ଅଭିଯୁକ୍ତଙ୍କୁ ଧରିବାପାଇଁ ଗାଁକୁ ଯାଇଥିଲା ପୋଲିସ: ଏସ୍ଆଇଙ୍କୁ ନିର୍ଘାତ ପିଟି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ଲୋକେ
ନୂଆପଡ଼ା,୨୦।୭: ଏସ୍ଆଇଙ୍କ ସହ ପୋଲିସ ଟିମ୍କୁ ପିଟିଲେ ଗାଁ ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲା କୋମନା ଥାନା ଅଧୀନ ବରକୋଟ ଗାଁରେ। ଗାଁର ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍ ଟିମ୍ ଯାଇଥିବା ବେଳେ ଗାଁ...