ ଘର ସ୍ଥାନୀୟ ଧୂମାଭଟା ଗାଁରେ ବୋଲି ଜଣାପଡିଛି । ସେ ଭୋକଉପାସରେ ପଣ୍ଡରାପଥର ଗାଁ ମୁଣ୍ଡ...

୩୧ ରାଜସ୍ଥାନୀଙ୍କୁ ସହାୟତା ଦେଲା ଏନଏସି ପ୍ରଶାସନ

ନୂଆପଡା ଅଫିସ,୩୧ା୩- ବର୍ତମାନ ସାରା ଦେଶ ଲକ ଡାଉନ । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟସୀମାକୁ ଯିବା ମନା ହୋଇଛି । ହେଲେ ଏଭଳି ସ୍ଥିତିରେ ମଧ୍ୟ ଲୋକେ ନିଜ ଘର ମୁହାଁ ହେଉଛନ୍ତି । ସୁଦୂର ବିଶାଖାପାଟଣାରୁ ଏକ...

ତେଲେଙ୍ଗାନା ଇଟାଭାଟିରେ ୪୧ଶ୍ରମିକ

ନୂଆପଡା ଅଫିସ,୨୯ା୩- ସାରା ଦେଶରେ ଲକଡାଉନ। ଆଗକୁ କଅଣ ହେବ ଅନିଶ୍ଚିତତା ମଧ୍ୟରେ ଲୋକ ଜୀବନ ବଞ୍ଚାଇବାକୁ ରାହା ଖୋକୁଛନ୍ତି। ଏଭଳି  ସ୍ଥିତିରେ ରାଜ୍ୟ ବାହାରେ ଇଟାଭାଟିଗୁଡିକରେ ଫସି ରହିଛନ୍ତି ଶ୍ରମିକମାନେ । ତେଲେଙ୍ଗାନାର ବୋମାଲା ରମାରାମ ପୋଲିସ ଷ୍ଟେଶନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri