ଆମ ଜିଲା ଖବର

‘ଦିନ ମଜୁରିଆ ମହିଳାଙ୍କ ପିଲାଙ୍କ ପାଇଁ ଯତ୍ନ କେନ୍ଦ୍ର ଖୋଲ’

ଛତ୍ରପୁର,୨ା୮(ସନ୍ତୋଷ ପାଢ଼ୀ): ତିନି ଦିିନିଆ ଗଞ୍ଜାମ ଗସ୍ତରେ ଆସିଛନ୍ତି ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଅବନୀକାନ୍ତ ସାହୁ। ବୁଧବାର ପ୍ରଥମ ଦିନରେ ଛତ୍ରପୁରରେ ପହଞ୍ଚିବା ପରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।...

ହିଲଭିୟ୍ୟୁ ଘାଟିରେ ଭୂସ୍ଖଳନ: ଲଗାଣ ବର୍ଷାରେ ବିପଦ ସାଜିଛି ଘାଟି

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଫଳରେ ଅଞ୍ଚଳରେ ଅନେକ ସ୍ଥାନରେ ନାଳ, ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଦୁର୍ଗମ ରାସ୍ତାଗୁଡିକରେ ଜଳ ଜମାହେବା ସହ ଅନେକ ସ୍ଥାନରେ କାଦୁଅ...

ପାଣି ଘେରରେ ଝାଙ୍କରପାଲି ଆରଆର ବିସ୍ଥାପିତ କଲୋନୀ

ଲୋସିଂହା ୨।୮(ସୁଶାନ୍ତ ବାରିକ):ଲୋୟର ସୁକତେଲ ଡ଼୍ୟାମ ଯୋଗୁ ଲୋଇସିଂହା ବ୍ଲକ ଅନ୍ତର୍ଗତ ବିସ୍ଥାପିତ ଡୁଙ୍ଗରୀପାଲି ଗ୍ରାମବାସୀଙ୍କୁ ସ୍ଥାନାନ୍ତରଣ କରାଯାଇଛି। ଜିଲା ପ୍ରଶାସନ ତରଫରୁ ବିସ୍ଥାପିତ ଗ୍ରାମବାସୀଙ୍କୁ ନିକଟସ୍ଥ ଝାଙ୍କରପାଲି ଆରଆର କଲୋନୀ ଅସ୍ଥାୟୀ କ୍ୟାମ୍ପରେ ଥଇଥାନ କରାଯାଇଛି। ଅସ୍ଥାୟୀ କ୍ୟାମ୍ପରେ...

ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ କରିବେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ ) ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇରୁ ଯୁକ୍ତ ତିନିକୁ ଉନ୍ନିତ, ଦରମା ହାର ଲେବଲ ୫ର ୨୧ହଜାର ୭୦୦ରୁ ଲେବଲ ୯ର ୩୫ହଜାର ୪୦୦କୁ ବୃଦ୍ଧି ଏବଂ ଦଶବର୍ଷ ପୂରଣ କରିଥିବା ନିର୍ବାହୀ ଅଧିକାରୀଙ୍କୁ ସ୍ବତନ୍ତ୍ର ପଦବୀରେ...

ଢେଙ୍କାନାଳ ବାଘ ଶୂନ୍ୟ

ଢେଙ୍କାନାଳ, ୨।୮(ରତନ ନାୟାର): ଢେଙ୍କାନାଳରୁ ହଜିଗଲେ କଲରାପତରିଆ। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ପ୍ରକାଶିତ ରିପୋର୍ଟରେ ଏଭଳି ଚମକାଇଦେବା ଭଳି ତଥ୍ୟ ଉଲ୍ଲେଖ ରହିଛି। ମାତ୍ର ବର୍ଷେ ଭିତରେ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଘୂରି...

ଶିକ୍ଷା ପାଇଁ ବାଜିରେ ଲାଗୁଛି ଜୀବନ

ମୋହନା,୨।୮(ମନ୍ମଥ ମିଶ୍ର): ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗଜପତି ମୋହନା ବ୍ଲକ ବୁଢ଼ାପଙ୍କା ଉରା ନାଳରେ ଆଜି ଯାଏ ହୋଇ ପାରୁନି ପୋଲ। ଫଳରେ ଛାତ୍ରୀଛାତ୍ରମାନେ ସେହି...

ଲଗାଣ ବର୍ଷାରେ ବେହାଲ କନ୍ଧମାଳ

ଫୁଲବାଣୀ,୨।୮(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ବିଗତ ତିନି ଦିନ ହେବ ବର୍ଷା ଲାଗି ରହିଛି ା ମଙ୍ଗଳବାର ଅପରାହ୍ନରୁ ଜିଲାରେ ଲଗାଣ ବର୍ଷା ଜାରି ରହିଛି ା ପ୍ରବଳ ବର୍ଷା ହେତୁ ସମ୍ପୂର୍ଣ୍ଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକେ...

ଜିଲାବାସୀ ପ୍ରକଳ୍ପ ପ୍ରତିଶ୍ରୁତିରେ ଅଣନିଃଶ୍ୱାସୀ

କେନ୍ଦ୍ରାପଡ଼ା, ୨।୮ (ଜଗନ୍ନାଥ ଧଳ): ସାଧାରଣ ନିର୍ବାଚନ ପ୍ରସ୍ତୁତିରେ ରାଜ୍ୟର ବୃହତ ୩ ରାଜନୈତିକ ଦଳ ତପତ୍ର ହୋଇଛନ୍ତି। ବିଭିନ୍ନ ରଣନୀତି ବୈଠକରେ ପ୍ରସ୍ତୁତ ହେଉଥିବା ବେଳେ ସାଙ୍ଗଠନିକ କାର୍ଯ୍ୟକୁ ଗୁରୁତ୍ୱ ଦେଉଛନ୍ତି। ଅପରପକ୍ଷରେ ଅର୍ଥନୈତିକ ଅଭିବୃଦ୍ଧିରେ ରାଜ୍ୟର ୨୬ତମ...

ପୋତି ହୋଇଯିବ ପଟ୍ଟାମୁଣ୍ଡାଇ କେନାଲ

କେନ୍ଦ୍ରାପଡା, ୨।୮(ଜଗନ୍ନାଥ ଧଳ): କଟକ ଜଗତପୁରଠାରୁ ବାହାରିଥିବା ପଟ୍ଟାମୁଣ୍ଡାଇ କେନାଲ ପ୍ରତି ବିପଦ ସୃଷ୍ଟି ହୋଇଛି। ପଟ୍ଟାମୁଣ୍ଡାଇ ଶୁକୁଆ ସାହିଠାରୁ କଖାରୁଣି ପୋଲ ପର୍ଯ୍ୟନ୍ତ ନୂତନ ବାଇପାସ ରାସ୍ତା ନିର୍ମାଣ କାମରେ ବ୍ୟବହାର ପଙ୍କୁଆ ମାଟି ବୋହି କେନାଲ ଶଯ୍ୟା...

ପ୍ରବଳ ବର୍ଷା,ବନ୍ୟା ଆଶଙ୍କା

କେନ୍ଦୁଝର,୨।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ମଙ୍ଗଳବାର ପୂର୍ବାହ୍ନରୁ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଜିଲାରେ ଅଧିକ ପରିମାଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରି ରେଡ୍‌ ଆଲର୍ଟ ଜାରି କରିଛି ା ଏହାକୁ ଦୃଷ୍ଟିରେ ରଖି...

ଦନ୍ତା ଉତ୍ପାତ, ଭାଙ୍ଗିଲାଣି ୫ ଘର

ପାଟଣା, ୨।୮ (ବୀର କିଶୋର ଦାଶ) କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ତଣ୍ଡ ବିଟ୍‌ରେ ଏକ ଗୋଠଛଡ଼ା ଦନ୍ତା ହାତୀ ରବିବାର ରାତିରେ ଘଟଗଁା ରେଞ୍ଜ୍‌ରୁ ଆସି ଉତ୍ପାତ ଆରମ୍ଭ କରିଛି। ଦୁଇଦିନରେ ଏହି ଦନ୍ତା ୫...

ଜିଏମ୍‌ୟୁରେ ଗୋଷ୍ଠୀ ସଂଘର୍ଷ: ୩ ଆହତ

ସମ୍ବଲପୁର, ୨।୮(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ) ପରିସରରେ ମଙ୍ଗଳବାର ସମ୍ବଲପୁରୀ ଦିନ୍‌ କାର୍ଯ୍ୟକ୍ରମ ଚାଲିଥିବାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୩ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଛାତ୍ରନେତା ତଥା ଏବିଭିପି ରାଜ୍ୟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri