ଆମ ଜିଲା ଖବର

ଥମୁନି ଫଳକ ବିବାଦ, ଜୋଲାପୁଟରେ ପୁଣି ଆନ୍ଧ୍ର ଅଧିକାରୀ

ନନ୍ଦପୁର, ୨।୮୨୦୨୩(ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତ ଜଲାପୁଟ ରିଜର୍ଭରରେ ଥମୁନି ଫଳକ ବିବାଦ। ମଙ୍ଗଳବାର ପୁୁଣି ଆନ୍ଧ୍ର ମୁଚିମପୁଟ ରାଜସ୍ବ ଓ ପୋଲିସ ଅଧିକାରୀ ପହଞ୍ଚତ୍ ଡ୍ୟାମ ନିକଟରେ ସ୍ଥାପିତ କୋରାପୁଟ ଜିଲା ପ୍ରଶାସନର ଫଳକ...

ସ୍ବର୍ଗଦ୍ୱାରର ହରିଶ୍ଚନ୍ଦ୍ର ସହାୟତା ରାଶି ୪ହଜାରକୁ ବୃଦ୍ଧି

ପୁରୀ,୨।୮(ଅଜିତ ମହାନ୍ତି):  ସ୍ବର୍ଗଦ୍ୱାରକୁ ଦାହ ସଂସ୍କାର ପାଇଁ ଆସୁଥିବା ବ୍ୟକ୍ତି ବିଶେଷମାନଙ୍କୁ ଶୋଷଣମୁକ୍ତ କରିବା ପାଇଁ ସ୍ବର୍ଗଦ୍ୱାର ସେବା ସମିତି ତରଫରୁ ବିଭିନ୍ନ ପ୍ରକାର ସେବାର ବ୍ୟବସ୍ଥା କରାଯାଇଛି। ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେକ୍ରମେ ହରିଶ୍ଚନ୍ଦ୍ର ଯୋଜନା ରାଶିକୁ...

ବଜ୍ରକାପ୍ତା ଉଦ୍ଧାର: ୮ଗିରଫ

ବାରିପଦା,୨।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଓ ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ମିଳିତ ଚଢାଉ କରାଯାଇ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହି ଘଟଣାରେ ରାଇରଙ୍ଗପୁର ନିକଟରୁ ୮ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କ...

ପୋଲ ଉପରେ ୪ ଫୁଟର ପାଣି : କେନ୍ଦୁଝର -ମୟୂରଭଞ୍ଜ ଯୋଗାଯୋଗ ବିଛିନ୍ନ

ପାଟଣା,୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସନ୍ଧ୍ୟାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି। ଫଳରେ ବୁଧବାର ବିଭିନ୍ନ ସ୍ଥାନରେ ନଦୀ ନାଳ ସବୁ ଫୁଲି ଉଠିଛି। ପାଟଣା ବ୍ଲକ ରାଜନଗର...

ଅସୁସ୍ଥ ଛୁଆକୁ ଛାଡ଼ି ପଳାଇଲା ମା’ ହାତୀ

କରଞ୍ଜିଆ(କବିତା ମହାନ୍ତ)/ଠାକୁରମୁଣ୍ଡା(ତାରାକାନ୍ତ ପଟ୍ଟନାୟକ),୨।୮: ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ରରୁଅଁା ସେକ୍ସନର ଜାମୁତି ମୁଣ୍ଡାସାହି ନିକଟରେ ନିଅଁାହୁଳା ମାଡ଼ରେ ଆହତ ମା’ ହାତୀ ତା’ର ଛୁଆକୁ ଛାଡ଼ି ପଳାଇଛି। ମାତୃତ୍ୱ ସ୍ନେହରୁ ବଞ୍ଚତ୍ତ ଉକ୍ତ ଛୁଆହାତୀ ଅସୁସ୍ଥ ହୋଇପଡ଼ିବାରୁ ବନବିଭାଗ...

ଗ୍ରାମ୍ୟ ଉନ୍ନୟନ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ

ରାୟଗଡ଼ା,୨।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଉପରସାଜା ଗ୍ରାମରେ କଲଭର୍ଟ ଭୁଶୁଡ଼ି ୫ଜଣଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ୩ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଛି।...

୯ରେ ହୋଇପାରେ ମହାପ୍ରଭୁଙ୍କ ବନକଲାଗି

ପୁରୀ,୨ ।୮(ଅଜିତ ମହାନ୍ତି): ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଦୀର୍ଘ ୧ ମାସ ଧରି ଲାଗିରହିଥିବା ବିବାଦ ଅନିଶ୍ଚିତତା ମଧ୍ୟରେ ରହିଛି। ନୀଳାଦ୍ରି ବିଜେ ପରଠାରୁ ହୋଇ ନ ଥିବା ବନକଲାଗି ନୀତି ଆସନ୍ତା ୯ତାରିଖ(ବୁଧବାର)ରେ ହୋଇପାରେ ବୋଲି ବିଶେଷ...

ଶୁଣିଲାନି କ୍ଷୁଦ୍ର ଜଳସେଚନ ବିଭାଗ, ନିଜସ୍ବ ଉଦ୍ୟମରେ ଭଙ୍ଗା କେନାଲକୁ ମରାମତି କରି ଜଳସେଚନ କରୁଛନ୍ତି ଚାଷୀ

କୋକସରା,୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)ଜଳସେଚନର ସୁବ୍ୟବସ୍ଥା ଓ ଚାଷୀଙ୍କ ଚାଷଜମିକୁ ଜଳସେଚନ ପାଇଁ କୋଟି କୋଟି ଟଙ୍କା ଅନୁଦାନରେ କଳାହାଣ୍ଡି ଜିଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ କ୍ଷୁଦ୍ର ଜଳସେଚନ ଅଣୁ ବିଭାଗ ପକ୍ଷରୁ ଚେକ ଡ୍ୟାମ ନିର୍ମାଣ କରାଯାଇଛି ।...

ଶ୍ରେଣୀ ଗୃହରେ ପଶିଲା ପାଣି

ଏମ. ରାମପୁର,୧।୮(ଶଶିଭୂଷଣ ପ୍ରହରାଜ ): କଳାହାଣ୍ଡି ଜ଼ିଲାର ସବୁଠୁ ପୁରୁଣା ନୋଡାଲ ୟୁପି ସ୍କୁଲ ପରିସରରେ ବର୍ଷା ପାଣି ପଶିଛି। ସ୍କୁଲ ଖାଲୁଆ ସ୍ଥାନରେ ଥିବାରୁ ବର୍ଷା ଜଳ ନିଷ୍କାସିତ ହୋଇପାରି ନାହିଁ। ସ୍ଥାନ ଅଭାବ ହେତୁ କ୍ଲାସ ପରିଚାଳନା...

କେନ୍ଦୁଝରରେ ପ୍ରବଳ ବର୍ଷା: ବନ୍ୟା ଆଶଙ୍କା, ସତର୍କତା ଜାରିକଲା ପ୍ରଶାସନ

କେନ୍ଦୁଝର, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି ା ଜିଲାରେ ଆଜି ପୂର୍ବାହ୍ନରୁ ବର୍ଷା ଆରମ୍ଭ ହୋଇଛି ା ପ୍ରବଳ ବର୍ଷାକୁ ଆଖିରେ ରଖି...

ଚାକିରି ଦେବା ଆଳରେ କୋଟିଏରୁ ଊର୍ଦ୍ଧ୍ୱ ଠକେଇ: ନକଲି ବିଏସ୍‌ଏନ୍‌ଏଲ ଅଧିକାରୀ ଗିରଫ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ): ନିଜକୁ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ପଦସ୍ଥ ଅଧିକାରୀ ପରିଚୟ ଦେଇ ଚାକିରି ଦେବା ଆଳରେ ପଶ୍ଚିମ ଓଡ଼ିଶାର ଅନେକ ଯୁବତୀଯୁବକଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ବରଗଡ଼ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।...

ଗଛପଡ଼ି ଏକାଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଅନ୍ଧାରରେ

ଦାରିଙ୍ଗବାଡି,୧।୮(ଅରୁଣ ସାହୁ): ଲଘୁଚାପ ଜନିତ ଲଗାଣ ବର୍ଷାରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଅଞ୍ଚଳରେ ବହୁ ୟୁକାଲ ପଟାସ ଗଛ ପଡି ଏକାଧିକ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି। ତାର ଛିଣ୍ଡି ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଛି। ସିମନବାଡି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri