ଆମ ଜିଲା ଖବର

ଓଡ଼ଗାଁ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୂତକୋଠି

ଓଡ଼ଗାଁ,୭ା୮(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଏନଏସି ଅଧୀନ ଜାରିଙ୍ଗି ମୌଜାରେ ରହିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁତକୋଠିରେ ପରିଣତ ହୋଇଛି। ପାଖରୁ ଦେଖିଲେ ଏହା ଏକ ଗ୍ରାମ୍ୟ ଜଙ୍ଗଲ ଭିତରେ ରହିଥିବା ଭ୍ରମ...

ଅପମିଶ୍ରିତ ଖାଦ୍ୟ ବିକ୍ରି ଉପରେ କଟକଣା ନାହିଁ

ନୟାଗଡ଼,୭ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ବିଭିନ୍ନ ହୋଟେଲ, ଢ଼ାବା, ରେଷ୍ଟୁରାଣ୍ଟ ଓ ଜଳଖିଆ ଦୋକାନରେ ସୁଆଦିଆ ଖାଦ୍ୟ ନଁାରେ ବାସି, ଅପମିଶ୍ରିତ ଓ ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଛି। ଗ୍ରାହକ ଆହାର ବଦଳରେ ଜହର ଖାଇ ରୋଗ...

ଜିଲା ମତ୍ସ୍ୟ ଅଧିକାରୀଙ୍କ ଜାଲ୍‌ ଦସ୍ତଖତ କରି ୧୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିଲେ କିରାଣି, ବାନ୍ଧିଲା ପୋଲିସ

ଦେବଗଡ଼,୭ା୮(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଜିଲା ମତ୍ସ୍ୟ ବିଭାଗରେ କାର୍ଯ୍ୟରତ ଜଣେ ବରିଷ୍ଠ କିରାଣି ଜିଲା ମତ୍ସ୍ୟ ଅଧିକାରୀଙ୍କ ଦସ୍ତଖତ ଜାଲିଆତି କରି ମୋଟ୍‌ ୧୩ ଲକ୍ଷ ୨୦ ହଜାର ୬୪୯ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ସମ୍ପୃକ୍ତ...

କେନାଲ ବନ୍ଧରେ ୨୦ ଫୁଟର ଘାଇ

ବାଳକାଟୀ,୭।୮(ମନୋଜ ମଣ୍ଡଳ): ଭୁବନପୁର ଜଳସମ୍ପଦ କାର୍ଯ୍ୟାଳୟ ଅଧୀନ ବାଳକାଟୀସ୍ଥିତ ସାଇଫୋନ ନିକଟରେ କେନାଲ ବନ୍ଧ ଭାଙ୍ଗି ପ୍ରାୟ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଶନିବାର ବିଳମ୍ବିତ ରାତିରେ ଅଚାନକ ବନ୍ଧ ଭାଙ୍ଗିବା ଫଳରେ ସ୍ଥାନୀୟ ନର୍ସରୀ ଆଉ କଲେଜ...

ଜନଜାତି ଛାତ୍ରୀଛାତ୍ରଙ୍କଠାରୁ ନାମ ଲେଖା ଫି’ ଆଦାୟ

ମହାକାଳପଡ଼ା,୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ ସର୍ବଶିକ୍ଷା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାର ସୁଦୂର ପ୍ରଚାର ପ୍ରସାର କ୍ଷେତ୍ରରେ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ଯେପରି ଗ୍ରାମାଞ୍ଚଳ ହେଉ କି...

୨୨ କୋଟିର ରାସ୍ତାରୁ ପିଚୁ ଉଠିଗଲା

କେନ୍ଦ୍ରାପଡ଼ା,୭ା୮(ଜଗନ୍ନାଥ ଧଳ): ସରକାର ରାସ୍ତାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଆର୍ଥତ୍କ ଅନୁଦାନ ଯୋଗାଇ ଦେଉଛନ୍ତି। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠିକାଦାର ପ୍ରୀତି ଯୋଗୁ ବିକାଶରେ ବାଧକ ସାଜିଛି। ଫଳରେ ନିମ୍ନମାନର ରାସ୍ତା ନିର୍ମାଣ କାମ ଯୋଗୁ ଯୋଜନାର...

ବନ୍ୟାରେ ଜିଲା କୃଷି ଅର୍ଥନୀତି ବିପନ୍ନ

କେନ୍ଦ୍ରାପଡ଼ା,୭ା୮(ଜଗନ୍ନାଥ ଧଳ): ଚଳିତ ବନ୍ୟା କେନ୍ଦ୍ରାପଡ଼ା ଜିଲାର କୃଷି ଅର୍ଥନୀତିକୁ ବିପନ୍ନ କରିଛି। ଜିଲାର ୫ ବ୍ଲକ ଅଞ୍ଚଳର ୪୭ ପଞ୍ଚାୟତରେ ବନ୍ୟା ଜଳ ଜମି ରହି ଖରିଫ ଚାଷ ସହ ପନିପରିବା ଫସଲକୁ ଉଜାଡ଼ି ଦେଇଛି। ଏବେ ସୁଦ୍ଧା...

ପାଣିରେ ବୁଡ଼ିଲା ୬୪ କୋଟି ଟଙ୍କାର ପ୍ରକଳ୍ପ

ଯାଜପୁର,୭ା୮(ହର୍ଷବର୍ଦ୍ଧନ ବେହେରା): ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସସରୋବରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପ୍ରାୟ ଦେଢ ବର୍ଷ ହେବ ଆରମ୍ଭ ହୋଇଛି। ଏହି କାର୍ଯ୍ୟ ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରୁ ୬୪ କୋଟି ଟଙ୍କା ମଞ୍ଜୁର କରାଯାଇଛି।...

‘ଜିଲାର ସମସ୍ତ କଲେଜ ୫-ଟିରେ ସାମିଲ’

ବଲାଙ୍ଗୀର,୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାର ସମସ୍ତ ଯୁକ୍ତ ୨ ଓ ଯୁକ୍ତ ୩ କଲେଜକୁ ୫-ଟି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ କରିଛନ୍ତି। ରବିବାର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଡିଆରେ ଆୟୋଜିତ ଛାତ୍ରୀଛାତ୍ର ସମାବେଶରେ ଯୋଗଦେଇ ୫-ଟି ସଚିବ ଭି.କେ.ପାଣ୍ଡିୟାନ ଏହି...

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ୧୯ ଗିରଫ

ଫୁଲବାଣୀ (ରାକେଶ କୁମାର ରାଉତ)/ଫିରିଙ୍ଗିଆ(ବିକ୍ରମ ଦିଗାଲ),୭ା୮: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଲିସ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ଶନିବାର ଲଙ୍କାକାଣ୍ଡ କରିଥିଲେ। ସେମାନେ ଥାନାରେ ନିଆଁ ଲଗାଇ ଦେବା ସହ ପୋଲିସକୁ ଆକ୍ରମଣ...

ଛତୁ ଖାଇ ୨ ଗୁରୁତର

ଝରିଗାଁ,୬।୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡା ଗ୍ରାମରେ ବିଷାକ୍ତ ଛତୁ ଖାଇ ୨ଜଣ ଗୁରୁତର ହୋଇଥିବା ଜଣାପଡିଛି। ଗବାଗୁଡା ଗ୍ରାମର ଜେମା ଜାନୀ (୬୦) ଏବଂ ନିଳା ଜାନୀ(୫୫) ରବିବାର ବାଡ଼ିରେ...

ସୀମାନ୍ତରୁ ଦୁଇ ଆଇଇଡି ବୋମା ଜବତ

ମାଲକାନଗିରି,୬ା୮(ଦୁର୍ଯୋଧନ ପତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲାରେ ସର୍ଚ୍ଚ ଅପରେଶନ ବେଳେ ଯବାନମାନେ ରବିବାର ଦୁଇଟି ଆଇଇଡି ବୋମା ଜବତ କରିଛନ୍ତି। ବିଜାପୁର ଜିଲା ଗୋଲାକୋଣ୍ଡା ନିକଟ ପାହାଡ ଅଞ୍ଚଳରେ ମାଓବାଦୀ ଦମନ ପାଇଁ କୋବ୍ରା ଯବାନଙ୍କ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri