ଆମ ଜିଲା ଖବର

ପୋତାଗଡ଼ରେ ୭୭ତମ ସ୍ବାଧୀନତା ଦିବସ ପାଳିତ

ଗଞ୍ଜାମ,୧୫।୮(ବିଦ୍ୟାଧର ସାହୁ )ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗରେ ୭୭ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି l ତହସିଲଦାର ଅରୁଣ କୁମାର ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀ, ଉପାଧ୍ୟାକ୍ଷ...

୭୭ତମ ସାଧୀନତା ଦିବସ ଉପଲକ୍ଷେ ଦି ଇକୋ ୱାରିୟର, ଗଞ୍ଜାମ ପକ୍ଷରୁ ମେଗା ରକ୍ତଦାନ ଶିବିର

ଗଞ୍ଜାମ,୧୫।୦୮: (ବିଦ୍ୟାଧର ସାହୁ ) ୭୭ତମ ସାଧୀନତା ଦିବସ ଉପଲକ୍ଷେ ଗଞ୍ଜାମ ସ୍ବେଛାସେବୀ ସଂଗଠନ ଇକୋ ୱାରିୟର ପରିବାର ପକ୍ଷରୁ ସ୍ଥାନୀୟ ଭାରତୀ ବିଦ୍ୟାପୀଠ ସଭା ଗୃହଠାରେ ମଙ୍ଗଳବାର ଏକ ସଚ୍ଛୋକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି...

ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ: ପରେଡରେ ଅଂଶ ଗ୍ରହଣ କଲେ ୪୭ ଦଳ

କାମାକ୍ଷାନଗର, ୧୫ । ୮ , (ସୁଧିର କୁମାର ପରିଡା) : ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ଠାରେ ମଙ୍ଗଳବାର ୭୭ ତମ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ...

ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମରେ ୭୭ତମ ଜିଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ

ଢେଙ୍କାନାଳ ଅଫିସ୍‌, ୧୫ । ୮ , (ରତନ ନାୟାର): ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ଠାରେ ମଙ୍ଗଳବାର ୭୭ ତମ ଜିଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ...

ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ: ଛତ୍ରପୁର ପ୍ରେସ କ୍ଲବକୁ ହରାଇଲା ଜିଲ୍ଲା ପ୍ରଶାସନ

ଛତ୍ରପୁର ,୧୫।୮(ସନ୍ତୋଷ ପାଢ଼ୀ ): ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ ସ୍ଥାନୀୟ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ଏକ ଦିନିକିଆ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ୧୨...

ମୋଟରସାଇକେଲ ଧକ୍କାରେ ଚାଲିଗଲା ସ୍କୁଲ ଛାତ୍ରୀଙ୍କ ଜୀବନ

ନୂଆଗାଁ,୧୫।୮(ବିଜୟ ତ୍ରିପାଠୀ )ମୋଟର ସାଇକେଲ ଧକ୍କାରେ ଚାଲିଗଲା ସ୍କୁଲ ଛାତ୍ରୀଙ୍କ ଜୀବନ। ମୃତ ଛାତ୍ରୀ ଜଣକ ହେଉଛନ୍ତି ସୁନ୍ଦରଗଡ ଜିଲା ନୂଆଗାଁ ବ୍ଲକ ହାତିବାରୀ ଥାନା ଅନ୍ତର୍ଗତ ଟିସ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ରାକ୍ଷୀ ପ୍ରଧାନ।...

ଖଇରାରେ କଂଗ୍ରେସର ନୂତନ କାର୍ଯ୍ୟାଳୟ ଉଦଘାଟିତ

ଖଇରା,୧୫।୮(ଉତ୍କଳବନ୍ଧୁ ପଣ୍ଡା)ବାଲେଶ୍ବର ଜିଲା ଅନ୍ତର୍ଗତ ଖଇରା ବ୍ଲକର ବଣପାରିଆଠାରେ ପବିତ୍ର ସ୍ବାଧିନତା ଦିବସ ପାଳନ ଅବସରରେ ଜଂଗ୍ରେସ ଦଳର ନୂଆ କାର୍ଯ୍ୟାଳୟ ଲୋକାର୍ପିତ ହୋଇଛି ା ଜିଲା ସଭାପତି ସଞ୍ଜିବ ଗିରି ଓ ପୁର୍ବତନ ଏମପି ଅନନ୍ତ ପ୍ରସାଦ ସେଠୀ...

ସ୍ବାଧୀନତା ଦିବସରେ ଅଘଟଣ, ସ୍କୁଲ ବସ ଓଲଟି ୧୨ ଛାତ୍ରୀଛାତ୍ର ଆହତ

ପଦ୍ମପୁର, ୧୫।୦୮(ପ୍ରଶାନ୍ତ କର): ରାୟଗଡ଼ା ଜିଲା ପଦ୍ମପୁର ବ୍ଳକ ସଦର ମହକୁମାସ୍ଥିତ ଏକ ଇଂରାଜୀ ବିଦ୍ୟାଳୟର ସ୍କୁଲ ବସ ଓଲଟି ୧୨ ଛାତ୍ରୀଛାତ୍ର ଆହତ ହୋଇଛନ୍ତି । ଆହତ ଛାତ୍ରଛାତ୍ରଙ୍କୁ ପଦ୍ମପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା...

ଭାରତ ବିଭିଷିକାର ସ୍ମୃତି ଦିବସ ପାଳିଲା ଭାରତ ବିକାଶ ପରିଷଦ

ସୁନ୍ଦରଗଡ଼,୧୫।୮(ଜୟ ନାରାୟଣ ମେଣ୍ଡୁଳି): ୧୯୪୭ ମସିହା ଅଗଷ୍ଟ ୧୪ରେ ଦେଶ ବିଭାଜନ ହୋଇଥିଲା। ବିଭାଜନ ସମୟରେ ହିଂସାରେ ୧୦ଲକ୍ଷରୁ ଉର୍ଦ୍ଧ ନିର୍ଦ୍ଦୋଷ ଲୋକ ମୃତ୍ୟୁବରଣ କରିଥିବା ବେଳେ କୋଟି କୋଟି ଲୋକ ଭିଟାମାଟି ଛାଡି ଶରଣାର୍ଥୀ ହୋଇଥିଲେ। ଆଜିର ବିଭାଜନ...

ସୁନ୍ଦରଗଡରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି) ସୁନ୍ଦରଗଡରେ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସ୍ଥାନୀୟ ଶଙ୍କରା ସ୍ଥିତ ରିଜର୍ଭ ପୋଲିସ ପଡିଆରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ରାଜ୍ୟ ଯୋଜନା ଏବଂ ସଯୋଜନ ବିଭାଗର ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ...

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

କୋରାପୁଟ,୧୫।୭(ଅମିତାଭ ବେହେରା )କୋରାପୁଟ ଜିଲା ସଦର ମହକୁମାଠାରେ କଡା ସୁରକ୍ଷା ମଧ୍ୟରେ ୭୭ ତମ ସାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । କୃଷି ଓ କୃଷକ ସଶକ୍ତି କରଣ, ମତ୍ସ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ...

ସ୍ବାଧୀନତା ଦିବସରେ ରୋଗୀଙ୍କୁ ଖାଦ୍ୟ ବାଣ୍ଟିଲା ଯୁବ କଂଗ୍ରେସ

ମୋରଡା,୧୫।୮(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଯୁବ କଂଗ୍ରେସ ନିଆରା ଢଙ୍ଗରେ ପାଳିତ କରିଛି ସ୍ବାଧୀନତା ଦିବସ l ଏହି ଅବସରରେ ବ୍ଲକ ଯୁବ କଂଗ୍ରେସ ବରିଷ୍ଠ କଂଗ୍ରେସ ନେତା ପ୍ରଭାସକର ମହାପାତ୍ରଙ୍କ ସହଯୋଗରେ ତଥା ମୋରଡା ନିର୍ବାଚନମଣ୍ଡଳୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri