ଆମ ଜିଲା ଖବର

ଅନୁଦାନ ରାଶିକୁ ନେଇ ଉଦ୍‌ବେଗ

ବାରିପଦା,୯।୮(ନୀଳାଦ୍ରି ବିହାରୀ ଦଣ୍ଡାପାଟ): ମୟୂରଭଞ୍ଜ ଜିଲାର ଐତିହ୍ୟ ବହନ କରୁଥିବା ମା’ କୀଚକେଶ୍ୱରୀ ମନ୍ଦିରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଅନୁଦାନ ରାଶିକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟ ଜିଲାର ଦେବାଦେବୀ...

ଦେବୋତ୍ତର ଜମିରେ ବେଆଇନ ରାସ୍ତା ନିର୍ମାଣ

କେନ୍ଦୁଝର,୯।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ବଣିଆପାଟ ଖୁଣ୍ଟାପଡ଼ା ମୌଜାରେ ଦେବୋତ୍ତର ଜମିରେ ବେଆଇନ ରାସ୍ତା ନିର୍ମାଣ ନେଇ ଅସନ୍ତୋଷ ଦେଖାଦେଇଛି। ଉକ୍ତ ଅଞ୍ଚଳରେ ଦେବୋତ୍ତର ବିଭାଗ ଅଧୀନରେ ଥିବା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଜମି ଜବରଦଖଲ କରାଯାଇ ବହୁ...

ମହାନଦୀରେ ବୁଡ଼ି ୨ ଛାତ୍ର ନିଖୋଜ

ବାରଙ୍ଗ,୯।୮(ଲିଙ୍ଗରାଜ ରାଉତ): ନରାଜ ପାଖ ମହାନଦୀରେ ମଙ୍ଗଳବାର ବୁଡ଼ିଯାଇ ୨ଜଣ ଛାତ୍ର ନିଖୋଜ ହୋଇଛନ୍ତି। ସେମାନେ ହେଲେ କଟକସ୍ଥିତ ମଙ୍ଗଳାବାଗ ଅଞ୍ଚଳର ଆଦିତ୍ୟ ଅଭିଷେକ ମଲ୍ଲିକ ଓ ଦେଉଳ ସାହିର ଦେବପ୍ରିୟ ଚୌଧୁରୀ। ଏମାନେ କଟକ ଷ୍ଟୁଆଟର୍‌ସ ସ୍କୁଲରେ ପଢୁଥିବା...

ତୁଟିଲା ବନକଲାଗି ବିବାଦ

ପୁରୀ,୯ା୮(ଅଜିତ ମହାନ୍ତି): ଦୀର୍ଘ ଦେଢ଼ ମାସ ଧରି ମହାପ୍ରଭୁଙ୍କ ବନକଲାଗି ହେବାକୁ ନେଇ ଲାଗିରହିଥିବା ବିବାଦ ଶେଷରେ ମଙ୍ଗଳବାର ସମାଧାନ ହୋଇଛି। ତେବେ ଶ୍ରୀବିଗ୍ରହମାନଙ୍କ ବୁଧବାର ବନକଲାଗି ନୀତି ହେବାକୁ ଯାଉଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର...

ଡକରବାଡ଼ିରେ ଜଳ କଷ୍ଟ: ତିନିମାସ ହେଲା ଜଳ ଯୋଗାଣ ବନ୍ଦ ଥିଲା, ଧରିତ୍ରୀରେ ଖବର ପ୍ରକାଶିତ ପରେ ପ୍ରଶାସନର ତତ୍ପରତା, ମିଳିଲା ପାଣି

ଦାରିଙ୍ଗବାଡି, ୮।୮(ଅରୁଣ ସାହୁ )- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ଡକରବାଡ଼ି ଗ୍ରାମରେ ଗତ ତିନିମାସ ହେଲା ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା...

କେନାଲ ଭାଙ୍ଗି ୬ମାସ ବିତିଗଲା, ମରାମତି ଅଭାବ ଯୋଗୁଁ ଚାଷୀଙ୍କ ଧାନ ମରି ନଷ୍ଟ

କେସିଙ୍ଗା,୮।୮(ତୁମେଶ୍ୱର ସାହୁ)କଳାହାଣ୍ଡି ଜିଲା କେସିଙ୍ଗା କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ ଅଧିନସ୍ଥ କରଲାଖୁଣ୍ଟା ପାଣି ପଞ୍ଚାୟତ ଅନ୍ତର୍ଗତ କାଣ୍ଡେଲ ଗ୍ରାମର ବହୁ ଚାଷୀଙ୍କ ଚାଷ ଜମିରେ ତୁର୍ଲା କ୍ଷୁଦ୍ରଜଳସେଚନ ପ୍ରୋଜେକ୍ଟରୁ ପାଣି ନ ଛାଡିବାରୁ ରୁଆ ଧାନ ମରି ନଷ୍ଟ...

ଆଞ୍ଚଳିକ ପରିବହନ ବିଭାଗର ଯାଞ୍ଚ: ୨୫ଟି ମାମଲାରେ ୧ ଲକ୍ଷ ୪୮ ହଜାର ଜରିମାନା ଆଦାୟ, ୩ ମଦ୍ୟପ ଚାଳକଙ୍କ ଲାଇସେନ୍ସ ରଦ୍ଦ

ଦାରିଙ୍ଗବାଡି, ୮।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡରେ ମଙ୍ଗଳବାର କନ୍ଧମାଳ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ବ୍ଲକିଂ କରାଯାଇ ଗାଡିମୋଟର ଯାଞ୍ଚ କରାଯାଇଛି। ଯାଞ୍ଚରେ ବିନା ଗାଡି କାଗଜପତ୍ର, ହେଲମେଟ, ନିଶାସକ୍ତ ଅବସ୍ଥାରେ...

ମିଳିଲା ନିଖୋଜ କାଉଡିଆଙ୍କ ଶବ

ଖଇରା,୮।୮(ଉତ୍କଳବନ୍ଧୁ ପଣ୍ଡା) ବାଲେଶ୍ୱର ଜିଲା ସାନଜୟୀପୁର ଗ୍ରାମର ଶୈବପୀଠରେ ଜଳାଲାଗି କରିବାକୁ ସାଳନ୍ଦୀକୁ ପାଣି ଆଣିବାକୁ ଯାଇ ୨କାଉଡିଆ ନିଖୋଜ ହୋଇଯାଇଥିଲେ। ତେବେ ମଙ୍ଗଳବାର ସକାଳେ ଦୁହିଁଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ା ନିଖୋଜର ୨୨ ଘଣ୍ଟା ପରେ ମୃତଦେହ...

ହାତୀମୁଣ୍ଡା ପଞ୍ଚାୟତରେ ମିଳୁନି ଭତ୍ତା: ଦୁଇ ମାସ ହେଲା ହିତାଧିକାରୀ ହଟହଟା; ପଞ୍ଚାୟତ କାର୍ଯ୍ୟାଳୟ ଖୋଲୁନି, ଯାଉନାହାନ୍ତି ଅଧିକାରୀ

ଦାରିଙ୍ଗବାଡି, ୮।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ହାତୀମୁଣ୍ଡା ପଞ୍ଚାୟତରେ ଗତ ୨ ମାସ ହେଲା ଭତ୍ତା ଟଙ୍କା ମିଳୁନାହିଁ। ଫଳରେ ବିଧବା, ବାଦ୍ଧର୍ର୍କ୍ୟ, ଦିବ୍ୟାଙ୍ଗ ଭଳି ହିତାଧିକାରୀମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଟଙ୍କା...

ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି: ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ, ୮।୮(ଅଜିତ ମହାନ୍ତି): ବୁଧବାର ୯ ତାରିଖ ଦିନ ଶ୍ରାବଣ ମଳ କୃଷ୍ଣ ନବମୀ ତିଥିରେ ଶ୍ରୀମନ୍ଦିରରେ ବନକଲାଗି ନୀତି ହେବ। ଏଥିପାଇଁ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା...

ଜମି ବାଡ଼ି ଗଣ୍ଡଗୋଳକୁ ନେଇ ବଡବାପା ଝିଅଙ୍କୁ ତୀର ମାରି ଭାଇ ଗିରଫ

ପାଟଣା,୮।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ ରାଇଡିହା ପଞ୍ଚାୟତ ଜାରକାଣି ବେଡା ଗ୍ରାମର ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ସୋମବାର ପାଟଣା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜଣେ ସମ୍ପର୍କୀୟ ଭଉଣୀଙ୍କୁ ତୀର ମାରିବା...

ମହାନଦୀରେ ଭାସି ଯାଉଥିବା ବେଳେ ଜଣେ ମହିଳାଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ, ୫ କିମି ପର୍ଯ୍ୟନ୍ତ ଜୀବନ ସହ ସଂଘର୍ଷ

ପାରାଦୀପ,୮।୮(ଶରତ ରାଉତ): ପାରାଦୀପର ନେହେରୁ ବଙ୍ଗଳା ମାଛଧରା ବନ୍ଦର ପୋତାଶ୍ରୟରୁ ମଙ୍ଗଳବାର ସକାଳେ ଜଣେ ମହିଳାଙ୍କୁ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି। ମହିଳା ଜଣକ ଲକଥାନା ଅନ୍ତର୍ଗତ ଭୂତମୁଣ୍ଡାଇ ଗ୍ରାମର ଆରତୀ ଦାସ (୫୮)ବୋଲି ଜଣାପଡିଛି। ସମ୍ପୃକ୍ତ ମହିଳା ଭୂତମୁଣ୍ଡାଇ ମହାନଦୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri