ଆମ ଜିଲା ଖବର

ବିପଦସଙ୍କୁଳ ଅବସ୍ଥାରେ ସଦର ମହକୁମା ଫ୍ଲାଏଓଭର

ରାୟଗଡ଼ା,୪।୮(ଆଶିଷ ରଞ୍ଜନ ପଣ୍ଡା): ଜିଲା ସଦର ମହକୁମାର ମୁଖ୍ୟ ସଂଯୋଗପଥ ପାଲଟିଥିବା ଫ୍ଲାଏଓଭର ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର ମରାମତି ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହାର ମରାମତି କରାଯାଉ ନାହିଁ...

ବିକ୍ରି ହେଉଛି ଏକ୍ସପାଏରି ଔଷଧ

ରାୟଗଡ଼ା,୪।୮(ଆଶିଷ ରଞ୍ଜନ ପଣ୍ଡା): ଜିଲାର ବିଭିନ୍ନ ଔଷଧ ଦୋକାନରେ ବେଆଇନ ଭାବେ ଅବଧି ଶେଷ ହୋଇଯାଇଥିବା ବା ଏକ୍ସପାଏରି ଔଷଧ ବିକ୍ରି ହେଉଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଡ୍ରଗ୍ସ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ...

‘ଯୁବପିଢ଼ି ସଚେତନ ହେଲେ ଗଣତନ୍ତ୍ର ସୁଦୃଢ଼ ହେବ’

ଖୋର୍ଦ୍ଧା,୪ା୮(ପ୍ରଭାତ ପାଣିଗ୍ରାହୀ): ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଯୁବସମାଜ ଏକ ପ୍ରମୁଖ ଅଙ୍ଗ। ତେଣୁ ଯୁବପିଢ଼ି ନିଜ ଦାୟିତ୍ୱକୁ ହୃଦୟଙ୍ଗମ କରିବା ସହ ସଚେତନ ହେଲେ ଗଣତନ୍ତ୍ର ସୁଦୃଢ଼ ଓ ସମୃଦ୍ଧ ପଥରେ ଆଗେଇପାରିବ। ଗଣମାଧ୍ୟମ ସମସ୍ତ ପ୍ରତିକୂଳ ପରିସ୍ଥିତିର...

ଅବ୍ୟବସ୍ଥା ଘେରରେ ୬୦ ବର୍ଷର ବିଦ୍ୟାଳୟ

କୋଦଳା,୪ା୮(ଅମିତ କୁମାର ପଟ୍ଟନାୟକ): ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ୫-ଟି ଜରିଆରେ ବହୁ କାର୍ଯ୍ୟ କରୁଥିବା ବେଳେ ୬୦ ବର୍ଷ ପୁରୁଣା କୋଦଳା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଛି। କୋଦଳା ସହରର ବହୁ ଛାତ୍ରୀଛାତ୍ରଙ୍କ...

ପାଣି ଘେରରୁ ୫ ଶହ ସ୍ଥାନାନ୍ତର

ଅନୁଗୋଳ,୪ା୮(ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ବର୍ଷା ବିପତ୍ତି ପରେ ବଢ଼ିଯାଇଛି ବିପନ୍ନଙ୍କ ଦୁଃଖ। ବିଶେଷକରି ଆଠମଲ୍ଲିକ ଓ ଟିକରପଡ଼ାର ବନ୍ୟା ବିପନ୍ନଙ୍କୁ ଉଦ୍ଧାର, ଥଇଥାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ସେହିପରି ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ପାଣି...

ଅସୁରକ୍ଷିତ ଅହିରାଜ

ଢେଙ୍କାନାଳ,୪ା୮(ରତନ ନାୟାର): ଢେଙ୍କାନାଳର ବିସ୍ତୀର୍ଣ୍ଣ ସଂରକ୍ଷିତ ଜଙ୍ଗଲରେ କ୍ରମାଗତ ଭାବେ ଅହିରାଜଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାର ଶୀତଳ ପରିବେଶ ଏହି ପ୍ରଜାତିର ସର୍ପଙ୍କ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଛି। ହେଲେ ଏମାନଙ୍କ ସଂରକ୍ଷଣ ଲାଗି ରାଜ୍ୟସ୍ତରରେ ଅଦ୍ୟାବଧି...

ଡେଙ୍ଗୁ ରୋଗୀ ଚିହ୍ନଟ ପରେ ବଢ଼ିଲା ଚିନ୍ତା

ଅନୁଗୋଳ,୪ା୮(ଅମିତ କୁମାର ସାମଲ): ଅନୁଗୋଳରେ ୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ସହରର ଅନେକ ଲୋକ ଚିନ୍ତାରେ ପଡ଼ିଛନ୍ତି। ଅତୀତରେ ସେମାନେ ଡେଙ୍ଗୁର ଭୟାବହତା ଦେଖିଥିବାରୁ କିପରି ଏହା କବଳରୁ ସୁରକ୍ଷିତ ରହିବେ ସେ ନେଇ ବ୍ୟସ୍ତ...

କାଂଶବାଂଶ ନଦୀରେ ଜଳସ୍ତର ବୃଦ୍ଧି

ସିମୁଳିଆ,୪ା୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ ପ୍ରବାହିତ କାଂଶବାଂଶ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଚଳିତବର୍ଷ ପ୍ରଥମ ବନ୍ୟା ଆସିଛି। ଫଳରେ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ବିଭିନ୍ନ ଅଞ୍ଚଳରେ ବନ୍ୟାପାଣି ଜମି ରହିଛି। ଖଇରା ଓ...

ପରୀକ୍ଷାଖାତା ଦେଖାରେ ଅନିୟମିତତା

ଘଟଗାଁ,୪ା୮(ରାଜେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟରେ ପରୀକ୍ଷା ଖାତା ଦେଖାରେ ଅନିୟମିତତା ଅଭିଯୋଗ ହୋଇଛି। ଏ ନେଇ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ତରଫରୁ ମହାବିଦ୍ୟାଳୟର +୩ ପରୀକ୍ଷା ଖାତା ମୂଲ୍ୟାଙ୍କନ ଜୋନ୍‌କୁ ପ୍ରତ୍ୟାହାର କରାଯାଇଛି।...

ଦେଢ଼ ଲକ୍ଷ ଲୋକ ପ୍ରଭାବିତ

ଧାମନଗର,୪ା୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗରଠାରେ ବୈତରଣୀ ଓ ତାର ଶାଖା କୋଚିଳା, ଗେଙ୍ଗୁଟି  ନଦୀରେ ଚଳିତ ବର୍ଷ ପ୍ରଥମ ବନ୍ୟା ଆସି ୨୬ ପଞ୍ଚାୟତ  ଅନ୍ତର୍ଗତ ୧୦୮ ରାଜସ୍ବ ଗ୍ରାମର ପାଖାପାଖି ଦେଢ଼ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବୁଧବାର ସାରେ...

୯ ପଞ୍ଚାୟତର ୮୬ ଗାଁ ଜଳବନ୍ଦୀ

ଆରଡ଼ି/ଧୂଷୁରୀ, ୪ା୮(ଦୀପ୍ତି ରଞ୍ଜନ ନାୟକ/କପିଲଦେବ ବିଶ୍ୱାଳ): ବୈତରଣୀ ନଦୀର ବନ୍ୟାଜଳ ଭଦ୍ରକ ଜିଲାର ଧୂଷୁରୀ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନ୧୧ଟାରେ ପହଁଚିବା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ୯ ପଞ୍ଚାୟତର ୮୬ ଗାଁ ପ୍ରଭାବିତ ହୋଇଥିବା ବେଳେ ଶତାଧିକ ହେକ୍ଟର ଚାଷଜମି...

ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷଙ୍କ ଘରେ ସଶସ୍ତ୍ର ଡକାୟତି, ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ହେମଗିରି,୪ା୮(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକସ୍ଥିତ ବିଲେଇମୁଣ୍ଡାର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏବଂ ବର୍ତ୍ତମାନର ବିଜେଡି ଜିଲା କୃଷକ ମୋର୍ଚ୍ଚା ସଭାପତି ଗୋପାଳ ପ୍ରଧାନଙ୍କ ଘରୁ ଡକାୟତି ହୋଇଛି। ଗୁରୁବାର ରାତିରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri