ଆମ ଜିଲା ଖବର

ଗିରଫ ହେଲେ ୪ ନକଲି ପରୀକ୍ଷାର୍ଥୀ

ରାଉରକେଲା,୨୦।୮(ସଙ୍ଗୀତା ଜେନା): ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ରେ ଟିଚିଂ ଓ ନନ୍‌ ଟିଚିଂ ଷ୍ଟାଫ ନିଯୁକ୍ତି ପରୀକ୍ଷା ଚାଲିଥିବା ବେଳେ ୪ଜଣ ନକଲି ପରୀକ୍ଷାର୍ଥୀ ଧରାପଡିଛନ୍ତି। ଅନ୍ୟମାନଙ୍କ ପାଇଁ ପରୀକ୍ଷା ଦେଉଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି।...

ଘୋଡାହାଡ଼ ନଦୀରେ କୁମ୍ଭୀର ଥିବାନେଇ ଭିଡିଓ ଭାଇରାଲ୍‌

ହିଞ୍ଜିଳିକାଟୁ,୨୦।୮(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ନିକଟ ଘୋଡାହାଡ ନଦୀରେ କୁମ୍ଭୀର ଥିବା ନେଇ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହାକୁ ନେଇ ଅଞ୍ଚଳରେ ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏହା ହିଞ୍ଜିଳିକାଟୁ ନିକଟ ଘୋଡାହାଡ ନଦୀର ଭିଡିଓ ବୋଲି...

ମହାକୁମ୍ଭ ମହାମିଳନ: ଯୋଗଦେଲେ ୫ ଜିଲାର ଶ୍ରଦ୍ଧାଳୁ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୨୦।୮(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ରାହ୍ମଣୀଗାଁ ଥାନା ଗଦାପୁରରେ ରବିବାର ମହାକୁମ୍ଭ ମହାମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୋରାପୁଟ ଜିଲା ସମେତ ରାୟଗଡ଼ା, ଗଜପତି, ଗଞ୍ଜାମ ଏବଂ କନ୍ଧମାଳ ଜିଲାର ବୋଲବମ୍‌ ସଙ୍ଘର ହଜାର ହଜାର...

ଶ୍ୱଶୁର ଘର ଗାଁରେ ଜୀବନ ହାରିଲେ ଜ୍ୱାଇଁ

ରାଇରଙ୍ଗପୁର,୨୦।୮(ମାନସ ମହାନ୍ତି): ମୟୁରଭଞ୍ଜ ଜିଲା ଶେଈ ଥାନା ଅଧୀନ ବୁଡାମରା ଗ୍ରାମରେ ଜଣେ ଯୁବକ ଖଡଖାଈ ନଦୀ କୂଳ ପାର୍ଶ୍ୱ ବିଲରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ରାଇରଙ୍ଗପୁର ଥାନା ହାତନାଡୋ ଗ୍ରାମର...

ପ୍ରାକ୍ତନ ଜିଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା

ରାଇରଙ୍ଗପୁର,୨୦।୮(ମାନସ ମହାନ୍ତି): ମୟୁରଭଞ୍ଜ ଜିଲା କୁସୁମୀ ବ୍ଲକ ୧୧ ନମ୍ବର ଜୋନ ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ବୈଦ୍ୟନାଥ ମହାନ୍ତ(୫୦) ବାଦାମପାହାଡ଼ ଥାନା ଅଧୀନ କୁମୁଡାଶୋଳ ଗ୍ରାମ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ପରିବାର ଲୋକେ...

କାର ଧକ୍କାରେ ଚାଲିଗଲା ପଥଚାରୀଙ୍କ ଜୀବନ

ରାଇରଙ୍ଗପୁର,୨୦।୮(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଧୀନ ରାଇରଙ୍ଗପୁର-ବିଷୋୟୀ ରାଜପଥରେ ଦୃତଗତିରେ ଆସୁଥିବା ଏକ କାର (ନଂ. ଓଡ଼ି୧୧ଟି- ୪୨୫୮) ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲା। ଫଳରେ ପଥଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ରାଇରଙ୍ଗପୁର...

ଶାଖା କେନାଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ବନ୍ତ,୨୦ା୮(ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ଥାନା ଅଧିନ ହାଟଡିହୀ ଶାଖା କେନାଲର ଜଗନ୍ନାଥପୁର ଫଲ ଠାରେ ରବିବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ବେଳେ ଉଦ୍ଧାର କରାଯାଇଛି ା ମୃତ ଯୁବକ ଜଣକ ବନ୍ତ ଥାନା ପଧାନପଡା ଆଦିବାସୀ...

ଦୁଇ ତୀର୍ଥଯାତ୍ରୀ ବସ ଧକ୍କା, ୧୦ ଆହତ

ରୂପସା, ୨୦।୮(ବାଞ୍ଛାନିଧି ଦେ): ବାଲେଶ୍ୱର ୬୦ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ଦୁଇ ତୀର୍ଥଯାତ୍ରୀ ବସ ପରସ୍ପର ମଧ୍ୟରେ ଧକ୍କା ହୋଇଛନ୍ତି। ଗୋଟିଏ ବସ ପଛ ପଟୁ ଅନ୍ୟ ଏକ ବସ ଧକ୍କା ଦେବା ଫଳରେ...

ଟ୍ରକ ତଳେ ଚାପି ହୋଇ ଚାଲିଗଲା ଯବାନଙ୍କ ଜୀବନ

ଜମନକିରା,୨୦।୮: ( ରବୀନ୍ଦ୍ର ପ୍ରସାଦ ଦାନୀ) ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଭାରତୀୟ ସେନାରେ ୩୦ବର୍ଷ କାଳ ସେବା କରି ସୁନାମ ଅର୍ଜନ କରିଥିଲେ। ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ମଧ୍ୟ ହୋଇଥିଲେ। ଅବସର ନେବା ପରେ...

ବେଆଇନ ପିସ୍ତଲ ଜବତ, ଜଣେ ଗିରଫ

ଦେବଗଡ଼,୨୦।୮(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ ପୌରାଞ୍ଚଳ ମଠସାହିରେ ଭଡାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପାଖରୁ ଗୋଟିଏ ବେଆଇନ ପିସ୍ତଲ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ କୁଣ୍ଢେଇଗୋଳା ଥାନା ତୁଳସିପୁର ଗ୍ରାମର ଶରତ...

ସାହିତି୍ୟକା ତଥା ସାମାଜିକ କର୍ମୀ ଉଷାରାଣୀ ମହାନ୍ତି ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

ଖୋର୍ଦ୍ଧା ଜିଲାର ମହତପଲା ଗାଁରେ ମୋ ଜନ୍ମ। ଦଶମ ପଢିବାବେଳେ ମୋ ବାହାଘର ହୋଇଗଲା। ଶାଶୁଘର କାକଟପୁରରେ ହୋଇଥିଲେ ହେଁ ସ୍ବାମୀ ଯେହେତୁ ବ୍ରହ୍ମପୁରରେ ଚାକିରି କରୁଥିଲେ, ତେଣୁ ମୁଁ ଯାଇ ବ୍ରହ୍ମପୁରରେ ରହିଲି। ପାଠପଢା ପ୍ରତି ମୋର ଆଗ୍ରହ...

ଅକ୍ଟୋବରରେ ‘ଫିଜିକ୍ସ ଓ୍ବାଲ୍‌’ର ବୃତ୍ତି ପରୀକ୍ଷା

ଭୁବନେଶ୍ୱର,୨୦।୮:ଦେଶର ପ୍ରମୁଖ ଘରୋଇ ୟୁନିକର୍ନ ଇ-ଟେକ୍‌ କମ୍ପାନୀ ତଥା କୋଚିଂ ସେଣ୍ଟର ‘ଫିଜିକ୍ସ ଓ୍ବାଲ୍‌’ (ପିଡବ୍ଲ୍ୟୁ)ର ବହୁ ପ୍ରତୀକ୍ଷିତ ପ୍ରବେଶିକା ପରୀକ୍ଷା ‘ପିଡବ୍ଲ୍ୟୁଏନ୍‌ଏସ୍‌ଏଟି-୨୦୨୩’ (ଫିଜିକ୍ସ ଓ୍ବାଲ୍‌ ନ୍ୟାଶନାଲ ସ୍କଲାରଶିପ କମ୍‌ ଆଡମିଶନ ଟେଷ୍ଟ) ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri