ଆମ ଜିଲା ଖବର

ଅଟୋ ଚାଳକଙ୍କ ମହାନତା, ଫେରାଇଲେ ୮୦ ହଜାର

ସମ୍ବଲପୁର,୧୦ା୮(ଶୁଭାଶିଷ ପାଢୀ): ସମାଜରେ ଏବେ ମଧ୍ୟ ମାନବିକତା ବଞ୍ଚିରହିଛି। ସମ୍ବଲପୁର ସହରର ଜଣେ ଅଟୋ ଡ୍ରାଇଭରଙ୍କ ସଚ୍ଚୋଟତା ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିଛି। ସମ୍ବଲପୁର ମହାନଗର ନିଗମ ଅଧୀନ ମୁଣ୍ଡୋଘାଟ ଗ୍ରାମର ଅଟୋ ଚାଳକ ଚୁଡ଼ାମଣି ଲୁହା। ସମ୍ବଲପୁର ଲକ୍ଷ୍ମୀ...

ଅଣାୟତ୍ତ ଘରୋଇ ସ୍କୁଲ

କୋରେଇ,୧୦ା୮(ଚନ୍ଦ୍ରକାନ୍ତ ପତି):କୋରେଇ ବ୍ଲକ ଅଧୀନରେ ପ୍ରାୟ ୭୦ରୁ ଊଦ୍ଧର୍‌ବ ଘରୋଇ ସ୍କୁଲ ରହିଛି। ଏଥିରୁ ୫୨ ସରକାରୀ ସ୍ବୀକୃତିପ୍ରାପ୍ତ ସ୍କୁଲ୍‌ ରହିଥିବାବେଳେ ୨୦ରୁ ଊଦ୍ଧର୍‌ବ ସ୍କୁଲ୍‌ ବେଆଇନ ଭାବେ ଗଢ଼ିଉଠିଛି। ମାତ୍ର ବିଡ଼ମ୍ବନାର ବିଷୟ ସ୍ବୀକୃତିପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ମଧ୍ୟରୁ ଏକାଧିକ...

କିଶୋରୀଙ୍କ ଅଧିକାର କ୍ଷୁଣ୍ଣ

ଯାଜପୁର,୧୦ା୮(ହର୍ଷବର୍ଦ୍ଧନ ବେହେରା) : ସରକାର କନ୍ୟା ସନ୍ତାନମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ବେଟି ବଚାଓ ଓ ବେଟି ପଢାଓ ଅଭିଯାନ ସମେତ କୁମାରୀ ସ୍ବାବଲମ୍ବୀ, ଅଦ୍ୱିକା ଇତ୍ୟାଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଯାଜପୁର ଜିଲାରେ କେତେକ ଘଟଣାକୁ ଅବଲୋକନ...

କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ଏବେ ଅଚଳ

ପାରାଦୀପ, ୧୦ା୮(ଶରତ ରାଉତ)ମହାମାରୀ କରୋନା ପାଇଁ ପାରାଦୀପର ବେଳାଭୂମି ରାସ୍ତା ପାଖରେ ୨୦୨୦ରେ କୋଭିଡ୍‌ ହସ୍ପିଟାଲ ସରକାର ଖୋଲିଥିଲେ। ଏବେ କରୋନା ସଂକ୍ର୍ରମଣ ହ୍ରାସ ପାଇଥିବାରୁ ଉକ୍ତ ହସ୍ପିଟାଲକୁ ସରକାର ୨୦୨୩ ଏପ୍ରିଲ ୧୩ରେ ବନ୍ଦ କରିଛନ୍ତି। କିନ୍ତୁ ସେହି...

ମୌଳିକ ସମସ୍ୟା ପ୍ରତି ପ୍ରଶାସନର ନିଘା ନାହିଁ

ଖଣ୍ଡପଡ଼ା, ୧୦ା୮ (ଅଜୟ କୁମାର ମହାରଣା)ଖଣ୍ଡପଡ଼ା ବ୍ଳକ ଅନ୍ତର୍ଗତ ବେଣାଗାଡିଆ, କାଦୁଆ, ତେନ୍ତୁଳିଆପଲ୍ଲୀ, ମୁରାରୀପୁର, ମାଧବେରେଣୀ, ଗୋପିନାଥପୁର ଓ ଇଜ୍ଜତଘୋଡାମାରୀ ପଥରଦ୍ୱାର ଏପରି ୭ ମୌଜାର ୨୫ଟି ୱାର୍ଡକୁ ନେଇ ବେଣାଗାଡ଼ିଆ ପଞ୍ଚାୟତ ଗଠିତ ା ଏହି ସାତଗାଁ ବେଣାଗାଡିଆ...

ସତ୍ୟବାଦୀ ହାଇସ୍କୁଲର ପୁରୁଣା ଛାତଘର ଭଙ୍ଗାଯିବ

ସାକ୍ଷୀଗୋପାଳ,୧୦। ୮(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର)ବନ ବିଦ୍ୟାଳୟର ଗାରିମା ବହନ କରୁଥିବା ଐତିହାସିକ ସତ୍ୟବାଦୀ ହାଇସ୍କୁଲର ପୁରାତନ ଛାତ ଘରକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ପୁଣିଥରେ ନିର୍ମାଣ କରାଯିବ। ନିକଟରେ ୫-ଟି ଯୋଜନାରେ ସତ୍ୟବାଦୀ ହାଇସ୍କୁଲ ରୂପାନ୍ତରିତ ହୋଇଥିଲା। ହେଲେ ନବୀକରଣ ର...

୪ ଛାତ୍ରୀଙ୍କୁ ପାଇଖାନାରେ ବନ୍ଦ କରି ସ୍କୁଲ ସଭାପତି ଗିରଫ

ବଲାଙ୍ଗୀର/କଣ୍ଟାବାଞ୍ଜି, ୧୦ା୮(ବୀରେନ୍ଦ୍ର କୁମାର ଝାଙ୍କର/ଗୁରଦୟାଲ ହଂସ)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅଧୀନ ବୁରୋମାଲ ସରକାରୀ ଉନ୍ନୀତ ହାଇସ୍କୁଲ ପାଇଖାନା ଭିତରେ ଦଶମ ଶ୍ରେଣୀର ୪ ଛାତ୍ରୀଙ୍କୁ ମଙ୍ଗଳବାର ଅଧଘଣ୍ଟା କାଳ ବନ୍ଦ କରାଯାଇଥିଲା। ଏହି ଘଟଣାର ଅଭିଯୁକ୍ତ ହାଇସ୍କୁଲ ପରିଚାଳନା...

ପୁତୁରାକୁ ଛୁରି ଭୁସି ହତ୍ୟା, ମଉସା ଗିରଫ

ପୁରୀ,୧୦।୮(ଅଜିତ ମହାନ୍ତି)ପାରିପାରିକ କଳହକୁ ନେଇ ପୁରୀରେ ଏକ ହତ୍ୟାକାଣ୍ଡ ଘଟିଛି। ମଉସା ଛୁରିରେ ଆକ୍ରମଣ କରିବାରୁ ପୁତୁରାଙ୍କ ମୃତ୍ୟୁ ଘଟିଥିବା ବେଳେ ଶ୍ୱଶୁର ଘର ଲୋକ ଗୁରୁତର ଆହତ ହୋଇଛନ୍ତି। କୁମ୍ଭାରପଡା ଥାନା ଅନ୍ତର୍ଗତ ପୁରୀ ଉପରମାଳି ସାହି ତାତାମ୍ବରୀ...

ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଜାତୀୟ ରାଜପଥରେ ମଙ୍ଗଳବାର ରାତି ପ୍ରାୟ ୧ଟା ବେଳେ ଏକ ଗାଡ଼ି ଧକ୍କାରେ ଗୋଟିଏ ମାଈ କଲରାପତରିଆ ବାଘର ମୃତ୍ୟୁ ହୋଇଛି। ବାଘଟିର ବୟସ ପ୍ରାୟ ୨ବର୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ...

ଏଏସ୍‌ଓ ଚୟନ ପ୍ରକ୍ରିୟାରେ ହାଇକୋର୍ଟଙ୍କ ରୋକ

କଟକ,୧୦ା୮ (କାର୍ତ୍ତିକ ସାହୁ)ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପଦବୀର ଚୟନ ପ୍ରକ୍ରିୟା ଆଗାମୀ ୬ ସପ୍ତାହ ମଧ୍ୟରେ ଶେଷ କରିବାକୁ ଜଣକିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଉପରେ ରୋକ ଲାଗିଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ...

ମନଇଚ୍ଛା ସମ୍ପତ୍ତି ବିକିପାରିବେ ନାହିଁ ସମବାୟ ସମିତି

ଭୁବନେଶ୍ୱର,୧୦ା୮(ଅନିଲ ଦାସ)ସମବାୟ ସମିତିଗୁଡ଼ିକ ପୂର୍ବଭଳି ମନଇଚ୍ଛା ନିଜର ସ୍ଥାବର ସମ୍ପତ୍ତିକୁ ବିକ୍ରି କରିପାରିବେ ନାହିଁ କିମ୍ବା କାହାରିକୁ ଦେଇପାରିବେ ନାହିଁ। ରାଜ୍ୟ ସରକାର ଏହା ଉପରେ କଟକଣା ଲଗାଇବା ସହିତ ସମବାୟ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି।...

ବାପାଙ୍କୁ ଫାଶୀ, ପୁଅଙ୍କୁ ଆଜୀବନ

ସମ୍ବଲପୁର/କୁଚିଣ୍ଡା,୧୦ା୮(ଶୁଭାଶିଷ ପାଢ଼ୀ/ବିରଞ୍ଚି ଦର୍କା) ସମ୍ବଲପୁର ଜିଲା ମହୁଲପାଲି ଥାନା ଲପଡ଼ା ଟ୍ରିପଲ ମର୍ଡର ଘଟଣାର ରାୟ ବୁଧବାର ପ୍ରକାଶ ପାଇଛି। କୁଚିଣ୍ଡା ଅତିରିକ୍ତ ଜିଲାଜଜ୍‌ ରାଜ କିଶୋର ଲେଙ୍କା ରାୟ ଶୁଣାଇ ଅଭିଯୁକ୍ତ ବାପା ଓ ପୁଅଙ୍କୁ ଦୋଷୀ ସାବ୍ୟସ୍ତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri