ନୂଆପଡ଼ା

ବିପଦସଙ୍କୁଳ ଶ୍ରେଣୀ କୋଠରିରେ ପାଠପଢ଼ା

ନୂଆପଡ଼ା,୧୯।୮(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଝଗ୍ରାହୀ ପଞ୍ଚାୟତ କୋଟ୍ରିବାହାଲ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିପଦସଙ୍କୁଳ ଶ୍ରେଣୀ କୋଠରିରେ ପାଠପଢ଼ା ଯାଉଛି। ଶ୍ରେଣୀ କୋଠରି ଛାତରୁ ସିମେଣ୍ଟ ଅତଡା ଖସୁଛି। ବିପଦସଙ୍କୁଳ ଶ୍ରେଣୀ କୋଠରିରେ...

ଲଘୁଚାପଜନିତ ବର୍ଷାରେ ଭାଙ୍ଗିଲା ୩ଜଣଙ୍କ ଘର

ଖଡ଼ିଆଳ,୩।୮(ସୁଜିତ୍‌ କୁମାର ପ୍ରଧାନ): ନୂଆପଡା ଜିଲାରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଖଡ଼ିଆଳ ବ୍ଲକରେ ଗତ ଦୁଇ ଦିନ ହେଲା ବର୍ଷା ହେବା ଦ୍ୱାରା ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି। ବର୍ଷା ଯୋଗୁ ଖଡ଼ିଆଳ ବ୍ଲକ ତିଖାଲି ଗ୍ରାମର...

ଲଗାଣ ବର୍ଷାରେ ବିଦ୍ୟାଳୟର ଅବସ୍ଥା ବେହାଲ

ସିନାପାଲି,୩।୮(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକରେ ୫-ଟି ବିଦ୍ୟାଳୟ ରୁପାନ୍ତରୀକରଣ କାର୍ଯ୍ୟକ୍ରମ ପ୍ରଶାସନର ଅବହେଳା ଯୋଗୁ ପ୍ରହସନରେ ପରିଣତ ହୋଇଛି। ଗତ ମେ ପ୍ରଥମ ସପ୍ତାହରେ ଜିଲାରେ ତୃତୀୟ ପର୍ଯ୍ୟାୟ ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଦାରା...

୩ କି.ମି. ଜଙ୍ଗଲ ରାସ୍ତା ଦେଇ ସ୍କୁଲ ଯାଆନ୍ତି ପିଲା

ନୂଆପଡ଼ା,୩୧।୭(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଆମାନାରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ତଥା ମାଓବାଦୀପ୍ରବଣ ଉପାନ୍ତ ଅଞ୍ଚଳ ଗୋଡାପାହାଡ ପାଦଦେଶରେ ରାଜୁନଗର ଅବସ୍ଥିତ। ଏହି ଗାଁରେ ଆଦିବାସୀ ସମ୍ପ୍ରଦାୟରଏ ୪୦ରୁ ଊର୍ଦ୍ଧ୍ୱ ପରିବାର ବାସ କରନ୍ତି। ରାଜୁନଗରବାସୀ ସ୍ବାଧୀନତାର ଦୀର୍ଘ...

ପୁଣି ବାଛୁରୀକୁ ମାରି ଖାଇଲା ବାଘ

ନୂଆପଡା,୩୧।୭(ମକାରୁ ବେମାଲ): ନୂଆପଡ଼ା ସଦର ରେଞ୍ଜ ଅଧିନ ଆମାନାରା ପଞ୍ଚାୟତ ମୁଷରଙ୍ଗୀ ଜଙ୍ଗଲରେ ମାତିଛି ବାଘ। ସୋମବାର ତରିଆମହୁଆଭଟା ଗାଁରେ ପୁଣି ବାଘୁଣୀ ଏକ ବାଛୁରୀକୁ ମାରି ଖାଇଥିବା ସୂଚନା ମିଳିଛି । ରବିବାର ରାତିରେ ଆମାନାରା ବିଟ ଅଧିନ...

ନାବାଳିକା ଝିଅଙ୍କୁ ତଣ୍ଟି ଚିପି ହତ୍ୟା କଲା ବାପା

ନୂଆପଡ଼ା,୨୫।୭(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ବଳିପଡିଲେ ନାବାଳିକା ଝିଅ। ନିଜ ୧୩ ବର୍ଷର ଝିଅ ଜ୍ୟୋତି ମାଝିଙ୍କୁ ତଣ୍ଟି ଚିପି ହତ୍ୟା କରିଛି...

ବନ୍ୟଜନ୍ତୁଙ୍କ ଆତଙ୍କରେ ଗାଁ ରାସ୍ତା ଶୂନ୍‌ଶାନ

ନୂଆପଡ଼ା,୨୪।୭(ମକାରୁ ବେମାଲ): ନୂଆପଡା ଜିଲାରେ ହିଂସ୍ରଜନ୍ତୁଙ୍କ ଆତଙ୍କରେ ଶିକ୍ଷା ଓ ଚାଷ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି। ଜିଲାର ଉତ୍ତର ଦିଗକୁ ସିନାପାଲି ବ୍ଲକ ସୀମାନ୍ତରେ ହାତୀ ଆତଙ୍କ ଲାଗିରହିଥିବା ବେଳେ ଦକ୍ଷିଣରେ ନୂଆପଡା ବ୍ଲକରେ ବାଘ ଆତଙ୍କ ଖେଳାଉଛି। ଜିଲାର...

୫ ଶ୍ରେଣୀକୁ ୨ କୋଠରି

ନୂଆପଡ଼ା,୨୪।୭(ମକାରୁ ବେମାଲ): ଶିକ୍ଷାର ପ୍ରଚାର ପ୍ରସାର ଓ ଗୁଣାମତ୍କମାନ ବଢାଇବା ପାଇଁ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଉଦାସୀନତା ଓ ଆନ୍ତରିକ ଅଭାବ...

ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ୪ ଅସୁସ୍ଥ

ଖଡ଼ିଆଳ,୨୩।୭(ସୁଜିତ୍‌ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ବ୍ଳକ ବଙ୍କାପୁର ଗ୍ରାମର ଗୋଟିଏ ପରିବାରର ୪ଜଣ ବିଷାକ୍ତ ଛତୁଖାଇ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ, ବଙ୍କାପୁର ଗ୍ରାମର ପଦ୍ମାବତୀ ବେଭେରା...

ନିଦ ହଜାଇ ଦେଇଛି ମଣିଷଖିଆ ଭାଲୁ

ନୂଆପଡ଼ା,୨୨।୭(ମକାରୁ ବେମାଲ): ନୂଆପଡା ଜିଲା କୋମନା ବିଜାଖମନ ଜଙ୍ଗଲ ନିକଟ ଗାଁଗୁଡିକରେ ଭାଲୁ ଆତଙ୍କରେ ଲୋକେ ଆତଙ୍କିତ। ବାପପୁଅଙ୍କୁୁ ଆକ୍ରମଣ ପରେ ୪ଜଣ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଛି ରକ୍ତମୁଖା ଭାଲୁ। ଗୋଟିଏ ଗାଁରୁ ୨ଜଣ ଘନଶ୍ୟାମ ପଟେଲ...

ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

ନୂଆପଡ଼ା,୧୬।୭(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅଧୀନ କୋନାବିରା ପଞ୍ଚାୟତ ବିରୁନପଦର ଗାଁରେ ରବିବାର ଭାଲୁ ଆକ୍ରମଣରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସେହି ଗାଁର ଘନଶ୍ୟାମ ପଟେଲ(୭୦) ଓ...

୧୧ବର୍ଷ ବିତିଲା, କାର୍ଯ୍ୟକ୍ଷମ ହୋଇନି

ଖଡ଼ିଆଳ,୧୪ା୭(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମରେ ରହିଛି ଆଦିବାସୀ ଛାତ୍ରୀ ନିବାସ। ୨୦୧୨-୧୩ ମସିହାରେ ଶହେ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସ ନିର୍ମାଣ ହୋଇ ତତ୍କାଳୀନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଦ୍ୱାରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri