ଆମ ଜିଲା ଖବର

ବେଆଇନ ପିସ୍ତଲ ଜବତ, ଜଣେ ଗିରଫ

ଦେବଗଡ଼,୨୦।୮(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ ପୌରାଞ୍ଚଳ ମଠସାହିରେ ଭଡାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପାଖରୁ ଗୋଟିଏ ବେଆଇନ ପିସ୍ତଲ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ କୁଣ୍ଢେଇଗୋଳା ଥାନା ତୁଳସିପୁର ଗ୍ରାମର ଶରତ...

ସାହିତି୍ୟକା ତଥା ସାମାଜିକ କର୍ମୀ ଉଷାରାଣୀ ମହାନ୍ତି ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

ଖୋର୍ଦ୍ଧା ଜିଲାର ମହତପଲା ଗାଁରେ ମୋ ଜନ୍ମ। ଦଶମ ପଢିବାବେଳେ ମୋ ବାହାଘର ହୋଇଗଲା। ଶାଶୁଘର କାକଟପୁରରେ ହୋଇଥିଲେ ହେଁ ସ୍ବାମୀ ଯେହେତୁ ବ୍ରହ୍ମପୁରରେ ଚାକିରି କରୁଥିଲେ, ତେଣୁ ମୁଁ ଯାଇ ବ୍ରହ୍ମପୁରରେ ରହିଲି। ପାଠପଢା ପ୍ରତି ମୋର ଆଗ୍ରହ...

ଅକ୍ଟୋବରରେ ‘ଫିଜିକ୍ସ ଓ୍ବାଲ୍‌’ର ବୃତ୍ତି ପରୀକ୍ଷା

ଭୁବନେଶ୍ୱର,୨୦।୮:ଦେଶର ପ୍ରମୁଖ ଘରୋଇ ୟୁନିକର୍ନ ଇ-ଟେକ୍‌ କମ୍ପାନୀ ତଥା କୋଚିଂ ସେଣ୍ଟର ‘ଫିଜିକ୍ସ ଓ୍ବାଲ୍‌’ (ପିଡବ୍ଲ୍ୟୁ)ର ବହୁ ପ୍ରତୀକ୍ଷିତ ପ୍ରବେଶିକା ପରୀକ୍ଷା ‘ପିଡବ୍ଲ୍ୟୁଏନ୍‌ଏସ୍‌ଏଟି-୨୦୨୩’ (ଫିଜିକ୍ସ ଓ୍ବାଲ୍‌ ନ୍ୟାଶନାଲ ସ୍କଲାରଶିପ କମ୍‌ ଆଡମିଶନ ଟେଷ୍ଟ) ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ...

ପ୍ରେମିକ ଶିକ୍ଷକଙ୍କୁ ଭେଟିବାକୁ ଯାଇ ଛାତ୍ରୀଙ୍କ ଜୀବନ ଗଲା

ବେଲଗୁଣ୍ଠା,୨୦ା୮(କୃଷ୍ଣଚନ୍ଦ୍ର ପଟ୍ଟନାୟକ):ପ୍ରେମିକ ଟ୍ୟୁଶନ ଶିକ୍ଷକଙ୍କୁ ଭେଟିବାକୁ ଯାଇ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ତେବେ ପ୍ରେମଜନିତ ସମ୍ପର୍କକୁ ନେଇ ଛାତ୍ରୀଙ୍କୁ ଟ୍ୟୁଶନ ଶିକ୍ଷକ ହତ୍ୟା କରିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।...

ଶିକ୍ଷାନୁଷ୍ଠାନରେ ଠପ୍‌ ସଂସ୍କୃତ ଶିକ୍ଷା

ବଇଣ୍ଡା,୨୦ା୮(ପରିକ୍ଷିତ ସାହୁ)ଅନୁଗୋଳ ଜିଲା କିଶୋରନଗର ବ୍ଲକ ଉରୁକୁଳା ପଞ୍ଚାୟତ ଠାରେ ଥିବା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ (ପର୍ଶୁମାଳ) ନାନା ସମସ୍ୟା ଦେଇ ଗତି କରୁଛି। ଆବଶ୍ୟକ ଶିକ୍ଷକ ନ ଥିବା ଯୋଗୁ ଏଠାରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଖାଲି...

ଦୁର୍ବଳ ଭିତ୍ତିଭୂମି ଯୋଗୁ ଦୟନୀୟ

ଆଠମଲ୍ଲିକ,୨୦ା୮(ଉଦୀପ୍ତ ପୁରୋହିତ)ଆଠମଲ୍ଲିକ କଲେଜ ପ୍ରତିଷ୍ଠାତା ସଭ୍ୟ ତଥା କଲେଜର ପ୍ରଥମ ଅଧ୍ୟକ୍ଷ ରାମକୃଷ୍ଣ ମିଶ୍ରଙ୍କ କହିବା ଅନୁଯାୟୀ, ରାଜା ପ୍ରଦୀପ ଚନ୍ଦ୍ର ଦେଓ, ଡ. ବ୍ରଜମୋହନ ପାଣିଗ୍ରାହୀ, ତତ୍କାଳୀନ ବିଧାୟକ ବାଳକୃଷ୍ଣ ପଟ୍ଟନାୟକଙ୍କ ସମେତ ଅଞ୍ଚଳର କେତେଜଣ ସୁଯୋଗ୍ୟ ସନ୍ତାନ...

ଅସହାୟ ଅବସ୍ଥାରେ ୩ ଭଉଣୀ ଭାଇ

ଖଡ଼ିଆଳ,୨୦।୮(ସୁଜିତ୍‌ କୁମାର ପ୍ରଧାନ)ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଦୋହେଲପଡା ଗାଁର ନାଭ ରାଉତଙ୍କ ପରିବାରରେ ଦୁଃଖର ପାହାଡ଼ ପଡିଛି। ୩ ବର୍ଷ ତଳେ ରୋଗରେ ପଡ଼ି ସ୍ତ୍ରୀଙ୍କ ପରଲୋକ ପରେ ୩ କୁନି ଝିଅପୁଅକୁ ନେଇ ତାଙ୍କର ଅଭାବୀ ସଂସାର।...

ଅଭିଶପ୍ତ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ

ଭବାନୀପାଟଣା,୨୦।୮(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା କର୍ଲାପାଟକୁ ସରକାର ୧୯୯୨ ଏପ୍ରିଲ ୨ରେ ଅଭୟାରଣ୍ୟ ଘୋଷାଣ କରିଥିଲେ। କର୍ଲାପାଟ ସାରା ଦେଶରେ ନା କରିଥିବା ବେଳେ କିଏ ବା ବିଶ୍ବାସ କରିବ ଏହି ଅଞ୍ଚଳରେ ଅବସ୍ଥିତ ଗ୍ରାମବାସୀ ଆଜି ବି ବିଚ୍ଛିନ୍ନଞ୍ଚାଳ...

ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ମଦମାଂସ ଆସର

ବୌଦ୍ଧ,୨୦ା୮(ଅଜିତ କୁମାର ବାରିକ)ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ମହାଲିକପଡ଼ା ପଞ୍ଚାୟତର ଯାବର ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ ଭିତରେ ପ୍ରଧାନ ଶିକ୍ଷକ ତାଙ୍କ ବନ୍ଧୁଙ୍କ ସହ ମଦମାଂସ ଆସର ଜମାଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଘଟଣା ଶୁକ୍ରବାରର ବୋଲି ଜଣାପଡିଛି।...

ରାଖୀରେ ଆତ୍ମୀୟତାର ବାର୍ତ୍ତା ଦେଉଛନ୍ତି ଦିବ୍ୟାଙ୍ଗ

ରାଉରକେଲା,୨୦।୮(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାର ଶ୍ରଦ୍ଧା ଶିକ୍ଷାନୁଷ୍ଠାନର ଦିବ୍ୟାଙ୍ଗ ପିଲାଙ୍କ କଳାମତ୍କ ପ୍ରତିଭା ସହରସାରା ଚର୍ଚ୍ଚାର ବିଷୟ ହୋଇଛି। ସପ୍ତାହେ ନୁହେଁ ମାସେ ବ୍ୟାପି ଶିକ୍ଷାନୁଷ୍ଠାନର ଭିନ୍ନକ୍ଷମ ପିଲାମାନେ ନିଜ ପ୍ରତିଭା ବଳରେ ସୂତା, ମାଳି, ଷ୍ଟୋନ ଆଦି ବ୍ୟବହାର କରି...

ସରିନି ବିସର୍ଜନ ଘାଟ, ଗ୍ୟାଲେରି କାମ

ରାଉରକେଲା,୨୦।୮(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ବ୍ରାହ୍ମଣୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆର୍‌ଏମ୍‌ସି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରତିବର୍ଷ ପାର୍ବଣ ସମୟରେ ବାଲୁଘାଟଠାରେ ମୂର୍ତ୍ତି ବିସର୍ଜନ କରାଯାଉଥିବାରୁ ନଦୀ ଜଳ ପ୍ରଦୂଷିତ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି...

୧୫ ଦିନ ହେବ ଅନ୍ଧାରରେ ନନ୍ଦିଗାଁ ପଞ୍ଚାୟତର ୧୬ ଗାଁ

କୋରାପୁଟ,୨୦।୮(ଅମିତାଭ ବେହେରା)କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକ ନନ୍ଦିଗାଁ ପଞ୍ଚାୟତର ୧୬ ଗାଁ ୧୫ ଦିନ ହେବ ଅନ୍ଧକାର ରହିଛି। ତେଣୁ ପଞ୍ଚାୟତତବାସୀ ଶନିବାର କୋରାପୁଟ ଆସି ବିଦ୍ୟୁତ୍‌ ବିଭାଗ ତଥା ଟାଟା ପାୱାରର ଉପଖଣ୍ଡ ସହକାରୀ ଯନ୍ତ୍ରୀ ବିଜୟ କୁମାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri