ଆମ ଜିଲା ଖବର

ପତାକା ଉତ୍ତୋଳନ କଲେ ଜିଲାପାଳ

ଭଦ୍ରକ,୧୫।୮(ସନାତନ ରାଉତ): ଭଦ୍ରକ କଲେଜ ପଡ଼ିଆରେ ଜିଲାସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇଛି l ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସ୍ବାଧୀନ...

ଫୁଲବାଣୀରେ ମନ୍ତ୍ରୀ ଜଗନ୍ନାଥ ସାରକା କଲେ ପତାକା ଉତ୍ତୋଳନ

ଫୁଲବାଣୀ,୧୫।୮(ରାକେଶ କୁମାର ରାଉତ ): କନ୍ଧମାଳ ଜିଲାସ୍ତରୀୟ ସ୍ବାଧୀନତା ଦିବସ ଫୁଲବାଣୀସ୍ଥିତ ପୋଲିସ ରିଜର୍ଭ ପଡ଼ିଆରେ ପାଳିତ ହୋଇଯାଇଛି। ରାଜ୍ୟ ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରିଥିଲେ। ଏହି ଅବସରରେ...

ପୁରୁଷୋତ୍ତମପୁରରେ ଉଡ଼ିଲା ତ୍ରିରଙ୍ଗା

ପୁରୁଷୋତ୍ତମପୁର,୧୫।୮(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ସ୍ବାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଚାର ବିଭାଗୀୟ ଅଦାଲତରେ ଆସିଷ୍ଟାଣ୍ଟ ସେସନ୍‌ ଜଜ ଶରତ କୁମାର ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ପ୍ରଥମ ଶ୍ରେଣୀ ବିଚାର...

‘ବିକାଶ ପାଇଁ ଅଞ୍ଚଳବାସୀଙ୍କ ସହଯୋଗ ଆବଶ୍ୟକ’

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ୭୭ତମ ସ୍ବାଧୀନତା ଦିବସ ଧୂମ୍‌ଧାମରେ ପାଳନ କରାଯାଇଛି। ଏହି ଅବସରରେ ପଲ୍ଲିଠାରୁ ସହର ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର ହୋଇଥିଲା। ଦାରିଙ୍ଗବାଡି ହେଲିପ୍ୟାଡ଼ରେ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳନ...

ନିଜର ସ୍ବାର୍ଥକୁ ବଳିଦେଇ ସର୍ବାଙ୍ଗୀନ ଉନ୍ନତି ପାଇଁ ସଂକଳ୍ପ ନେବା ଆବଶ୍ୟକ: ମନ୍ତ୍ରୀ ଅତନୁ ସବ୍ୟସାଚୀ

ରାୟଗଡା,୧୫।୮(ଭାଗ୍ୟଶ୍ରୀ ମିଶ୍ର): ୭୭ତମ ସ୍ବାଧୀନତା ଦିବସ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ମଙ୍ଗଳବାର ପାଳିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ଉଚ୍ଚ ଶିକ୍ଷା ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ମୁଖ୍ୟ ଅତିଥି...

ଛାତ୍ରୀଛାତ୍ରଙ୍କୁ ବଣ୍ଟନ ହୋଇ ନ ଥିଲା ୟୁନିଫର୍ମ

ନୟାଗଡ଼,୧୫ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଶିକ୍ଷା ଅଧିକାରୀ ସୋମବାର ରଣପୁର ବ୍ଲକର ଗଡ଼ବାଣିକିଲୋ ନୋଡାଲ ହାଇସ୍କୁଲ ଓ ଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରି ଦୁଇ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଉତ୍ତର ପାଇବା...

ତାରାତାରିଣୀ କଲେଜର ଗୌରବ: ବ୍ରହ୍ମପୁର ଆଇଜରରେ ସ୍ଥାନ ପାଇଲେ କଲ୍ୟାଣୀ

ପୁରୁଷୋତ୍ତମପୁର, ୧୫ା୮(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ରୀ କଲ୍ୟାଣି ଶୁଭଶ୍ରୀ ତ୍ରିପାଠୀ ପୁଣି ଥରେ କଲେଜ ଲାଗି ଗୌରବ ଆଣିଛନ୍ତି। କେବଳ ସେତିକି ନୁହେଁ ସେ ଓଡିଶାର ପ୍ରଥମ ଛାତ୍ରୀ ଭାବରେ ବ୍ରହ୍ମପୁର ଆଇଜରରେ ବାୟୋଲୋଜିକାଲ ସାଇନ୍ସ ବିଭାଗର...

ପରିତ୍ୟକ୍ତ ଅବସ୍ଥାରେ ସ୍ବାଧୀନତା ସଂଗ୍ରାମର ସ୍ମାରକୀ

ଡେରାବିଶ,୧୫ା୮(ବେବର୍ତ୍ତା ଅଜୟ ଦାସ): ସ୍ବାଧୀନତା ଆନ୍ଦୋଳନରେ କେନ୍ଦ୍ରାପଡ଼ା ଜିଲାର ଭୂମିକା ଅବିସ୍ମରଣୀୟ। ସ୍ବାଧୀନତା ସଂଗ୍ରାମରେ ଜିଲାର କୋଣ ଅନୁକୋଣରୁ ସେ ସମୟରେ ବହୁ ଛାତ୍ର ଓ ଯୁବକ ନିଜକୁ ଉତ୍ସର୍ଗକରି ଆନ୍ଦୋଳନର ବାର୍ତ୍ତା ପ୍ରତ୍ୟେକ ପରିବାରରେ ପହଞ୍ଚାଇଥିଲେ। ଜାତିର ପିତା...

ଥାନାରୁ ନ୍ୟାୟ ନ ପାଇ ଏସ୍‌ପିଙ୍କୁ ଭେଟିଲେ ପୀଡ଼ିତା

ପାଣିକୋଇଲି,୧୫ା୮(ବିକାଶ କୁମାର ମଲିକ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଟିଏ ପରିବାରର ବାପ ଓ ୩ ପୁଅ, ଝିଅ ମିଶି ପଡ଼ୋଶୀ ଦୁଇ ମହିଳାଙ୍କୁ ଅଶାଳୀନ ବ୍ୟବହାର ସହିତ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ସଂକ୍ରାନ୍ତରେ ପୀଡ଼ିତାଙ୍କ ତରଫରୁ ଯାଜପୁର ଥାନାରେ...

ଗାନ୍ଧିଜୀଙ୍କ ନେତୃତ୍ୱରେ ଝାସ ଦେଇଥିଲେ ଯାଜପୁରର ସ୍ବାଧୀନତା ସଂଗ୍ରାମୀ

ଯାଜପୁର,୧୫ା୮(ହର୍ଷବର୍ଦ୍ଧନ ବେହେରା) : ଦେଶର ସ୍ବାଧୀନତା ପାଇଁ ଭାରତବାସୀ ଯେଉଁ ତ୍ୟାଗ ସ୍ବୀକାର କରିଥିଲେ ସେଥିରେ ଯାଜପୁର ଜିଲାବାସୀଙ୍କ ବଳିଦାନ ମଧ୍ୟ କମ ନୁହେଁ। ୧୯୪୨ ଭାରତଛାଡ ଆନ୍ଦୋଳନରେ କୋରାପୁଟ ଓ ବାଲେଶ୍ୱର ଜିଲାରେ ଗୁଳିକାଣ୍ଡ ହୋଇ ତାଣ୍ଡବଲୀଳା ଓ...

୨୪ ଦିନର ପୁଅକୁ ହାଣି ହତ୍ୟା କଲେ ମା’; ଝିଅକୁ ମାରି ଜେଲ ଯାଇଥିଲେ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ ତେଲକୋଇ(ରଞ୍ଜିତ ବିଶ୍ୱାଳ),୧୫ା୮:କେନ୍ଦୁଝର ଜିଲା ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ନମକାନି ଗ୍ରାମ ଜୁଆଙ୍ଗ ସାହିର ମହିଳା ଲକ୍ଷ୍ମୀ ଜୁଆଙ୍ଗ (୩୦) ୨୦୧୮ରେ ତାଙ୍କ ବର୍ଷକର ଝିଅକୁ ଗାଡ଼ିଆରେ ବୁଡାଇ ହତ୍ୟା କରିଥିବା ବେଳେ ସୋମବାର ତାଙ୍କର...

ଫାଇନାନ୍ସ ଟଙ୍କା କିସ୍ତି ନ ଦେବାରୁ ଯୁବକଙ୍କୁ ହତ୍ୟା

ଜୟପୁର, ୧୪ା୮ (ପବନ ପାଣିଗ୍ରାହୀ): ଫାଇନାନ୍ସ ଟଙ୍କା କିସ୍ତି ନ ଦେବାରୁ କୋରାପୁଟ ଜିଲା ଜୟପୁରରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଅତ୍ୟୁ ହୋଇଛି। ଏହା ସାଧାରଣରେ ଆଲୋଡନ ଖେଳାଇ ଦେଇଛି। ମୃତକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri